Odisha News Portal

ହସି ହସି ବେଦମ ହେଇଯିବେ ଦେଖନ୍ତୁ ଥରେ ଏଇ ଛୁଆର ଭିଡିଓ ,ବହୁତ ଭାଇରାଲ ହେଉଛି… 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ବେଳେ ବେଳେ ଏମିତି କିଛି ଭିଡ଼ିଓ ସୋସିଆଲ ମିଡ଼ିଆରେ ନଜରକୁ ଆସିଥାଏ ଯାହାକୁ ଦେଖିବା ପରେ ସମସ୍ତେ ହସି ଥାଆନ୍ତି।ଆଉ ଅନେକ ସମୟରେ ଅଧିକାଂଶ ଲୋକ ଛୁଆ ମାନଙ୍କର ମଜାଳିଆ ଭିଡ଼ିଓ ଦେଖି ସମସ୍ତେ ନିଜକୁ ନିୟନ୍ତ୍ରଣ କରି ପାରି ନଥାନ୍ତି। ଆଉ ଏବେ ଏଠାରେ ଗୋଟିଏ ଛୁଆର ଏହିଭଳି କିଛି କଥା ଯାହାକୁ ଶୁଣି ଆପଣ ମଧ୍ୟ ହସି ହସି ବେଦମ ହୋଇଯିବେ। ଏହିଠାରେ ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଜୋର ରେ ଭାଇରଲ ହୋଇଥିଲା ଯାହା ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ।

ଏଠାରେ ଏକ କୁନି ବାଳକ ର ଯେଉଁଭଳି ପ୍ରତିଭା ତାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଆଉ ବେଳେ ବେଳେ କିଛି କୁନି ପିଲାଙ୍କର ଏମିତି କିଛି ପ୍ରତିଭା ଓ କାର୍ଯ୍ୟ କଳାପ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାଏ ଯାହା ସବୁ ବେଳେ ସେମାନେ ଚର୍ଚ୍ଚା କୁ ଆସି ଥାଆନ୍ତି। ଆଉ ଏମିତି ସବୁ ବେଳେ କିଛି ନା କିଛି ଛୁଆ ମାନଙ୍କର କାର୍ଯ୍ୟ କୁ ନେଇ ସର୍ବଦା ଲୋକ ଲୋଚନ କୁ ଆସି ଥାଆନ୍ତି ଯାହା ସୋସିଆଲ ମିଡ଼ିଆରେ ଆମେ ଏବେ ଏଠାରେ ଦେଖିବାକୁ ପାଇବା। ଆଉ ଅଧିକାଂଶ ସମୟରେ ଛୋଟ ଛୁଆ ମାନଙ୍କର ସବୁ ମଜଳିଆ କଥା, କାମ, ତାଙ୍କର ବଦମସି ସମସ୍ତଙ୍କୁ ହସାଇ ଥାଏ ଯାହା କୁ ସମସ୍ତେ ପ୍ରଶଂସା ମଧ୍ୟ କରି ଥାଆନ୍ତି।

ଆଉ ଏହିଭଳି ଭିଡ଼ିଓ ଯଦି ସୋସିଆଲ ମିଡ଼ିଆରେ ଆସିଥାଏ।ଏହି ଛୋଟ ଛୁଆ ମାନଙ୍କୁ ଅଧିକ ଲୋକ ଏମିତି ଚାହିଁ ଚାହିଁ ହସି ହସି ଗଡି ଯାଇ ଥାଆନ୍ତି ଯାହା ଆପଣ ମାନେ ମଧ୍ୟ ଏଠାରେ ସେହିଭଳି ପ୍ରତିଭାର ଏକ ଛୁଆ ନଜରକୁ ଆସିଛି ଯାହା ଆପଣ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥିବାର ଦେଖିବାକୁ ପାଇଥିବେ। ବିଭିନ୍ନ ସମୟରେ ଲୋକ ମାନେ ଛୁଆମାନଙ୍କର ଏମିତି ଦୁଷ୍ଟାମି କୁ ଦେଖି ଅନେକ ଖୁସି ହୋଇ ଥାନ୍ତି ତାହା ସହିତ ସେମାନଙ୍କ ସେହି ଭିଡ଼ିଓ ବହୁଳ ଭାବରେ ଭାଇରଲ ମଧ୍ୟ କରି ଥାନ୍ତି ଯାହା ଆପଣ ମାନେ ମଧ୍ୟ ଏହାକୁ ପସନ୍ଦ କରି ଥିବେ। ଏବେ ସେହି ଛୁଆ ଟିର ଏକ ଭିଡ଼ିଓ ଦେଖି ଆପଣ ମଧ୍ୟ ହସି ହସି ବେଦମ ହୋଇଯିବେ।

ଏହି ଭିଡ଼ିଓ ଟିରେ ଗୋଟିଏ ଛୁଆ ନଜରକୁ ଆସିଛି ଯେଉଁଠି ତ୍ଯାର କିଛି କଥା ତାହା ସମସ୍ତଙ୍କୁ ହସି ହସି ଗଡାଇ ଦେବ ଆଉ ଏହା ଏବେ ସୋସିଆଲ ମିଡ଼ିଆରେ ଜୋର ରେ ଚର୍ଚ୍ଚା ଧରିଛି। ଏଠାରେ ଏହି କୁନି ପିଲା ଟିକୁ ଜଣେ ବ୍ୟକ୍ତି କିଛି ପ୍ରଶ୍ନ ପଚାରୁଛନ୍ତି ତାହା ପରେ ସେହି ଛୁଆଟି ଏମିତି ଉତ୍ତର ମଧ୍ୟ ଦେଇଛି ଯାହା କୁ ଶୁଣିବା ପରେ ହସି ହସି ଗଡି ଯିବେ। ଆଉ ଏହାକୁ ଶୁଣି ଆପଣ ନିଜେ ମଧ୍ୟ ଆଉ ନିୟନ୍ତ୍ରଣ ରେ ରହି ପାରିବେ ନାହିଁ ଶେଷରେ ନିଜ ହସିବା ସହିତ ଏହାକୁ ସମସ୍ତଙ୍କୁ ଦେଖାଇବେ ଯାହା ଦ୍ଵାରା ଏହାକୁ ମଧ୍ୟ ଶେୟାର କରି ଦେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।