Odisha News Portal

ହରିଦ୍ୱାର କେଉଁ ନଦୀ କୂଳରେ ଅବସ୍ଥିତ ? ଯାହାର ଉତ୍ତର 99 ପ୍ରତିଶତ ଲୋକ ଜାଣନ୍ତି ନାହିଁ , ସାହସ ଅଛିତ ଉତ୍ତର ଦିଅ

ବର୍ତ୍ତମାନ ସମୟରେ ଯେକୌଣସି ପରିକ୍ଷାରେ ଉର୍ତ୍ତିନ ହେବା ପାଇଁ ସାଧାରଣ ଜ୍ଞାନ ଜାଣିବା ଅତ୍ୟନ୍ତ ଜରୁରୀ ହୋଇଥାଏ । କାରଣ ସାଧାରଣ ଜ୍ଞାନ ଆମକୁ ପରିକ୍ଷାରେ ପାସ୍ ହେବା ପାଇଁ ଅନେକ ସାହାର୍ଯ୍ୟ କରିଥାଏ । ଯେକୌଣସି କମ୍ପିଟେଟିଭ ପରିକ୍ଷାରେ ଅନେକ ପିଲା ଛୋଟ ଛୋଟ ଭୁଲ ପାଇଁ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରନ୍ତି ନାହିଁ , ତେବେ ଆସନ୍ତୁ ଜାଣିବା ସାଧାରଣ ଜ୍ଞାନର ଆଉ କେତେକ ପ୍ରଶ୍ନ ଉତ୍ତର ସମ୍ପର୍କରେ ।

1 ବର୍ତ୍ତମାନ ଭାରତରେ କେତୋଟି ରାଜ୍ୟ ଅଛି ?
ଉତ୍ତର – 28 ।

2 ବର୍ତ୍ତମାନ ଭାରତରେ କେନ୍ଦ୍ରଶାସିତ ଅଞ୍ଚଳ ଅଛି ?
ଉତ୍ତର – 8ଟି ।

3 ଆମ ଦେଶର ନାମ କଣ ?
ଉତ୍ତର – ଭାରତ ।

4 ଆମ ଦେଶ ଭାରତର ରାଜଧାନୀ କିଏ ?
ଉତ୍ତର – ନୂଆଦିଲ୍ଲୀ ।

5 ଆମ ଦେଶ ଭାରତ କେବେ ସ୍ୱାଧୀନ ହୋଇଥିଲା ?
ଉତ୍ତର – 1957 ମସିହା ।

6 ଆମ ଜାତିର ପିତା କିଏ ?
ଉତ୍ତର – ମହାତ୍ମାଗାନ୍ଧୀ ।

7 ଭାରତର ଜାତୀୟ ପଶୁ କିଏ ?
ଉତ୍ତର – ବାଘ ।

8 ଓଡିଶାର ପ୍ରଥମ ଓଡିଆ ଚଳଚ୍ଚିତ୍ରର ନାମ କଣ ?
ଉତ୍ତର – ସୀତା ବିବାହ ।

9 ଓଡିଶାର ପ୍ରଥମ ବେତାର କେନ୍ଦ୍ରର ନାମ କଣ ?
ଉତ୍ତର – କଟକ ।

10 ଓଡିଶାର ପ୍ରଥମ ମହିଳା ଆଇ ପି ଏସ କିଏ ?
ଉତ୍ତର – ସୌମ୍ୟ ମିଶ୍ର ।

11 ଓଡିଶାର ପ୍ରଥମ ମହିଳା ପାଇଲଟ କିଏ ?
ଉତ୍ତର – ଗିରିବାଳା ମାହାନ୍ତି ।

12 ଓଡିଶାର ପ୍ରଥମ ରାଜ୍ୟପାଳ କିଏ ?
ଉତ୍ତର – ସାର୍ ଜନ୍ ଅଷ୍ଟିନ ହବାକ୍ ।

13 ଓଡିଶାର ପ୍ରଥମ ଓକିଲ କିଏ ?
ଉତ୍ତର – ମଧୂସୁଦନ ଦାସ ।

14 ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ନାମ କଣ ?
ଉତ୍ତର – ହରେକୃଷ୍ଣ ମହାତାବ ।

15 ବଦ୍ରିନାଥ ଧାମ କେଉଁ ନଦୀ କୂଳରେ ଅବସ୍ଥିତ ?
ଉତ୍ତର – ଅଳକାନନ୍ଦା ।

16 ହରିଦ୍ୱାର କେଉଁ ନଦୀ କୂଳରେ ଅବସ୍ଥିତ ?
ଉତ୍ତର – ଗଙ୍ଗା ।

17 ବାରଣାସୀ କେଉଁ ନଦୀ କୂଳରେ ଅବସ୍ଥିତ ?
ଉତ୍ତର – ଗଙ୍ଗା ।

18 ନାସିକ କେଉଁ ନଦୀ କୂଳରେ ଆବସ୍ଥିତ ?
ଉତ୍ତର – ଗୋଦାବରୀ ।

19 ଜାପାନର ଜାତୀୟ ଖେଳର ନାମ କଣ ?
ଉତ୍ତର – ସୁମୋ ।

20 ନବୀନ ପଟ୍ଟନାୟକଙ୍କ ପୂର୍ବରୁ ଓଡିଶାର ମୁଖ୍ୟମନ୍ତ୍ରୀ କିଏ ଥିଲେ ?
ଉତ୍ତର – ହେମାନନ୍ଦ ବିଶ୍ୱାଳ ।

21 ଓଡିଶାର ପ୍ରଥମ ଓଡିଆ ମନ୍ତ୍ରୀ କିଏ ଥିଲେ ?
ଉତ୍ତର – ମଧୂସୁଦନ ଦାସ ।

22 ପ୍ରଥମ ଓଡିଆ ରାଷ୍ଟ୍ରଦୂତ କିଏ ଥିଲେ ?
ଉତ୍ତର – ଲଲାଟେନ୍ଦୁ ମାନସିଂହ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।