Odisha News Portal

OMG ! ହରିବଲ ପକାଇଲେ ଉଛୁଳୁଛି ପାଣି… ଆଶ୍ଚର୍ଯ୍ୟ ଲାଗିଲେ ବି ସତ… ଦେଖନ୍ତୁ Video

ଓଡିଶାରେ ଅନେକ ଏମିତି ପବିତ୍ର ସ୍ଥାନ ରହିଛି ଯେଉଁଠି ଅନେକ ଦେବା ଦେବୀ ମାନେ ପୂଜା ପାଆନ୍ତି। ଅନେକ ପୀଠ ମାନଙ୍କର ମାହାତ୍ମ୍ୟ ମଧ୍ୟ ଏମିତି ରହିଛି ଯାହାକୁ ଆମେ ଆଜି ଯାଏଁ ଜାଣି ନାହୁଁ। କିନ୍ତୁ ସେହିସବୁ ସ୍ଥାନ ତୀର୍ଥସ୍ଥଳ ଭାବରେ ବେଶ୍ ପରିଚିତ। ଯେଉଁଠି ହଜାର ହଜାର ଭକ୍ତ ମାନଙ୍କ ର ଭିଡ଼ ଜମେ। ଶ୍ରଦ୍ଧାଳୁ ମାନେ ସେଠାକୁ ଯାଆନ୍ତି ଏବଂ ପୂଜାର୍ଚ୍ଚନା କରିବା ସହିତ ପୀଠ ଦର୍ଶନ କରନ୍ତି ଦେବାଦେବୀ ଙ୍କୁ ଦର୍ଶନ କରନ୍ତି। ଓଡ଼ିଶାରେ ମନ୍ଦିର ମାନଙ୍କର ସଂଖ୍ୟା ବହୁତ୍ ଅଧିକ। ପ୍ରାୟତଃ ସବୁ ସ୍ଥାନରେ ଆପଣ ମନ୍ଦିର ଦେଖିବାକୁ ପାଇବେ।ତେବେ ତା ମଧ୍ୟରୁ କିଛି ମନ୍ଦିର ରହିଛି ଯାହା ବହୁତ୍ ପ୍ରସିଦ୍ଧ ଅଟେ।

ସେହିଭଳି ଏକ ମନ୍ଦିର ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ। ଯାହାର ରହସ୍ୟ ଜାଣିଲେ ଆପଣ ବି ଆଶ୍ଚର୍ୟ୍ଯ ହୋଇଯିବେ।ସେହି ମନ୍ଦିର ର ନାମ ହେଉଛି ସିଂହନାଥ ମନ୍ଦିର। ଯାହା ବିଷୟରେ ମନ୍ଦିରର ପୂଜକ ପୁରୋହିତ ନିଜେ କଣ କହିଛନ୍ତି ଥରେ ଶୁଣନ୍ତୁ। ଏଠାରେ ଯେଉଁ ଅଲୌକିକତା ରହିଛି ବାସ୍ତବରେ ତାହା ସମସ୍ତଙ୍କୁ ଚକିତ କରିବା ଭଳି ଅଟେ।ଆଜିବି ଅନେକ ସମୟରେ କିଛି ଏମିତି ଅଲୌକିକ ଘଟଣା ର ଚିତ୍ର ଆମ ସାମ୍ନାକୁ ଆସିଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ସେହିପରି ଏହା ଏକ ଏମିତି ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।

ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ଏବଂ ଶୁଣିବାକୁ ବି ମିଳିଥାଏ।
ଆଉ ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ। କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ଏବଂ ଏହାର ପ୍ରକୃତ ରହସ୍ୟ କଣ? ଆଜିର ଏହି ବିଜ୍ଞାନ ଯୁଗରେ ଲୋକେ ପ୍ରାୟତଃ ଅନେକ ଘଟଣାକୁ ଶୁଣି ହେୟ ଜ୍ଞାନ କରି ଦିଅନ୍ତି ଏବଂ ଅନେକ ଏପରି ଘଟଣାକୁ ବିଶ୍ୱାସ ମଧ୍ଯ କରି ପାରନ୍ତି ନାହିଁ।ଏହା ସମସ୍ତଙ୍କୁ ଚକିତ କରିବା ଭଳି ହୋଇଥାଏ।ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ।

ଏଠାରେ ରହିଥିବା ଏକ କୁଣ୍ଡ ଯାହାର ନାମ ହେଉଛି ସୀତା କୁଣ୍ଡ,ସେହି କୁଣ୍ଡରୁ ମାତା ସୀତା ପାଣି ପିଇଥିଲେ। ପ୍ରଭୁ ଲକ୍ଷ୍ମଣ ଏହି ସିଂହନାଥ ମନ୍ଦିରକୁ ବିଶ୍ଵକର୍ମା ଙ୍କୁ ଡାକି ନିର୍ମାଣ କରିଥିଲେ। ସେହିବାଟ ଦେଇ ରାମ, ଲକ୍ଷ୍ମଣ ଏବଂ ସୀତା ଗମନ କରିଥିଲେ। ତେବେ ଏହି ମନ୍ଦିରର ଅନେକ ମାହାତ୍ମ୍ୟ ଅଛି। ସେଥିରୁ ଗୋଟିଏ ହେଲା ହରିବୋଲ ପକାଇଲେ ସେଠାରେ ଥିବା ସିତାକୁଣ୍ଡର ପାଣି ଉଛୁଳି ଉଠେ। ଅନେକ ଭକ୍ତ, ପୂଜକ ଠାକୁରଙ୍କ କୃପାରୁ ବହୁତ୍ କିଛି ଲାଭ କରିଛନ୍ତି। ଏଠାରେ ବଡ ପର୍ବ ଭାବରେ ମକର ସଂକ୍ରାନ୍ତି କୁ ପାଳନ କରାଯାଏ। ଯିବା ଆସିବାର ସୁବିଧା ରହିଥିବାରୁ ଏବେ ଏହି ମନ୍ଦିରକୁ ଅନେକ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଲାଗୁଥିବା ଦେଖିବାକୁ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।