Beauty Tips – ହଳଦୀରେ ଏହି ଜିନିଷ ମିଶେଇ ଲଗାନ୍ତୁ ରାତାରାତି ଏତେ ଗୋରା ତକତକ ଦେଖାଯିବେ ଯେ ସମସ୍ତେ କହିବେ ଏତେ ସୁନ୍ଦର କେମିତି ହେଲ

ନାରୀ ମାନେ ଯାହା ପାଖରେ ସବୁ ପ୍ରକାରର ଗୁଣ ଭରି ହେଇ ରହିଥାଏ ଏହା ସହିତ ତାଙ୍କ ସୁନ୍ଦରତାକୁ କାହା ଯାହାର ବର୍ଣ୍ଣନା କେବେ ଯେ କବି ମାନେ କେଉଁ ଭାବରେ କରିଛନ୍ତି ତାହାର କିଛି ହିସାବ ନାହିଁ ।କିନ୍ତୁ ଆଜିର ବ୍ୟସ୍ତ ଜୀବନ ଓ ଉପଯୁକ୍ତ ଖାଦ୍ୟ ପଦାର୍ଥ ର ଅଭାବ ପାଇଁ ପାଇଁ ସମସ୍ତଙ୍କ ପାଖରେ ନିଜର ସୁନ୍ଦରତା ପୂର୍ବ ପରି ରହୁ ନାହିଁ ।ବହୁତ ସମୟରେ ମୁହଁରେ କଳା ଦାଗ,ପିମ୍ପଲ ଆଦି ବାହାରିବା ସହିତ ଖୁବ ଅଳ୍ପ ବୟସରୁ ଫେସରେ ରିଙ୍କଲ ଆସିଯାଏ ।

 

ଆଉ ଆପଣ ମାନେ ସମସ୍ତେ ଫେସରେ ଦେଖା ଯାଉଥିବା ସେହି ସମସ୍ୟା ଗୁଡିକ ଦୂର କରିବା ପାଇଁ ବିଭିନ୍ନ ପ୍ରକାରର ପ୍ରସାଦନ ସାମଗ୍ରୀ ବ୍ୟବହାର କରନ୍ତି ।କିନ୍ତୁ ସେଗୁଡିକରୁ ସେମିତି ବିଶେଷ କିଛି ଲାଭ ହେବା ଜାଗାରେ ଆପଣଙ୍କ ଚେହେରା ଆହୁରି ଖରାପ ଦେଖାଯାଏ ।ତେବେ ଆଜି ଆପଣଙ୍କ ର ଫେସକୁ ନେଇଥିବା ସମସ୍ତ ଚିନ୍ତା ଦୂର କରିବା ପାଇଁ ଏମିତ ଏକ ଘରୋଇ ଉପଚାର ନେଇ ଆସିଛୁ ଯାହାକୁ ଆପଣ ବ୍ୟବହାର କରି ଆପଣ ଙ୍କୁ ମୁହଁର ଗ୍ଲୋକୁ ବଡେଇ ପାରିବେ ।

ଆବଶ୍ୟକ ସାମଗ୍ରୀ:-

-ଗୋଟିଏ ଟମାଟୋ
-ଲୁଣ
-ହଲଦୀଗୁଣ୍ଡ
-ଏଲୋଭେରା

ପ୍ରସ୍ତୁତି ପ୍ରଣାଳୀ:-

-ଏହି ଉପଚାର ପାଇଁ ଆପଣ ପ୍ରଥମେ ଗୋଟିଏ ମିଡିୟମ ସାଇଜ ର ଟମାଟୋ ନିଅନ୍ତୁ ଆଉ ତାକୁ ଦୁଇ ଫାଳ କରି ନିଅନ୍ତୁ ।ତେବେ ଆପଣ ଙ୍କ ଫେସ ପାଇଁ ଫାଳେ ଟମାଟୋ ଦରକାର ସେଥିପାଇଁ ଫାଳେ ଟମାଟୋ ନେଇ ତାକୁ କୋରା ମାଧମରେ କୋରି ନିଅନ୍ତୁ ।ତାପରେ ସେହି ଫାଳେ ଟମାଟୋ କୋରା ରୁ ଗୋଟିଏ କି 2 ଚାମୁଚ ରସ ବାହାରିବ ତେବେ ସେହି ରସକୁ ଗୋଟିଏ ପାତ୍ରରେ ରଖନ୍ତୁ ।

-ଏବେ ସେହି ରସରେ କିଛି ଲୁଣ ପକାନ୍ତୁ, ତାପରେ ସେଥିରେ ଅଳ୍ପ ହଲଦୀଗୁଣ୍ଡ, ଅଳ୍ପ ବେଶନ ସେଥିରେ ପକାନ୍ତୁ ଓ ଏକ ଏଲୋଭେରା ଖଣ୍ଡର ଚୋପା ବାହାର କରି ଧୀରେ ଧୀରେ ଛୁରୀରେ ତାର ଜେଲ ବାହାର କରନ୍ତୁ ଆଉ ଏବେ ଏକ ଚାମୁଚ ଏଲୋଭେରା ଜେଲକୁ ନେଇ ସେହି ପାତ୍ରରେ ରଖନ୍ତୁ ।ଏବେ ସେହି ସବୁକୁ ଭଲ କରି ମିଶେଇ ନିଅନ୍ତୁ ।ତେବେ ଏଥିରେ ଲୁଣ ମିଷେଇବାର ଅର୍ଥ ତାହା ଫେସରେ ଥିବା ଦେଡ଼ ସେଲକୁ ବାହାର କରିବାରେ ଖୁବ ସାହାଯ୍ୟ କରିଥାଏ ।

ଏହାର ବ୍ୟବହାର:-

-ତେବେ ଏବେ ସେହି ମିଶ୍ରଣ ରୁ ଅଳ୍ପ ଅଳ୍ପ ନେଇ ନିଜ ଫେସରେ ଭଲ ଭାବରେ ଲଗେଇ ମାଲିସ କରନ୍ତୁ ତାପରେ ଫେସକୁ ସେମିତି 15 ମିନିଟ ଯାଏ ରଖି ଦିଅନ୍ତୁ ।ତାପରେ ଅଳ୍ପ ଉଷମ ପାଣିରେ ନିଜ ମୁହଁକୁ ଧୋଇ ଦିଅନ୍ତୁ ।ଏମିତି ସପ୍ତାହରେ ଦୁଇ ଥର ଲଗାନ୍ତୁ ଆଉ ଦେଖନ୍ତୁ ଧୀରେ ଆପଣଙ୍କ ମୁହଁର ଚମକ ବଡିବାରେ ଲାଗିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment