Odisha News Portal

ଦେଖନ୍ତୁ ଭିଡ଼ିଓ – ହଜିଗଲା ମାନବିକତା କୁକୁର ମୁଁହ ରେ ନବଜାତ ଶିଶୁ କନ୍ୟା ! ଥରେ ଦେଖନ୍ତୁ ତ ଏ ଦୃଶ୍ୟକୁ ଆଖିରୁ ଲୁହ ଆସିଯିବ….

ଆଜି କାଲି ସୋସିଆଲ ମିଡ଼ିଆ ସହିତ ସମସ୍ତେ ଜଡିତ ଅଟନ୍ତି। ସୋସିଆଲ ମିଡ଼ିଆ ଜରିଆ ରେ ଆମେ ଅନେକ ପ୍ରକାର ଭିଡିଓ ଫଟୋ ପ୍ରତିଦିନ ଭାଇରାଲ ହେବାର ଦେଖି ଥାଉ । ଅନେକ ଘଟଣାବଳୀ ର ଭିଡିଓ ହେଉ ଫଟୋ ପ୍ରତିଦିନ ଆମେ ଦେଖିବାକୁ ପାଇ ଥାଉ । କିନ୍ତୁ ଆଜି ଯେଉଁ ଭିଡିଓ ଟି ଆସିଚି ସେହି ଭିଡିଓ ଟି ସମାଜ ପାଇଁ ଏକ ନିନ୍ଦନୀୟ ଘଟଣା । ଘଟଣା ଟି ଆସିଛି ଭଦ୍ରକ ଜିଲ୍ଲା ରୁ। ଏଠାରେ ଏକ ନବଜାତ ଶିଶୁ କନ୍ୟା କୁ ବୁଲା କୁକୁର ଟାଣି ଟାଣି ନେବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ହଇଚଇ ସୃଷ୍ଟି କରି ଦେଇଛି। ତେବେ କଣ ରହିଛି ସମ୍ପୂର୍ଣ ଘଟଣା ଆସନ୍ତୁ ଜାଣିବା ;

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ରେ ଏକ ନବଜାତ ଶିଶୁ କନ୍ୟା କୁ ଏକ ବୁଲା କୁକୁର କାମୁଡି ଧରି ବୁଲୁ ଥିବାର ଦେଖିବାକୁ ମିଳିଛି। ତେବେ ଶିଶୁ କନ୍ୟା କୁ କୁକୁର ହାତରୁ ବଞ୍ଚାଇବା କୁ ଯାଇ ଲୋକମାନେ ବୁଲା କୁକୁର କୁ ଗୋଡ଼ାଇ ଥିଲେ , ଫଳରେ କୁକୁର ନବଜାତ ଶିଶୁ କନ୍ୟା ର ମୃତ ଦେହ କୁ ଛାଡ଼ି ଚାଲି ଯାଇଥିଲା ।

ତେବେ ଲୋକ ମାନେ ପାଖକୁ ଯାଇ ଦେଖିବାରୁ ଜଣା ପଡ଼ିଥିଲା ଯେ ନବଜାତ ଟି ରୁ ଶିଶୁ କନ୍ୟା ଅଟେ । ଏହି ଘଟଣା ର ସମସ୍ତ ଦୃଶ୍ୟ ସିସିଟିଭି କ୍ୟାମେରା ରେ କଏଦେ ହୋଇ ଯାଇଛି । ତେବେ ଏହି ଘଟଣା ର ଖବର ପାଇ ପ୍ରତିନିଧି ଦଳ ମାନେ ପହଞ୍ଚି ଥିବା ବେଳେ ଅନ୍ୟ ପକ୍ଷରେ ହସ୍ପିଟାଲ୍ କତୃପକ୍ଷ ମାନେ ଶିଶୁ କନ୍ୟା ର ମୃତ ଦେହ କୁ ଅନ୍ୟ ସ୍ଥାନ କୁ ସ୍ଥାନତରିତ କରି ଦେଇଛନ୍ତି।

ତେବେ ଏହି ନବଜାତ ଶିଶୁ କନ୍ୟା ର ମୃତ ଦେହ କିପରି ରାସ୍ତା ଉପରକୁ ଆସି ଅଛି ଏନେଇ କୌଣସି ପ୍ରକାର ସୂଚନା ମିଳି ପାରି ନାହିଁ । ତେବେ ଏହି ଦୃଶ୍ୟ ପୁଣି ଥରେ ଝିଅ ପୁଅ ପାର୍ଥକ୍ୟ ର ଉଦାହରଣ ସୃଷ୍ଟି କରିଛି। ଆଜି ବି ଲୋକ ମାନେ ପୁଅ ଝିଅ ମାନଂକ ମଧ୍ୟରେ ପାର୍ଥକ୍ୟ ଦେଖୁଛନ୍ତି ଓ ଝିଅ ମାନଙ୍କୁ ବୋଝ ବୋଲି ଭାବୁଛନ୍ତି ଏହାର ଏକ ଜଲ୍ଵନ୍ତ ଉଦାହରଣ ସୃଷ୍ଟି କରିଛି ଏହି ଭିଡିଓ। ତେବେ ପୋଲିସ ବର୍ତ୍ତମାନ ଏହି ଘଟଣା ର ତଦନ୍ତ ଆରମ୍ଭ କରି ଦେଇଛି।

କିପରି ଏହି ଶିଶୁ କନ୍ୟା ର ମୃତ ଦେହ ରାସ୍ତା ଉପରେ ପଡ଼ିଲା ଓ ମୃତୁ ର କାରଣ ବିଷୟ ରେ ପୋଲିସ୍ ତଦନ୍ତ କରୁଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।