ହାଡ଼ ଭାଙ୍ଗିବାର ଲକ୍ଷଣ ,କାରଣ ଓ ଚିକିତ୍ସା ଜାଣନ୍ତୁ ? Dr. R Swapna

ବନ୍ଧୁଗଣ ବର୍ତମାନ ଅଧିକାଂଶ ଲୋକ ହାଡ ଜନିତ ସମସ୍ୟାରେ ପୀଡିତ ରହୁଛନ୍ତି, ସେମାନେ ଅନେକ କଷ୍ଟ ମଧ୍ୟ ପାଉଛନ୍ତି |ଡାକ୍ତର ପରାମର୍ଶ କ୍ରମେ ଔଷଧ ଖାଉଛନ୍ତି ମାତ୍ର କୌଣସି ଉପକାର ମିଳୁନାହିଁ |ଏହି ହାଡ଼ ଭାଙ୍ଗିଯିବା ଜନିତ ସମସ୍ୟା ପିଲା ଠାରୁ ବୁଢ଼ା ପ୍ରଯ୍ୟନ୍ତ ସମସ୍ତଙ୍କ ପାଖରେ ଦେଖାଯାଏ |ମୁଁ ଆଜି ଆପଣକୁ ଏହି ହାଡ଼ ଭାଙ୍ଗିବାର କାରଣ, ଲକ୍ଷଣ ବିଷୟରେ କହିବି ତାହା ସହିତ ଆପଣ ଏହି ସମସ୍ୟାକୁ କିପରି ଘରୋଇ ଉପଚାର ଦ୍ଵାରା ଦୂର କରିପାରିବେ ସେ ବିଷୟରେ ଜଣାଇବି |ତେବେ ଆସନ୍ତୁ ଜାଣିବା ଏହି ହାଡ଼ ଭାଙ୍ଗା ବିଷୟରେ ସମ୍ପୂର୍ଣ କଥା |

ଲକ୍ଷଣ :-ହାଡ଼ ଭାଙ୍ଗିବାର ପ୍ରଥମ ଲକ୍ଷଣ ଆପଣଙ୍କ ହାଡ଼ ଯଉଁ ଯାଗାରେ ଭାଙ୍ଗିଥିବ ସେ ଜାଗାଟି ଫୁଲିଯିବ ଏବଂ ବହୁତ ଜୋର ବିନ୍ଧା ଯନ୍ତ୍ରଣା ହେବ |ହାଡ଼ ଯେଉଁ ଯାଗାରେ ଭାଙ୍ଗିଯାଏ ସେ ଯାଗାରେ ସ୍କିନ କଲର ବଦଳି ଥାଏ, ସେ ଜାଗାଟି କଳା ପଡ଼ିଯାଏ |ଅପଣଂକର ଯଦି ହାତର ହାଡ଼ ଭାଙ୍ଗିଯାଏ ତେବେ ସେଥିରେ ଆପଣ କୌଣସି ଓଜନିଆ ଜିନିଷ ଉଠାଇ ପାରନ୍ତି ନାହିଁ ଏବଂ ହାଡ଼ ଭାଙ୍ଗିଯିବା ଯାଗାରେ ରକ୍ତ ଜମାଟ ବାନ୍ଧିଥାଏ |

କାରଣ :-ଯଦି ଆପଣଙ୍କ ଶରୀରରେ କୌଣସି ଇଣ୍ଟରନାଲ ଇନଫେକ୍ସନ ରହିଛି ତେବେ ଆପଣଙ୍କ ହାଡ଼ ଭାଙ୍ଗିଥାଏ |ଅପଣଂକର କ୍ୟାନ୍ସର କିମ୍ବା ଟ୍ୟୁମର ରହିଛି ତେବେ ଏହି କାରଣରୁ ଆପଣଙ୍କ ହାଡ଼ ଭାଙ୍ଗିଯାଏ |ଏହା ସହିତ ସାଧାରଣତଃ ପିଲା ସମୟରେ ଏବଂ ବୃଦ୍ଧ ସମୟରେ ହାଡ଼ ଅଧିକ ଭାଙ୍ଗିଯାଏ କାରଣ ଏହି ସମୟରେ ହାଡ଼ ବହୁତ କମଳ ଥାଏ ତେଣୁ କୌଣସି ଓଜନିଆ ଜିନିଷ ଉଠାଇଲେ ଏହା ହାଡ଼ ଶୀଘ୍ର ଭାଙ୍ଗିଯାଏ |କୌଣସି ଦୁର୍ଘଟଣା କାରଣରୁ ଆପଣଙ୍କ ହାଡରେ ଅଧିକ ଜୋର ଆଘାତ ବାଜିଥାଏ ତେବେ ହାଡ଼ ଭାଙ୍ଗିଯାଏ |

ଘରୋଇ ଉପଚାର :-ଆପଣ ପ୍ରତିଦିନ ରାତିରେ ସୁଇବା ପୂର୍ବରୁ ଏକ ଗ୍ଲାସ ଉଷମ କ୍ଷୀରରେ ଏକ ଛୋଟ ଚାମୋଚ ହଳଦି ଗୁଣ୍ଡ ମିଶାଇ ପିଅନ୍ତୁ, ତାହାଦ୍ଵାର ଆପଣଙ୍କ ହାଡ଼ ନାଚୁରାଲ ଭାବରେ ଯୁଡ଼ି ହୋଇଯିବ ଏବଂ ଆପଣ ସୁସ୍ଥ ହୋଇଯିବେ |ଏଥିପାଇଁ ଆପଣ ଜଡ଼ା ତେଲ, ସୋରିଷ ତେଲ କିମ୍ବା ନଡ଼ିଆ ତେଲ ବ୍ୟବହାର କରିପାରିବେ, ଜଡ଼ା ତେଲରେ ଏକ କପଡା ଭିଜାଇ ହାଡ଼ ଭାଙ୍ଗିଥିବା ଯାଗାରେ ତେଲ ଭିଜା କପଡାକୁ ଦୁଇ ଘଣ୍ଟା ପ୍ରଯ୍ୟନ୍ତ ବାନ୍ଧି ରଖାନ୍ତୁ,ଦେଖିବେ ଏହାଦ୍ୱାରା ଆପଣଙ୍କ ହାଡ ଯୋଡି ହୋଇଯିବ |ଆପଣ ପ୍ରତ୍ୟକ ଦିନ ଦୁଇ ଚାମୋଚ ରାଶି ହାଲକା ଭାଜି ତାହାକୁ ଆପଣ ପ୍ରତ୍ୟେକ ଦିନ ଖାଆନ୍ତୁ ଏହାଦ୍ୱାରା ଆପଣଙ୍କ ହାଡ଼ ଭଙ୍ଗା ଯୋଡ଼ି ହୋଇଯିବ |ଆପଣ ଯଦି ପ୍ରତିଦିନ ଖାଇବାରେ ନଡ଼ିଆ ତେଲ ଖାଉଛନ୍ତି ତେବେ ଆପଣଙ୍କ ହାଡ଼ ଭଙ୍ଗା ଜନିତ ସମସ୍ୟା ଧୀରେ ଧୀରେ ସମ୍ପୂର୍ଣ ଠିକ ହୋଇଯିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Comment