ହରପ୍ରିୟା_ରାହୁଲଙ୍କ_ପ୍ରେମ_କାହାଣୀ ! ବରା ପିଆଜି ଦୋକାନରୁ ହେଇଥିଲା ପ୍ରଥମ ଦେଖା ଆଉ ତା’ପରେ ହେଇଥିଲା ଆମ ପ୍ରେମ … ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି ରାହୁଲ ଓ ହରିପ୍ରିୟା ପ୍ରେମ କାହାଣୀ, ବହୁତ କଷ୍ଟରେ ରାହୁଲ ପାଇଛନ୍ତି ତାଙ୍କ ସ୍ତ୍ରୀ ହରିପ୍ରିୟଙ୍କୁ | ହରିପ୍ରିୟଙ୍କ କିଡନାପିଙ୍ଗ ପରଠୁ ରାହୁଲଙ୍କ ଅବସ୍ଥା ଖରାପ ହୋଇଯାଇଥିଲା , ଆଉ ପରେ ପୁଣିଥରେ ସେ ହରିପ୍ରିୟାଙ୍କୁ ଫେରି ପାଇଥିଲେ ଓ ବହୁତ ଖୁସି ମଧ୍ୟ ଜଣାପଡିଥିଲେ | ଆଉ ଦୁଇଜଣ ମଧ୍ୟ ପରସ୍ପରଙ୍କୁ ପୁଣି ଥରେ ଫେରି ପାଇଁ ବହୁତ ଖୁସି ହେଇଥିଲେ ଓ ମିଡ଼ିଆ ଆଗରେ ନିଜର ପ୍ରେମ କାହାଣୀକୁ ପ୍ରକାଶ କରିଥିଲେ ହରିପ୍ରିୟା |

ହରିପ୍ରିୟା କହିଛନ୍ତି କି ତାଙ୍କ ଦୁଇଜଣଙ୍କର ପ୍ରେମ କାହାଣୀ ଗୋଟିଏ ଜଳଖିଆ ଦୋକାନରୁ ଆରମ୍ଭ ହୋଇଥିଲା | ସେତେବେଳେ ହରିପ୍ରିୟା +3 ରେ ପଢୁଥିଲେ ଆଉ ରାହୁଲ ମଧ୍ୟ ସେଠି ରହି ଡିପ୍ଲୋମା ପଢୁଥିଲେ | ଆଉ ସେ ଜଳଖିଆ ଦେକାନରେ ପ୍ରତେକ ଦିନ ରାହୁଲ ତାଙ୍କୁ ସାଙ୍ଗ ମାନଙ୍କ ସହିତ ଓ ହରିପ୍ରିୟା ତାଙ୍କ ଗାଁ ରେ ବୁଲାବୁଲି କରିବା ସହିତ ସେହି ଜଳଖିଆ ଦୋକାନକୁ ଯାଉଥିଲେ | ଆଉ ସେଇଠି ତାଙ୍କ ଦୁଇଜଣଙ୍କର ପ୍ରେମ କାହାଣୀ ଆରମ୍ଭ ହୋଇଥିଲା |

ପରେ ସେମାନେ କଥା ବାର୍ତ୍ତା ହେଇକି ଚିନ୍ହା ଜଣା ହୋଇଥିଲା, ଓ ଦୁହିଁଙ୍କ ମଧ୍ୟରେ ଫୋନ ନମ୍ବର ର ମଧ୍ୟ ଆଦାନ ପ୍ରଦାନ ହେଇଥିଲା | କିନ୍ତୁ ହରିପ୍ରିୟଙ୍କ ଯାହା କହିବା କଥା କି ତାଙ୍କର କଥା ବାର୍ତ୍ତା ସେହି ଫୋନ ନମ୍ବର ରୁ ହେଇନଥିଲା | କିନ୍ତୁ ପରେ ହରିପ୍ରିୟା ତାଙ୍କର ଗୋଟିଏ ଫେକ ଆଇଡିକୁ ଖୋଲି ରାହୁଲଙ୍କ ସହିତ କଥା ବାର୍ତ୍ତା ହେଉଥିଲେ |

ଆଉ ଯାହା ଫଳରେ ରାହୁଲ କଥା ହେଇଥିଲେ ହରିପ୍ରିୟଙ୍କ ସହିତ କିନ୍ତୁ ସେ ଜାଣିନଥିଲେ ଯେ ସେ ଫେକ ଆଇଡି ସହିତ କଥା ହେଉଛନ୍ତି ବୋଲି, ଆଉ ସେ ସେହି ଫେକ କଥା ହେବା ବେଳେ ରାହୁଲ କହିଥିଲେ କି ସେ ତାଙ୍କ ଗାଁ ରେ ଜଣେ ଝିଅକୁ ଭଲ ପାଉଥିଲେ | ଆଉ ପ୍ରତିଉତ୍ତରରେ ହରିପ୍ରିୟା ଫେକ ଆଇଡ଼ିରେ କହିଥିଲେ କି ରାହୁଲ ନିଜେ ଯାଇ ନମ୍ବର ଡରି ତାଙ୍କ ପ୍ରୋପ୍ପଜ କରନ୍ତୁ ବୋଲି, ଆଉ ରାହୁଲ କହିଥିଲେ କି ତାଙ୍କୁ ବହୁତ ଡର ଲାଗୁଛି ବୋଲି, ଆଉ ପରେ ହରିପ୍ରିୟା ନିଜେ ଫେକ ଆଇଡି ବୋଲି କହିଥିଲେ , ଆଉ ତା ପରେ ରାହୁଲ ଯାଇ ହରିପ୍ରିୟାଙ୍କୁ ପ୍ରପୋଜ ମଧ୍ୟ କରିଥିଲେ, ଆଉ ହାରିପ୍ରିୟା କିନ୍ତୁ ତାଙ୍କ ପ୍ରେମକୁ ମନା କରିଥିଲେ କିଛି କଥା ରେ ସେ ରାଜି ହେଇନଥିଲେ କିନ୍ତୁ ତାଙ୍କର ମନ ଭିତରେ ରାହୁଲଙ୍କ ପାଇଁ ଭଲ ପାଇବା ଥିଲା ଆଉ ସେଇଥି ପାଇଁ ରାହୁଲଙ୍କର ମନ କଥା ଜାଣିବା ପାଇଁ ଫେକ ଆଇଡ଼ିରେ କଥା ହେଉଥିଲେ |

ଆଉ ପରେ ହରିପ୍ରିୟା ତାଙ୍କୁ ଭଲ ପାଆ ନ୍ତି ବୋଲି ହଁ କହିଥିଲେ ଆଉ ତାଙ୍କ ଭଲ ପାଇବାକୁ ଗ୍ରହଣ କରିବା ସହିତ , ଘରୁ ପୋଳେଇଯାଇ ପୁରୀରେ ଗୋଟିଏ ମନ୍ଦିରରେ ବିବାହ କରିଥିଲେ | ଏହି ପରି ଭାବରେ ତାଙ୍କର ପ୍ରେମ କାହାଣୀକୁ ସେ ମିଡ଼ିଆ ଆଗରେ ପ୍ରକାଶ କରିଥିଲେ, ଯାହା ସୋସିଆଲ ମିଡ଼ିଆ ରେ ବହୁତ ପରିମାଣରେ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment