Odisha News Portal

ଦେଖନ୍ତୁ ଏହି ଛାତିଥରା ଘଟଣା କୁ ! ଦନ୍ତା ହାତୀ ଚାଷୀଙ୍କୁ ନିଜ ପାଦରେ ଦଳିଦେଲା , ତା ପରେ ସେହି ଚାଷିର ଅବସ୍ଥା ଏମିତି ହେଲା……

0 7

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କଥା ବିଷୟରେ କହିବୁ ଯାହା ଶୁଣି କରି ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ତେବେ କଥାଟି ହେଉଛି ଜଣେ ଚାଷୀଙ୍କର କଥା , କାହିଁକିନା ଏମିତି କିଛି ଘଟଣା ଘଟିଛି ଯେଉଁଥିରେ ଜଣେ ଚାଷୀ ତାଙ୍କର ପ୍ରାଣ ହରାଇଛନ୍ତି । ଆପଣ ମାନେ ତ ଜାଣନ୍ତି ଚାଷୀ ହେଉଥଛି ଆମ ଦେଶର ଏକ ଅମୂଲ୍ୟ ସଂପଦ ଅଟେ । ସେମାନଙ୍କ ପାଇଁ ମନୁଷ୍ୟ ଜୀବିତ ହୋଇ ରହିଛି । ସେମାନେ ଯଦି ଅମଳ ନକରି ଆମ ମାନଙ୍କୁ ଦେବେ ନାହିଁ ତେବେ ଆମେ ମାନେ କଣ ଖାଇବା ତାହା କହିପାରିବା ନାହିଁ ।

ସେଥିପାଇଁ ତ କୁହାଯାଇଛି କି ଜୟ ଜବାନ ଏବଂ ଜୟ କିଷାନ । ତେବେ ଏପରି କିଛି ଘଟଣା ପାଇଁ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି ଯାହା ଶୁଣିବା ପରେ ସମସ୍ତେ ଶୋକାକୁଳ ହୋଇ ଯାଇଛନ୍ତି । ତେବେ କଣ ରହିଛି ସଂପୂର୍ଣ୍ଣ ଘଟଣାଟି ଆସନ୍ତୁ ଜାଣିବା ।


ଦନ୍ତା ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି , ଏହି ଘଟଣାଟି ଢେଙ୍କାନାଳ ଜିଲ୍ଲା ସରକିରାଇ ଅନ୍ତର୍ଗତ ମୁଗପଡା ଗ୍ରାମରେ । ମିଲିଥିବା ସୂଚନା ଅନୁଯାୟୀ ଗ୍ରାମର 25 ବର୍ଷିୟ ରବିନାରାୟଣ ନାମକ ଜଣେ ବ୍ୟକ୍ତି ଶୁକ୍ରବାର ଦିନ ରାତିରେ ଧାନବିଲରୁ ଫେରୁଥିବା ସମୟରେ ଗୋଟିଏ ଦନ୍ତା ହାବୁଡରେ ପଡିଯାଇଥିଲେ ।

ଫଳରେ ଦନ୍ତା ଆକ୍ରମଣରେ ରବି ନାରାୟଣଙ୍କର ମୃତ୍ୟୁ ହୋଇଛି ବୋଲି ଢେଙ୍କାନାଳ ଡିଏଫ ସୂଚନା ପ୍ରଦାନ କରିଛନ୍ତି । ଫଳରେ ଏହି ଖବର ଶୁଣି ତାପରେ ବନ ଅଧିକାରୀ ସେଠାରେ ପହଞ୍ଚି ମୃତଦେହ ଉଦ୍ଧାର କରି ତାହାର ତନାଖନା କରୁଛନ୍ତି । ଏହା ପରେ ଗ୍ରାମର ଲୋକମାନେ ଏହି କଥା ଶୁଣିବା ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।


ଆମେ ଆପଣ ମାନଙ୍କୁ କହିଦେଉଛୁ କି ଆପଣ ମାନେ କେବେବି କୌଣସି ପଶୁକୁ ସାମାନ୍ୟ ମନେ କରିବେ ନାହିଁ କାହିଁକିନା ସେହି ସାମାନ୍ୟ ଜୀବ ଦ୍ୱାରା ମଧ୍ୟ ଆପଣଙ୍କର ପ୍ରାଣ ଚାଲିଯାଇପାରେ । ଏହା ସହିତ ଆପଣ ମାନେ ଯେତେବେଳେ କୌଣସି କାମ ଯେପରି ବିଲକୁ କୌଣସି ଚାଷ କରିଛନ୍ତି ତାହାକୁ ଦେଖିବା ପାଇଁ ଯାଉଛନ୍ତି ତେବେ ସର୍ବଦା ନିଜକୁ କିପରି ସୁରକ୍ଷିତ ରଖିବେ ସେହି ଜିନିଷ ସହିତ ବିଲକୁ ଯାଆନ୍ତୁ । କାରଣ କେତେବେଳେ କଣ ଘଟିବ ତାହା କେହି କହିପାରିବ ନାହିଁ ।

କାରଣ ଦନ୍ତା ମାନେ ବିଶେଷ କରି ଚାଷ ଜମି ମଧ୍ୟରେ ବୁଲୁଥାନ୍ତି କି ରହିଥାନ୍ତି ଏହା ସହିତ ଅନ୍ୟ କେହି ପଶୁ ମାନେ ମଧ୍ୟ ସେହିଠାରେ ରହିଥାନ୍ତି ତେବେ ନିଜକୁ ସେମାନଙ୍କ ପାଖରୁ କିପରି ରକ୍ଷା କରିବେ ତାହା ଭାବି କରି ପ୍ରଥମେ ଯାଆନ୍ତୁ କାରଣ ଆପଣ ସୁରକ୍ଷିତ ରହିଲେ ଆପଣଙ୍କର ଚାଷ ମଧ୍ୟ ସୁରକ୍ଷିତ ରହିବ । ତେଣୁ ସର୍ବଦା ଧ୍ୟାନ ଦେଇ କରି ଯାଆନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।