Odisha News Portal

ପୁରୁଷ ଏବଂ ନାରୀ ହାତରେ ରହିଛି କି M ଚିହ୍ନ ତାହେଲେ ଜାଣନ୍ତୁ ଭୟଙ୍କର କଥା…ଜାଣିନଥିଲେ ଜାଣିରଖନ୍ତୁ

ଯଦି ଆପଣ ମାନଙ୍କ ହାତରେ ରହିଛି ଏହି M ଚିହ୍ନ ତାହେଲେ ଆପଣ ମାନଙ୍କୁ ବହୁତ ହିଁ ଭାଗ୍ୟବାନ ବୋଲି କୁହାଯାଏ । ମନୁଷ୍ୟର ପାପୁଲିରେ ଥିବା ରେଖା ମାନ କହିଥାଏ ମନୁଷ୍ୟର ଭାଗ୍ୟ ଏବଂ ଭବିଷ୍ୟତ ରେଖା ମାନଙ୍କ ଦ୍ୱାରା ରହିଅଛି । ଏହା କିଛି ଶୁଭ ଫଳ ଦେଇଥାଏ ତ କିଛି ଅଶୁଭ ପଲ ଦେଇଥାଏ । ହାତ ଦେଖି ଜ୍ୟୋତିଷ ମାନେ ଗଣନା କରିଥାନ୍ତି ଯେମିତିକି ନାରୀ ମାନଙ୍କର ବାମ ହସ୍ତ ଏବଂ ପୁରୁଷ ମାନଙ୍କର ଡାହାଣ ହସ୍ତ ଦେଖାଯାଏ । ତେବେ ବିଶ୍ୱାସ ରହିଚି କି ଇଂରାଜୀ ଅକ୍ଷର ଏମ ସଦୃଶ ରେଖା ଆପଣ ମାନଙ୍କର ହାତରେ ରହିଛି ସେମାନଙ୍କର ଜୀବନ ପଥକୁ ଗୋଟିଏ ଅଦୃଶ୍ୟ ଶକ୍ତି ସଦାସର୍ବଦା ମାର୍ଗ ପ୍ରଦାନ କରିଥାଏ ।

ସମସ୍ତ ପ୍ରକାର ବାଧା ବିଶ୍ନରୁ ରକ୍ଷା କରିଥାଏ ଏବଂ ସମସ୍ତ ଅସୁବିଧାକୁ ମଧ୍ୟ ଦୂର କରିଥାଏ । ଆଜି ଆମେ ଆପଣ ମାନଙ୍କୁ କହିବୁ କି ହାତ ପାପୁଲିରେ ଇଂରାଜୀ ଅକ୍ଷର ଏମ ସଦୃଶ ରେଖା ରହିଥିବା ବ୍ୟକ୍ତି ମାନଙ୍କର ସଦୃଶ ଏବଂ ଭବିଷ୍ୟତ ବିଷୟରେ । ତେବେ ାସନ୍ତୁ ଜାଣିବା ସେହି କଥା ବିଷୟରେ ।

1–ଏହି ରେଖା ଥିବା ବ୍ୟକ୍ତି ସାରା ଜୀବନରେ ବହୁତ ହିଁ ସୁଖୀ ରହିଥାନ୍ତି ଏହା ସହିତ ବହୁତ ହିଁ ଭାଗ୍ୟଶାଳୀ ମଧ୍ୟ ହୋଇଥାନ୍ତି । ସମସ୍ତ ପ୍ରକାରର ଦୁଃଖ ଏବଂ ବେଦନା ଏମାନଙ୍କ ଠାରୁ ଦୂରେଇ ରହିଥାଏ । ଏହି ବ୍ୟକ୍ତି ବିଶେ। ମାନେ ନିଜ ଜୀବନକୁ ଖୁବ ଆନନ୍ଦର ସହ ଉପଭୋଗ କରିଥାନ୍ତି । ଏହି ରେଖା ସମସ୍ତଙ୍କ ହାତରେ ରହିନଥାଏ କ୍ୱଚିତ ଲୋକମାନଙ୍କ ହାତରେ ଦେଖା ଦେଇଥାଏ । କିଛି ଲୋକମାନଙ୍କ ମଧ୍ୟରେ ଏହି ରେଖା ସଂପୂର୍ଣ୍ଣ ମଧ୍ୟ ହୋଇନଥାଏ ।

2–ଯେଉଁ ବ୍ୟକ୍ତି ମାନଙ୍କର ହାତ ପାପୁଲିରେ ଏହି ଚିହ୍ନ ରହିଥାଏ ସେହି ବ୍ୟକ୍ତି ମାନେ ଭବିଷ୍ୟତକୁ ନେଇ ବହୁତ ସଜାଗ ରହିଥାନ୍ତି . । ଏହି କାରଣକୁ ସେମାନଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସପଳତା ପାଇବାର ସମ୍ଭାବନା ଅଧିକ ରହିଥାଏ ।


3--ଏହି ବ୍ୟକ୍ତି ମାନେ ଉଚ୍ଚ ଆସାବାଦୀ ହୋଇଥାନ୍ତି ଏବଂ ଏମାନେ ବଡ ରାଜନୈତିକ ପଦବୀ ମଧ୍ୟ ହାସଲ କରିଥାନ୍ତି ।

4–ଏହି ଚିହ୍ନ ଥିବା ବ୍ୟକ୍ତି ମାନଙ୍କର କଳ୍ପନା ଶକ୍ତି ବହୁତ ଭଲ ହୋଇଥାଏ , ଏହା ସହିତ ଏମାନଙ୍କର ବିଶେଷ ସ୍ତର କ୍ଷେତ୍ରରେ ସୁନାମ ଅର୍ଜନ କରିଥାନ୍ତି ।


5–ପାପୁଲିରେ ଏହି ଚିହ୍ନ ଥିବା ବ୍ୟକ୍ତି ମାନଙ୍କର ପ୍ରେମ ବିବାହ କରିବାର ସମ୍ଭାବନା ଅଧିକ ରହିଥାଏ ଏହା ସହିତ ଦୁଅ ଜଣକ ମଧ୍ୟରେ ସଂପର୍କ ମଧ୍ୟ ବହୁତ ଭଲ କରି ଗଢି ଉଠିଥାଏ । ଏହା ସହିତ ବୈବାହିକ ଜୀବନରେ ସର୍ବଦା ସୁଖ ଶାନ୍ତି ଲାଗି ରହିଥାଏ ।

6–ଏହି ବ୍ୟକ୍ତି ମାନେ କୌଣସି ପ୍ରକାରର ପରିବର୍ତ୍ତନରେ ବିଚଳିତ ହୋଇନଥାନ୍ତି । ଏମାନେ ଜୀବନରେ ଆସୁଥିବା ପ୍ରତ୍ୟେକ ସମସ୍ୟାକୁ ସହଜରେ ସ୍ୱୀକାର କରିଥାନ୍ତି । ଏହା ସହିତ ସେହି ସମସ୍ୟାକୁ ସାମ୍ନା କରିବାରେ ମଧ୍ୟ ବହୁତ ସଫଳ ହୋଇଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।