Odisha News Portal

କେଉଁ ସମୟରେ କରିବେ ହସ୍ତମୈଥୁନ , ଜାଣନ୍ତୁ କେଉଁ ସମୟରେ କେତେ ଲାଭ ଏବଂ କ୍ଷତି ହୋଇଥାଏ ? ପ୍ରତ୍ୟେକ ପୁରୁଷ ଙ୍କୁ ଧ୍ୟାନ୍ନ ରଖିବା ଦରକାର …..

0 4

ଆଜି ଆମେ ଜାଣିବା ଅତ୍ୟଧିକ ମୈଥୁନ ବିଷୟରେ । ମୈଥୁନ କାହାର ଆବଶ୍ୟକତା ନାହିଁ, ଯେମିତିକି ମନୁଷ୍ୟର ଆହାର, ନିଦ୍ରା, ମୈଥୁନ ଏବଂ ଭୟ ଏହି ଚାରୋଟି ଜିନିଷ ପ୍ରତ୍ୟେକ ଲୋକଙ୍କ ଠାରେ ଦେଖିବାକୁ ମିଳେ । ଜୀବନ ଅଛି ମାନେ ପ୍ରତ୍ୟେକ ମନୁଷ୍ୟର ମୈଥୁନ ପ୍ରତି ଆଗ୍ରହ ରହିଛି । ଜୀବନରେ ଯେମିତି ଖାଦ୍ୟ, ବସ୍ତ୍ର , ବାସଗୃହର ଆବଶ୍ୟକତା ରହିଛି ଠିକ୍ ସେହପରି ହସ୍ତ ମୈଥୁନର ଆବଶ୍ୟକତା ମଧ୍ୟ ରହିଛି ।

କିନ୍ତୁ ସବୁବେଳେ ଏହାକୁ ନିଜ ନିୟନ୍ତ୍ରଣର ଭିତରେ ରଖିବା ଦରକାର । ଠିକ୍ ସମୟରେ ଖାଇବା , ଶୋଇବା ଭଳି ଯଦି ଠିକ୍ ସମୟରେ ବା ଯୈବନ ସମୟରେ ଯଦି ମୈଥୁନ ନକରିବେ ତାହେଲେ ସେ ମଧ୍ୟ ଆପଣଙ୍କୁ ଶାରିରୀକ ଏବଂ ମାନସିକ ସ୍ତରରେ ସୁସ୍ଥ ରଖି ପାରିବ ନାହିଁ ।


କାରଣ ସମାଜ ଭିତରେ ଅଛନ୍ତି ବା ଯୌବନ ଅଛି ମାନେ ଶରୀରକୁ ଉପଭୋଗ କରନ୍ତୁ , ଉତ୍ସାହ ଆଣନ୍ତୁ ଏବଂ ମନରେ କର୍ମ ପ୍ରରଣା ଆଣନ୍ତୁ । ଅନେକ ଗବେଷଣା ପରେ ଏହା ମଧ୍ୟ ପରୀକ୍ଷା କରା ଯାଇଛି ଯେ ଶାରିରୀକ ସୁସ୍ଥ ରହିବା ପାଇଁ ବା ମାନସିକ ଏବଂ ଶାରିରୀକ ଫିଟ୍ ଯୌନ ସଂପର୍କ ରଖିବା ମଧ୍ୟ ନିହାତି ଜରୁରି । ସୁସ୍ଥ ଜୀବନଯାପନ ପାଇଁ ଅନ୍ୟାନ୍ୟ ବିଜ୍ଞାନ ଅପେକ୍ଷା ଆୟୁର୍ବେଦରେ ଭଲ ମେଡିସିନ୍ ରହିଛି ଏବଂ ତାହାର ସାଇଡ୍ ଇଫେକ୍ଟ ମଧ୍ୟ କିଛି ନାହିଁ । ଆମେ କହିବା ଯେ ଅତ୍ୟଧିକ ମୈଥୁନ କଣ । ତେବେ ମୈଥୁନ ତ ମୈଥୁନ ପୁଣି ଅତ୍ୟଧିକ ମୈଥୁନ କଣ ।


ତେବେ ମାତ୍ରାଧିକ ମୈଥୁନଙ୍କୁ ଅତ୍ୟଧିକ ମୈଥୁନ କୁହାଯାଏ । ତେବେ ଶରୀର ପାଇଁ ଯେତିକି ଆବଶ୍ୟକ ତାଠାରୁ ଅଧିକ ହେଲେ କଣ ହୁଏ ଚାଲନ୍ତୁ ଜାଣିବା । ଭଲ ଜିନିଷ ବା ଖାଦ୍ୟ ପ୍ରତି ସମସ୍ତଙ୍କର ଆଗ୍ରହ ରହିଥାଏ କିନ୍ତୁ ଯଦି ମାତ୍ରାଧିକ ହୋଇଯାଏ ତେବେ ଅନେକ ରୋଗ ସୃଷ୍ଟି ହେବ । ଠିକ୍ ସେହିପରି ପାଣି ଅଧିକ ପିଇଲେ କ୍ଷତିକାରକ ତେଣୁ ଅତ୍ୟଧିକ ଜିନିଷ ସବୁବେଳେ କ୍ଷତି କାରକ ।

ମୈଥୁନ କରିବା ଆମେ ପ୍ଲେଜର ନେବା ଖୁସି ଅନୁଭବ କରିବା ସମ୍ଭୋଗରେ ସବୁବେଳେ ଖୁସି ଅନୁଭବ କରିବାର ଅଛି । କିନ୍ତୁ ଭଲ ଲାଗିବା ଜିନିଷଟି ସବୁବେଳେ ଅଭ୍ୟାସରେ କରି ଅଧିକ ପରିମାଣରେ ନେଲେ ତାହା ହସ୍ତ ମୈଥୁନ ହୋଇପାରେ ବା ସ୍ବଭାବିକ ସଂମ୍ଭୋଗ ଅଧିକ ମାତ୍ରାରେ କରନ୍ତି ତାହା ଗୋଟିଏ କୁପ୍ରଭାବ ଶରୀରକୁ ପକାଇବ ।

ତେଣୁ ଯେଉଁମାନେୋ କିଶୋର ଅଛନ୍ତି ସେମାନେ ସବୁବେଳେ ନିଜକୁ ନିୟନ୍ତ୍ରଣ ରେ ରଖନ୍ତୁ । କାହିଁକି ନାଁ ଏହି ସମୟରେ ପୁରୁଷର ଧାତୁ ତିଆରିର ସମୟ ଆଉ ଯଦି ଏହାକୁ ଆପଣ ଅବାଟରେ ଲଗେଇବେ ତାହେଲେ ବୈବାହିକ ଜୀବନରେ ତାହା ଅନେକ କୁପ୍ରଭାବ ପକାଇବ । କିନ୍ତୁ ଆଜିର ପିଲାମାନେ ଅତ୍ୟଧିକ ମାତ୍ରାରେ ହସ୍ତମୈଥୁନ କରୁଛନ୍ତି ଫଳରେ ଶାନ୍ତି ଆସୁଛି , ସୁଖ ତଥା ଭଲ ଲାଗୁଛି ମୈଥୁନ କରିବା ପାଇଂ କିନ୍ତୁ ଏହାର ପଳ ସ୍ବରୂପ ଶରୀରକ୍ଷଣ ହେବ , ଅତ୍ୟଧିକ ସ୍ମୃତିନାଶ ହେବ । ଅତ୍ୟଧିକ ଧାତୁକ୍ଷୟ ହେଲେ ସ୍ମୃତିନାଶ ହେବ ଏବଂ ପରବର୍ତ୍ତି ସମୟରେ ଆପଣଙ୍କର ଅଧ୍ୟୟନରେ ମନ ଲାଗିବ ନାହିଁ, ଚିଡଚିଡା ପଣ ତଥା ଥକାପଣ ଆସିବ । ଆଉ ବୈବାହିକ ଜୀବନରେ ଅନେକ ସମସ୍ୟା ଆସିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।