Odisha News Portal

ହେ ଭଗବାନ ! ଦୁଇଟି ବିବାହିତ ଝିଅର ମାଆ ହୋଇ ପ୍ରେମିକ ସହ ଫେରାର ହେଲା ଆଈ , ପରେ ଅଜା ଏହାକୁ ସର୍ଯ୍ୟ ନକରିପାରି କରିଦେଲେ ଆତ୍ମହତ୍ୟା ! ଭି଼ଡ଼ିଓ ଭାଇରାଲ….

0 11

ସମାଜରେ କିଛି ଏମିତି ସବୁ ଘଟମା ଆମ ମାନଙ୍କ ସାମ୍ନାକୁ ଆସୁଛି , ଯାହା ସମାଜକୁ କଳଙ୍କିତ କରିବା ପାଇଁ ପଛଘୁଞ୍ଚା ଦେଉନାହିଁ । ଆଜିର ଯୁବପିଢି ମାନେ ଅନେକ ପ୍ରକାର ଭୁଲ କରୁଛନ୍ତି , ଯୌନ ଲାଳସା ପାଇଁ ସେମାନେ ପର ପୁରୁଷ ଏବଂ ପର ନାରୀ ସହିତ ସଂପର୍କ ରଖିବା ପାିଁ ମଧ୍ୟ ପଛଉ ନାହାନ୍ତି । ତେବେ ଏପରି କାମ ସମାଜ ପ୍ରତି କଣ ପ୍ରଭାବ ପକେଇବ ସେଥିରେ ସେମାନଙ୍କର କିଛି ଫରକ ପଡେ ନାହିଁ ସେମାନେ କିପରି ନିଜର ଯୌନ ଲାଳସା ମେଣ୍ଟାଇବେ ସେ ନେଇ ସବୁ କଥା ଭୁଲିଯାଆନ୍ତି ।

ଆଜିର ସମାଜରେ ତ ଶଶୁର ବୋହୂ, ମାଇଁ ଭଣଜା, ବାପ ଝିଅ, ଗୋଟିଏ ବିବାହିତା ପୁରୁଷ ଅନ୍ୟ ଏକ ନାରୀ ସହ ସମ୍ପର୍କ ରଖୁଛନ୍ତି ତ ନାରୀ ମାନେ ମଧ୍ୟ ସେହିପରି କରୁଛନ୍ତି । ଆଜି ର ଏହି ଶିକ୍ଷିତ ଓ ସଭ୍ୟ ସମାଜର ଲୋକମାନେ ଏହି ଭଳି କାର୍ଯ୍ୟ କରୁଛନ୍ତି ,ଏହା ସତରେ ଅତି ଲଜ୍ୟାଜନକ ଘଟଣା।

ତେବେ ଆପଣ ମାନେ ଶୁଣିବାକୁ ପାଇ ଥିବେ କି ଅଧିକ ବୟସ ର ସ୍ତ୍ରୀ ମାନେ କମ ବୟସ ର ପୁରୁଷ ସହ ଘରୁ ପଳାଇ ଯାଉଛନ୍ତି। ତେବେ ଯଦି ଏହି ଭଳି ଘଟଣା ଆଗକୁ ଘଟିବ, ତାହାଲେ ଆଗାମୀ ପିଢ଼ି ଉପରେ ଖରାପ ପ୍ରଭାବ ପକାଇବ। ଆମେ ଆପଣ ମାନଙ୍କୁ ଆଜି ଏମିତି ଏକ ଘଟଣା ସଂପର୍କରେ କହିବୁ , ଯେଉଁଥିରେ ଯୁବ ପିଢି କଣ 50 ବର୍ଷୀୟ ଯୁବତୀ ମଧ୍ୟ ନିଜ ପ୍ରେମିକ ସହ ଫେରାର ହେବା ପାଇଁ ପଛଉ ନାହିଁ । ତେବେ ଆସନ୍ତୁ ଜାଣିବା ସେ ଘଟଣା ବିଷୟରେ ।

ସୋସିଆଲ ମିଡିଆରେ ଏକ ଖୋର୍ଦ୍ଧା ଜିଲ୍ଲା ର ଟାଙ୍ଗିଆ ଥାନା ଅନ୍ତର୍ଗତ ଏକ ଗ୍ରାମ ରେ ଏକ ଏପରି ଘଟଣା ଘଟିଛି ୟେଉଁଥିରେ ଏକ 50 ବର୍ସିୟ ମହିଳା 30 ବର୍ଷ ର ପୁରୁଷ ସହ ପ୍ରେମ ସଂପର୍କ ରଖି ତା ସହ ଫେରାର ହୋଇ ଯାଇଛି । ସେହି ମହିଲାର ଦୁଇ ଜିଅ ଅଛନ୍ତି ସେମାନେ ବିବାହ କରିସାରିଛନ୍ତି ଏବଂ ସେହି ଦୁଇ ଝିଅର ପୁଅ , ଝିଅ ମାନେ ମଧ୍ୟ ରହିଛନ୍ତି ।

ତେବେ ଆଈ ହୋଇ ଏବେକା ସମୟରେ ନିଜର ପ୍ରେମିକ ସହ ଫେରାର ହୋଇଯାଉଛି ଏହାଠୁ ବଳି ଲଜ୍ଜ୍ୟାଜନକ କଥା ଆଉ ସମାଜରେ କଣ ହେବ । ତେବେ ସ୍ତ୍ରୀର ଏପରି ଏକ ଘଟଣା ପୁଣି ତାର ସ୍ୱାମୀ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ମରିବା ପରେ ତାଙ୍କ ପକେଟରୁ ଏକ ଚିଠି ବାହାରିଛି ଆଉ ସେଥିରେ ଲେଖାଯାଇଛି କି ତାଙ୍କ ମୁର୍ତ୍ୟୁ ପାଇଁ ତାଙ୍କ ସ୍ତ୍ରୀ ପୋଳାଇ ଯିବା ଦାୟୀ । ତେବେ ଏପରି ଏକ ଘଟଣା ଶୁଣି ଝିଅ ନାତି ନାତୁଣୀ ମାନେ ଏଥି ପାଇଁ ବହୁତ ଦୁଃଖିତ ଅଛନ୍ତି ,ଝିଅ ମାନେ ସବୁ କାନ୍ଦୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।