Odisha News Portal

ହେ ଭଗବାନ ! ଘରୁ ଫେରାର ହୋଇ ଏହି ଦୁଇ ଭଉଣୀ ପରସ୍ପରକୁ କରିନେଲେ ବିବାହ ! ବିଶ୍ବାସ ନହେଲେ ବି ସତ୍ୟ ଘଟଣା ! ଆପଣ ଙ୍କ ମତରେ କଣ ଏହି ବିବାହ କୁ ସମାଜ ଗ୍ରହଣ କରିବ ?

0 70

ଆଜି ଆମେ ଆପଣ ମାନଙ୍କୁ ଏପରି ଏକ କଥା ବିଷୟରେ କହିବୁ ଯାହା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । କାରଣ ଏପରି ଘଟଣା ଆପଣ ମାନେ ହୁଏତ ଥରେ ଶୁଣିଥିବେ କାରଣ ଏପରି ଘଟଣା ଥରେ ଆମ ମାନଙ୍କ ସାମ୍ନାକୁ ଆସିଥିଲା । ତେବେ ଆପଣ ମାନେ ତ ବିବାହ କରିଛନ୍ତି ଏବଂ ବିବାହ ହେଉଛି ଏକ ପବିତ୍ର ବନ୍ଧନ । ଏହି ବନ୍ଧନରେ ଜଣେ ନାରୀ ଏବଂ ପୁରୁଷ ଯୋଡି ହୋଇଯାଆନ୍ତି । କେତେକ ଲୋକମାନେ ପରସ୍ପର ଭଲ ପାଇକରି ଅର୍ଥାତ ଲଭ ମ୍ୟାରେଜ କରିଥାନ୍ତି ତ ଅନ୍ୟ କେତେକ ଲୋକମାନେ ଅରେଞ୍ଜ ମ୍ୟାରେଜ କରିଥାନ୍ତି ।

ତେବେ ଭଲପାଇବା କେତେବେଳେ କାହା ସହ ହୋଇଯିବ ତାହା କେହି କହିପାରେ ନାହିଁ ଭଲ ପାଇବା ଜାତି , ଧର୍ମ , ବର୍ଣ୍ଣ ଆଦି କିଛି ବାଛ ବିଚାର କରେନାହିଁ । ମନକୁ ଯିଏ ଭଲ ଲାଗିଲା ତାହାକୁ ଆମେ ମାନେ ଭଲପାଉ ମାତ୍ର ତାହା ପରେ କଣ ହେବ ସେ ବିଷୟରେ ଆମ ମାନଙ୍କର ଜ୍ଞାନ ନଥାଏ ।

ତେବେ ଆପଣ ମାନେ ତେ କେତେ ବିବାହ ଦେଖିଛନ୍ତି କି କିଏ ପୁଅ ଝିଅକୁ ନେଇ ଫେରାର ହୋଇଯାଇଛି କି ଲୁଚେଇ ସେମାନେ ବିବାହ କରିଛନ୍ତି । ମାତ୍ର କେବେ ଶୁଣିଛନ୍ତି କି ଝିଅ ଝିଅ ବିବାହ କରିବାର କଥା ଅର୍ଥାତ ଦୁଇ ସମଲିଙ୍ଗି ବ୍ୟକ୍ତି ବିବାହ କରିବାର କଥା । ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି ଏକ କଥା ବିଷୟରେ କହିବୁ । ଯେଉଁଠାରେ ଦେଖିବାକୁ ମିଳିଛି କି ଦୁଇ ସମଲିଙ୍ଗୀ ପରସ୍ପରକୁ ବିବାହ କରିଛନ୍ତି ।

ଆମେ ଆପଣ ମାନଙ୍କୁ ଯେଉଁ କଥା ସଂପର୍କରେ କହୁଛି ତାହା ହେଉଥି ଭାଡଖଣ୍ଟ ର ରଜଧାନୀ ରାଞ୍ଚିର ଠାରୁ ପ୍ରାୟ 160 କିଲୋମିଟର ଦୂରରେ ଥିବା କୋଡର୍ମା ଜିଲ୍ଲାର କଥା ।

ଯେଉଁଠାରେ ସମଲିଙ୍ଗୀ ଦମ୍ପତି ବିବାହ କରିଥିଲେ , ସଂପର୍କରେ ସେମାନେ ଭଉଣୀ ଥିଲେ ଏବଂ ପାଞ୍ଚ ବର୍ଷ ଧରି ପରସ୍ପରକୁ ଭଲ ପାଉଥିଲେ ଯାହା ପଳରେ କି 8 ନଭେମ୍ବର 2020 ରେ ଏହି ଦମ୍ପତି କୋଡେର୍ମା ର ଝୁମରୀ ତାଲୈୟା ସ୍ଥିତ ଏକ ଶିବ ମନ୍ଦିରରେ ବିବାହ କରିଥିଲେ ।ଉଭୟ ଝିଅ ଝୁମରୀ ତାଲୈୟା ର ବାସିନ୍ଦା , ଜଣେ ମହିଳା 24 ବର୍ଷ ଏବଂ ଅନ୍ୟଟି 20 ବର୍ଷ ବୟସ , ଜଣେ ସ୍ନାତକୋତ୍ତର ପର୍ଯ୍ୟନ୍ତ ଅଧ୍ୟୟନ କରିଛନ୍ତି, ଅନ୍ୟଟି +2 ଅଧ୍ୟୟନ ସମାପ୍ତ କରିଛନ୍ତି ।

ଦମ୍ପତି କହିଛନ୍ତି ଯେ ସମଲିଙ୍ଗୀ ସମ୍ପର୍କ ବର୍ତ୍ତମାନ ଆଇନଗତ ଭାବରେ ବୈଧ ଅଟେ । ଦମ୍ପତି କହିଛନ୍ତି ଯେ ନ୍ୟୁୟର୍କରେ ରହୁଥିବା ଅଞ୍ଜଳି ଚକ୍ରବର୍ତ୍ତୀ ଏବଂ ସୁଫି ଚପଲଙ୍କ ସମ୍ପର୍କ ତାଙ୍କୁ ପ୍ରଭାବିତ କରିଛି ।

ଏହା ସହିତ ସେମାନେ କହିଛନ୍ତି କି ଯେତେ କଷ୍ଟ ଆସୁ, ସେମାନେ ସର୍ବଦା ପରସ୍ପର ସହିତ ରହିବେ । ସେ ଏହା ମଧ୍ୟ କହିଛନ୍ତି ଯେ ଲେସବିୟାନ୍ ଦମ୍ପତି କହିବାରେ ସେ କୌଣସି ପ୍ରକାରର ଲଜ୍ଜା ଅନୁଭବ କରନ୍ତି ନାହିଁ ।

post inspire from —www.amarujala.com/

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।