Odisha News Portal

ହେ ଭଗବାନ ! ପୁଣି ଆସିଛି ଲଜ୍ୟାଜନକ ଘଟଣା , ଦଶମ ଶ୍ରେଣୀର ଛାତ୍ରୀ ହେଲେ ହାତରେ ଅଛି 6 ମାସର ଛୁଆ ! ପିଲାର ଅସଲି ପିତା କିଏ ଜାଣିଲେ ଆଶ୍ଚର୍ଯ୍ୟ ହେବେ…….

ଆଜି ଆମେ ଆପଣଙ୍କୁ ସମାଜରେ ହେଉଥିବା ଏମିତି ଏକ ଘଟଣା ବିଷୟରେ କହିବୁ ୟେଉଁ ଘଟମାରେ ବଳି ପଡିଛି ଜମେ ନାବାଳିକା ଝିଅ ଟି ଏବଂ ତା ସହିତ ଛଅ ମାସର ପିଲାଟିଏ ମଧ୍ୟ । ଦଶମ ଶ୍ରେଣୀର ଛାତ୍ରୀ ଦୁନିଆକୁ ଭଲ ଭାବରେ ଚିହ୍ନିନି , ମାତ୍ର ହାତରେ ରହିଛି ଛଅ ମାସର ଛୁଆଟିଏ । ନିଜେ ଧୂଳି ଖେଳ ଛାଡିନି ହେଲେ ତା ପୂର୍ବରୁ ଶିଶୁ କନ୍ୟାର ମା ପାଲଟିଛି ଏହି ନାବାଳିକା ଜଣକ । ଏହି କଥାଟି ହେଉଛି ସୁନ୍ଦରଗଡ ଜିଲ୍ଲା ଶବଡେଗା ବ୍ଲକରୁ । ସେହି ନାବାଳିକା ଜଣକ ଏବେ ନିଜର ପିଲାର ଖାଇବା ଯୋଗାଡ କରିବା ପାଇଁ ପର ଘରେ କାମ କରୁଛି ।

ସ୍ୱପ୍ନ ଦେଖିଥିଲା ପାଠ ପଢି ପୋଲିସ ଚାକିରୀ କରିବ , କାରଣ ଖେଳ କୁଦରେ ବହୁତ ଆଗରେ ଥିଲା ଏବଂ କ୍ରୀଡା ପ୍ରତିଯୋଗିତାର ଜିଲ୍ଲା ରାଜ୍ୟରେ ବହୁତ ପ୍ରଶଂସିତ ମଧ୍ୟ ହୋଇଥିଲା । ଠିକ ଏହି ସମୟରେ ସାମାନ୍ୟ ଗୋଡ ଖସି ପଡିଯାଇଥିଲା ଜଣେ ଯୁବକଙ୍କ ପ୍ରେମରେ ଏବଂ ସରଳତାର ଫାଇଦା ଉଠେଇ ନାବାଳିକା ଛାତ୍ରୀ ସହ ରଖିଥିଲା ଦୈହିକ ସଂପର୍କ ।

ଯାହା ପରେ ନାବାଳିକା ଜଣକ ହୋଇଥିଲେ ଗର୍ଭବତୀ । ଏହା ଶୁଣିବା ପରେ ପ୍ରେମିକ ଜଣକ ଫେରାର ହୋଇଗଲା ଏବଂ ସେହି ଧୋକାବାଜ ପ୍ରେମିକର ପିଲାର ମା ବନିଗଲା ଏହି ନାବାଳିକା ଜଣକ । ନାବାଳିକା ମଗ୍ୟରେ ଗର୍ଭବତୀ ର ଲକ୍ଷଣ ଦେଖାଗଲା ପରେ ତାର ପରିବାର ଲୋକ ତାକୁ ଶବଡେଗା ଡାକ୍ତରଖାନାକୁ ନେଇଗଲେ ।


ଶିଶୁ କନ୍ୟାକୁ ବର୍ତ୍ତମାନ 6 ମାସ ହୋଇଗଲାଣି । ଗରିବ ପରିବାରରେ ଯେଉଁଠି ଦାନା ଖଣ୍ଡେ ପାଇଁ ପ୍ରତିଦିନ ସଂଘର୍ଷ କରିବାକୁ ପଡୁଛି ସେହିଠାରେ ଏହି କଇଁଳା ଶିଶୁ ପାଇଁ ଖାଦ୍ୟ ଯୋଗାଡ କରିବ କେମିତି । ତେବେ ପାଠ ଛାଡିଥିବା ଝିଅଟି ଏବେ ପର ଘରେ କାମ କରି କିଛି ରୋଜଗାର କରୁଛି ।

ମାତ୍ର ତାହା ଯଥେଷ୍ଟ ହେଉନାହିଁ ମାଏବଂ ପିଲା ପାଇଁ । ଏ ସଂପର୍କରେ ଜାଣିବା ପରେ ନାବାଳିକାକୁ ସଂପୂର୍ଣ୍ଣ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ଜିଲ୍ଲୀ ଶିଶୁ ଅଧିକାରୀ । ଏହା ସହିତ ପେରାର ଥିବା ଦୁଶ୍କର୍ମ କାରୀ ଯୁବକ ଉପରେ କାର୍ଯ୍ୟନୁଷ୍ଟାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

ସରତାରେ ଭୁଲ କରି ବସିଥିଲେ ମଧ୍ୟ ଏବେବି ପାଠ ପଡି ପୋଲିସ ହେବାର ଆଶା ରଖିଛି ନାବାଳିକା ଶିଶୁଟି । ହେଲେ ବାସ୍ତବରେ ଏହା ସମ୍ଭବ ହେବ ସେତେବେଳେ ଯେତେବେଳେ ଏହି ସମାଜ ତାହାକୁ ମଣିଷ ପଣିଆ ଦେଖାଇବ । ସମାଜ ତାର ଦାୟିତ୍ନ ନେବ ଯଦି । କାରଣ ଭୁଲ ନକରି ମଧ୍ୟ ଭୁଲ ମଣିଷ ପରି ଶାସ୍ତି ପାଉଛି ଏହି ନାବାଳିକାଟି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।