Odisha News Portal

ଦୀର୍ଘ ଶହେବର୍ଷ ପରେ ହନୁମାନଙ୍କର କୃପା ଏହି 6 ରାଶି ଉପରେ ବର୍ଷିବାକୁ ଯାଉଛି ! ଆଜିଠାରୁ କୋଟିପତି ହେବେ …..

ଆଜି ଆମେ ଆପଣ ମାନଙ୍କୁ ଏମିତି ଛଅଟି ରାଶି ମାନଙ୍କ ବିଷୟରେ କହିବୁ , ଯେଉଁମାନଙ୍କ ଉପରେ ପ୍ରଭୁ ଶ୍ରୀ ହନୁମାନଙ୍କ କୃପା 100 ବର୍ଷ ପରେ ବର୍ଷିବାକୁ ଯାଉଛି । ତେବେ ଆପଣ ମାନେ ତ ଜାଣିଛନ୍ତି କି ହନୁମାନ ପ୍ରଭୁ ଶ୍ରୀ ରାମଙ୍କର ଭକ୍ତ ଅଟନ୍ତି ଯେଉଁଠାରେ ରାମ ନାମ ସେଇଠାରେ ହନୁମାନ । ତେବେ ପ୍ରଭୁ ହନୁମାନ ନିଜ ଭକ୍ତଙ୍କ ଉପରେ ଆସୁଥିବା ସଙ୍କଟ କୁ ହରଣ କରି ନିଅନ୍ତି । ହନୁମାନ ବ୍ରହ୍ମ ଚାରୀ ଅଟନ୍ତି ମାତ୍ର ସେ ସମସ୍ତ ଭକ୍ତଙ୍କର ଦୁଃଖକୁ ବୁଝିଥାନ୍ତି ଏବଂ ସେମାନଙ୍କର ଦୁଃଖ ଦୂର କରିଥାନ୍ତି ।

କୁହାଯାଏ କି ଏହି କଳିଯୁଗରେ ଜୀବନ୍ତ ମୂର୍ତ୍ତି ହେଉଛନ୍ତି ସ୍ୱୟଂ ହନୁମାନ ଯିଏ କି ସର୍ବଦା ଭକ୍ତ ମାନଙ୍କର ଦୁଃଖ ଦୂର କରିବା ପାଇଁ ଆଗେଇ ଆସିଥାନ୍ତି । ତେବେ ଏବେ ହନୁମାନ ଛଅଟି ରାଶି ଉପରେ ନିଜର କୃପା ବର୍ଷିବାକୁ ଯାଉଛନ୍ତି , ଯାହା ଦ୍ୱାରା ସେମାନଙ୍କର ସମସ୍ତ ଦୁଃଖ , ସମସ୍ୟା ଦୂର ହେବ ଏବଂ ସେମାନେ ସୁନ୍ଦର ଜୀବନଯାପନ କରିବେ । ତେବେ ଆସନ୍ତୁ ଜାଣିବା କଣ ଅଟେ ସେହି ଛଅଟି ରାଶି ଗୁଡିକ ।

1–ମେଷ ଏବଂ ମକର ରାଶି

ମେଷ ଏବଂ ମକର ରାଶି ଉପରେ ପ୍ରଭି ଶ୍ରୀ ହନୁମାନଙ୍କର କୃପା ଏବଂ ବର୍ଷିବାକୁ ଯାଉଚି , ଯାହା ଫଳରେ କି ଘରକୁ ଧନ ଆସିବ ଫଳରେ ସବୁ ସମସ୍ୟା ଦୂର ହୋଇଯିବ । ବ୍ୟବସାୟୀମାନେ ବିଶେଷ ଲାଭବାନ ହେବେ , ଦାମ୍ପତ୍ୟ ସୁଖ ବୃଦ୍ଧି ହେବ । ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ , ପାରିବାରିକ ଜୀବନ ସୁଖ ଓ ଶାନ୍ତିରେ କଟିବ । ଛାତ୍ର ଛାତ୍ରୀମାନେ ଶିକ୍ଷାକ୍ଷେତ୍ରରେ ସଫଳତା ଲାଭ କରିବେ ।

2–ମିଥୁନ ଏବଂ କନ୍ୟା ରାଶି

ମିଥୁନ ଏବଂ କନ୍ୟା ରାଶି ମାନଙ୍କ ଉପରେ ମଧ୍ୟ 100 ବର୍ଷ ପରେ ହନୁମାନଙ୍କ କୃପା ହେବାକୁ ଯାଉଚି । ଏହି କୃପା ଫଳରେ ଚଳିତ ସପ୍ତାହ ଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । କୌଣସି କାରଣ ନେଇ ଆପଣଙ୍କ ମନରେ ଯେଉଁ ଆଶଙ୍କା ରହିଛି ତାହା ଆଜି ଅପରାହ୍ନରେ ଦୂର ହୋଇଯିବ । କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ । ଶୁଭ ସମାଚାର ଶୁଣି ଖୁସି ହେବେ , ଆର୍ଥିକକ୍ଷେତ୍ରରେ ପରିବର୍ତ୍ତନ ଆସିବ ।

3–କୁମ୍ଭ ଏବଂ ମୀନ ରାଶି

ପ୍ରଭୁ ହନୁମାନଙ୍କ କୃପାରୁ ଏହି ରାଶିର ବ୍ୟକ୍ତି ମାନଙ୍କର ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହେବା ସଙ୍ଗେ ସଙ୍ଗେ ଆର୍ଥିକ କ୍ଷେତ୍ରରେ ମଧ୍ୟ ଉନ୍ନତି କରିବେ । ଚାକିରୀ କରୁଥିବା ବ୍ୟକ୍ତିମାନେ ନିଜ କାର୍ଯ୍ୟ ଦକ୍ଷତା ବଳରେ, ସମସ୍ୟାକୁ ସୁଧାରିବାରେ ସମର୍ଥ ହେବେ, ଯାହାଦ୍ୱାରା ସମସ୍ତଙ୍କ ପ୍ରଶଂସାର ଯୋଗ୍ୟ ହେବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।