ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ମାନେ କେବଳ ପୁସ୍ତକଗତ ଜ୍ଞାନ ଉପରେ ଗୁରୁତ୍ୱ ଦେଉଛନ୍ତି। ଫଳରେ ସେମାନେ କେଵଳ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି। କିନ୍ତୁ ବର୍ତ୍ତମାନର ପ୍ରତିଯୋଗି ଦୁନିଆରେ ସେମାନଙ୍କ ସ୍ଥାନ ପଛରେ ରହିଯାଉଛନ୍ତି କିମ୍ବା କୌଣସି ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁରେ ମଧ୍ୟ ଭଲଭାବରେ ଉତ୍ତର ଦେଇ ପାରୁନାହାନ୍ତି ଏବଂ ବିଫଳ ହେଉଛନ୍ତି। ବିଫଳ ହେବାର ଏକ ମାତ୍ର କାରଣ ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁନାହାନ୍ତି।
ତେଣୁ ଆଜିକାଲିର ଦୁନିଆରେ ଚଳିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖିବା ପାଇଁ ପଡ଼ିବ। ଆଜି ଆମେ ଆପଣଙ୍କୁ ଢଗଢମାଳି଼ ବା ପ୍ରହେଳିକା ସମ୍ପର୍କିତ କିଛି ପ୍ରଶ୍ନ ଏବଂ ତା ସହିତ ଉତ୍ତର ମଧ୍ୟ କହିବୁ ଏହି ପ୍ରଶ୍ନ ଆଗରୁ କେବେବି ଶୁଣିନଥିବେ ଯାହା ଫଳରେ ଆପଣଙ୍କର ଜ୍ଞାନ ଭଣ୍ଡାର ବୃଦ୍ଧି ପାଇବ ଏବଂ ପ୍ରତିଯୋଗିତା ପରୀକ୍ଷାରେ ମଧ୍ୟ ଆସିପାରେ। ତେବେ ଆସନ୍ତୁ ଜାଣିବା ପ୍ରହେଳିକା ସମ୍ପର୍କୀୟ ଚତୁର ପ୍ରଶ୍ନ;
(୧) ପ୍ରଶ୍ନ:- ଭାରତର ପ୍ରଥମ ମହିଳା ପ୍ରଧାନ ମନ୍ତ୍ରୀ କିଏ ଥିଲେ ?
ଉତ୍ତର: ଇନ୍ଦିରା ଗାନ୍ଧୀ।
(୨) ପ୍ରଶ୍ନ:- ଭାରତର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ କିଏ ଥିଲେ ?
ଉତ୍ତର: ସୁଚେତ୍ର କ୍ରେପଲାଣି।
(୩) ପ୍ରଶ୍ନ:- କ୍ଷେତ୍ରଫଳ ଅନୁସାରେ ଭାରତର ସବୁଠାରୁ ବଡ ରାଜ୍ୟ ର ନାମ କଣ ?
ଉତ୍ତର: ରାଜସ୍ଥାନ।
(୪) ପ୍ରଶ୍ନ:- ଭାରତର ସବୁଠାରୁ ଛୋଟ ରାଜ୍ୟର ନାମ କଣ ?
ଉତ୍ତର: ଗୋଆ।
(୫) ପ୍ରଶ୍ନ:- ଭାରତର ପ୍ରଥମ ନାଗରିକ କିଏ ?
ଉତ୍ତର: ରାଷ୍ଟ୍ରପତି।
(୬) ପ୍ରଶ୍ନ:- ଭାରତର ଦ୍ୱିତୀୟ ନାଗରିକ କିଏ ?
ଉତ୍ତର: ଉପରାଷ୍ଟ୍ରପତି।
(୭) ପ୍ରଶ୍ନ:- ଭାରତର ତୃତୀୟ ନାଗରିକ କିଏ ?
ଉତ୍ତର: ପ୍ରଧାନମନ୍ତ୍ରୀ।
(୮) ପ୍ରଶ୍ନ:- ଆମ୍ଭେମାନେ କେଉଁ ଦିନ ସ୍ୱାଧୀନତା ଦିବସ ପାଳନ କରୁ ?
ଉତ୍ତର: ଅଗଷ୍ଟ ୧୫।
(୯) ପ୍ରଶ୍ନ:- ଆମ୍ଭେମାନେ କେଉଁ ଦିନକୁ ସାଧରଣ ତନ୍ତ୍ର ଦିବସ ପାଳନ କରାଯାଏ ?
ଉତ୍ତର: ଜାନୁୟାରୀ ୨୬।
(୧୦) ପ୍ରଶ୍ନ:- ଆମ୍ଭେମାନେ କେଉଁ ଦିନକୁ ଗାନ୍ଧୀ ଜୟନ୍ତୀ ଦିବସ ରୂପେ ପାଳନ କରୁ ?
ଉତ୍ତର: ଅକ୍ଟୋବର ୨।
(୧୧) ପ୍ରଶ୍ନ:- ବର୍ତ୍ତମାନ ଭାରତରେ କେତୋଟି ରାଜ୍ୟ ଅଛି ?
ଉତ୍ତର: ୨୮।
(୧୨) ପ୍ରଶ୍ନ:- ବର୍ତ୍ତମାନ ଭାରତରେ କେତୋଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି ?
ଉତ୍ତର: ୯ ଟି।
(୧୩) ପ୍ରଶ୍ନ:- black pogoda କେଉଁ ନାମରେ ପରିଚିତ ?
ଉତ୍ତର: କୋଣାର୍କର ସୂର୍ଯ୍ୟ ମନ୍ଦିର।
(୧୪) ପ୍ରଶ୍ନ:- ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକ ଉଇକେଟ କିଏ ନେଇଛନ୍ତି ?
ଉତ୍ତର: ମୁଥୁଆ ମୁରଲୀଧରନ।
(୧୪) ପ୍ରଶ୍ନ:- କେଉଁ କ୍ରିକେଟ ଖେଳାଳି ଗୋଟିଏ ଏକ ଦିବାସୀୟ କ୍ରିକେଟ ଖେଳରେ ଦ୍ରୁତ ତମ ଶତକ ହାସଲ କରିଥିଲେ ?
ଉତ୍ତର: ଏ ବି ଡି ଭିଲିୟସ।
(୧୫) ପ୍ରଶ୍ନ:- ଭାରତର ଜାତୀୟ ଖେଳର ନାମ କଣ ?
ଉତ୍ତର: ହକି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।