Odisha News Portal

ଜ୍ଞାନ ପରୀକ୍ଷା: ଭାରତର ଜାତୀୟ ଖେଳର ନାମ କଣ ? ୯୯% ଲୋକ ଭୂଲ ଉତ୍ତର ଦେଇଛନ୍ତି

ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ମାନେ କେବଳ ପୁସ୍ତକଗତ ଜ୍ଞାନ ଉପରେ ଗୁରୁତ୍ୱ ଦେଉଛନ୍ତି। ଫଳରେ ସେମାନେ କେଵଳ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି। କିନ୍ତୁ ବର୍ତ୍ତମାନର ପ୍ରତିଯୋଗି ଦୁନିଆରେ ସେମାନଙ୍କ ସ୍ଥାନ ପଛରେ ରହିଯାଉଛନ୍ତି କିମ୍ବା କୌଣସି ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁରେ ମଧ୍ୟ ଭଲଭାବରେ ଉତ୍ତର ଦେଇ ପାରୁନାହାନ୍ତି ଏବଂ ବିଫଳ ହେଉଛନ୍ତି। ବିଫଳ ହେବାର ଏକ ମାତ୍ର କାରଣ ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁନାହାନ୍ତି।

ତେଣୁ ଆଜିକାଲିର ଦୁନିଆରେ ଚଳିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖିବା ପାଇଁ ପଡ଼ିବ। ଆଜି ଆମେ ଆପଣଙ୍କୁ ୨୦ ଟି ପୃଥିବୀ ଏବଂ ଓଡିଶା ସମ୍ପର୍କୀୟ କିଛି ପ୍ରଶ୍ନ ଏବଂ ତା ସହିତ ଉତ୍ତର ମଧ୍ୟ କହିବୁ ଏହି ପ୍ରଶ୍ନ ଆଗରୁ କେବେବି ଶୁଣିନଥିବେ ଯାହା ଫଳରେ ଆପଣଙ୍କର ଜ୍ଞାନ ଭଣ୍ଡାର ବୃଦ୍ଧି ପାଇବ ଏବଂ ପ୍ରତିଯୋଗିତା ପରୀକ୍ଷାରେ ମଧ୍ୟ ଆସିପାରେ। ତେବେ ଆସନ୍ତୁ ଜାଣିବା ୨୦ଟି ଚତୁର ପ୍ରଶ୍ନ;

(୧)ପୃଥିବୀ ଠାରୁ ଚନ୍ଦ୍ର ର ଦୂରତା କେତେ?

ଉତ୍ତର: ୩୮୫୦୦୦ କି.ମି।

(୨)ସବୁଠାରୁ ବଡ଼ ମହାଦେଶ ର ନାମ କଣ?

ଉତ୍ତର: ଏସିଆ।

(୩) ଜନସଂଖ୍ୟା ଅନୁସାରେ କେଉଁ ଦେଶ ପ୍ରଥମ ?

ଉତ୍ତର: ଚୀନ।

(୪) ଆଫଗାନିସ୍ତାନ ରାଜଧାନୀର ନାମ କଣ ?

ଉତ୍ତର: କାବୁଲ।

(୫) ଆମେରିକାର ପ୍ରଚଳିତ ମୁଦ୍ରାର ନାମ କଣ?

ଉତ୍ତର: ଡ଼ଲାର।

(୬) ଇସଲାମ ଧର୍ମର ପ୍ରବର୍ତ୍ତକ କିଏ ଅଟେ?

ଉତ୍ତର: ମହମ୍ମଦ।

(୭) ନୋବେଲ ପୁରସ୍କାର ର ସଂସ୍ଥାପକଙ୍କ ନାମ କଣ ଓ ଏହା କେତେ ବର୍ଷରେ ସ୍ଥାପନା ହୋଇଥିଲା?

ଉତ୍ତର: ଅର୍ଲଫ୍ରେଡ଼ ବର୍ଣାଡ଼ ନୋବେଲ (୧୯୦୧)।

(୮) ଇଂରାଜୀ ଭାଷା ପୃଥିବୀ ଜନସଂଖ୍ୟାର ଶତକଡା କେତେ ଭାଗ ବ୍ୟବହାର କରିଥାନ୍ତି?

ଉତ୍ତର: ୫.୬୧।

(୯) ପ୍ରେମାଦାସା ଷ୍ଟାଡିୟମ କେଉଁ ଦେଶରେ ଅବସ୍ଥିତ?

ଉତ୍ତର: ଶ୍ରୀଲଙ୍କା।

(୧୦) ପୃଥିବୀରେ ପ୍ରଥମ କେଉଁ ଦେଶ ଯିଏ କି ମହାକାଶ କୁ ଉପଗ୍ରହ ପ୍ରେରଣ କରିଥିଲେ?

ଉତ୍ତର: ରୁଷିଆ ୧୯୫୭।

(୧୧) ପୃଥିବୀର କେଉଁ ଦମ୍ପତି ଦୁଇଜଣ ଏଭେରେଷ୍ଟ ଆରହଣ କରିଥିଲେ?

ଉତ୍ତର: ଆଣ୍ଡ୍ରେଜ ଓ ମାରିଜା।

(୧୨) ଅଲମ୍ପିକ ଖେଳରେ ସନ୍ତରଣରେ ସର୍ବାଧିକ ସ୍ୱର୍ଣ୍ଣ ପଦକ ପାଇଥିବା ପ୍ରଥମ ବ୍ୟକ୍ତି କିଏ ?

ଉତ୍ତର: ମଇକେଲ ଫେଲପସ।

(୧୩) ଓଡ଼ିଶାର ସ୍ୱର୍ଣ୍ଣ ଜଳେଶ୍ବର ମନ୍ଦିର କେଉଁଠାରେ ଅବସ୍ଥିତ?

ଉତ୍ତର: ଭୁବନେଶ୍ୱର।

(୧୪) ଭାରତର ଜାତୀୟ ଖେଳର ନାମ କଣ?

ଉତ୍ତର: ହକି

(୧୫) ଶିମିଳିପାଳ ଜାତୀୟ ଉଦ୍ୟାନ କେଉଁ ଠାରେ ଓ ଏହାର କ୍ଷେତ୍ରଫଳ କେତେ ?

ଉତ୍ତର: ମୟୁରଭଞ୍ଜ (୮୪୫.୭୦ କି.ମି.)

(୧୬) ରେଳଡ଼ବା ମରାମତି କାରଖାନା କେଉଁ ସ୍ଥାନରେ ଅବସ୍ଥିତ?

ଉତ୍ତର: ମଞ୍ଚେଶ୍ୱର

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।