ତେବେ ବନ୍ଧୁଗଣ କୁହାଯାଏ ସୌଦାଯ୍ୟ ହିଁ ଅମର ମୂଳ କାରଣ ହୋଇଥାଏ | ତେବେ ଆଜି କାଲି ଗୋରା ହେବାକୁ ସମସ୍ତେ ଚାହାଁନ୍ତି ଓ ଫେସ କୁ କ୍ଲିନ ରଖିବା ପାଇଁ ସମସ୍ତଙ୍କର ଇଛା ରହିଛି | ତେବେ ଆଜି କାଲି ବଜାରରେ ମିଳୁଥିବା କେମିକାଲ ପ୍ରଡକ୍ଟସ ଅମର ଫେସ ରେ ବିଭିନ୍ନ ପ୍ରକାରର ଅସୁବିଧା ଆଣି ଦେଇଥାଏ | ତେବେ ଆଜି ମୁଁ ଆପଣ ମାନଙ୍କୁ ବତାଇବାକୁ ଯାଉଛି ଏକ ଅତି ସହଜ ଘରେ ପ୍ରସ୍ତୁତ ଘରେଇ ଉପଚାର | ଯାହାକୁ ଆମେ ମାନେ ବ୍ୟବହାର କରିକି ତ୍ୱଚା ସମ୍ବଧୀୟ ସମସ୍ୟା କୁ ସବୁଦିନ ପାଇଁ ଦୂର କରି ପାରିବା |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ସେହି ସହଜ ଘରେଇ ଉପଚାର ବିଷୟରେ ଜାଣିବା |
ତେବେ ଆଜି କାଲି ଦାଗ ବ୍ରଣ ଜନିତ ସମସ୍ୟା ଏତେ ବଢ଼ିବାରେ ଲାଗିଛି କି ଯାହା ଯୋଗୁ ଅମର ଫେସ ଯୌବନ ଅବସ୍ଥା ରେଅଧ୍ୟ ବୁଢ଼ୀ ଭଳି ଦେଖା ଯାଉଛି | ତେବେ କେତେକ ସହଜ ଘରେଇ ଉପକରଣ କୁ ବ୍ୟବହାର କରିକି ଆମେ ଫେସ ସମ୍ବଧୀୟ ସମସ୍ୟା କୁ ଦୂର କରି ପାରିବା | ଆସନ୍ତୁ ପ୍ରସ୍ତୁତି ବିଷୟରେ ଜାଣିବା |
ଆବଶ୍ୟକୀୟ ଉପକରଣ :-
ଆଳୁ, ଦହି, ଚାଉଳ ଗୁଣ୍ଡ, କ୍ଷିର, ଆଲୋବେରା, ଗ୍ଲିସେରିନ, ମୁଲତାନୀ ମାଟି, ମହୁ
ପ୍ରସ୍ତୁତି ପ୍ରଣାଳୀ ଓ ବ୍ୟବହାର :-
ତେବେ ଏହି ଘରେଇ ଉପଚହର ପାଇଁ ପ୍ରଥେମେ ଆପଣଙ୍କୁ ବନେଇବା ପାଇଁ ପଡିବ ଗୋଟିଏ ମିଡିୟମ ସାଇଜ ର ଆଳୁ କୁ ନେଇକି ତାହାର ଚୋପା କୁ ଛଡେଇ ଭଲ ଭାବରେ ଧୋଇ ଦେବେ | ତାହା ପରେ ସେହି ଆଳୁ ରୁ ପେଷ୍ଟ ବାହାର କରି ଆଳୁରସ କୁ ବାହାର କରି ଆଣି ରଖିବେ |ଏବେ ପ୍ରଥମେ ସେହି ଆଳୁ ରସ ରୁ କ୍ଲିଞ୍ଜୋର ପ୍ରସ୍ତୁତ କରିବା
1- ଫେସ କ୍ଲିଞ୍ଜୋର :-
କ୍ଲିଞ୍ଜୋର ବନେଇବା ପାଇଁ ଆପଣ ଙ୍କୁ ପ୍ରଥମେ ଆବଶ୍ୟକ ପଡିବ ତାହା ହେଉଛି ଦହି, ପ୍ରଥମେ ଆପଣ କିଛି ଦହି ନେବେ ତାହା ପରେ ସେଥିରେ ଆଳୁ ରସ କୁ ମିଶାଇବେ | ଆଉ ତାହାକୁ ମୁହଁରେ ଲଗାଇ କିଛି ସମୟ ରଖିବା ପରେ ତୁଳା ବା କଟନ ସାହାଯ୍ୟରେ ପୋଛିଦେବେ ମୁହଁ କୁ |
2- ଫେସ ସ୍କ୍ରଵ :-
ଏଥିପାଇଁ ଆପଣଙ୍କୁ ଆବଶ୍ୟକ ପଡିବ ତାହା ହେଉଛି ପ୍ରଥମେ ଆପଣ ଚାଉଳ ଗୁଣ୍ଡ ନେବେ ତାହା ପରେ ସେଥିରେ କ୍ଷୀର କୁ ମିଶାଇବେ ଓ କିଛି ଆଳୁ ରସ ଦେଇକି ପେଷ୍ଟ ପ୍ରସ୍ତୁତ କରି କିଛି ସମୟ ହାଲକା ଭାବରେ ଫେସ ରେ ମସାଜ କରିବେ ତାହା ପରେ କଟନ ରେ ଭଲ ଭାବରେ ଧୋଇ ଦେବେ |
3- ଫେସ ମସାଜ :-
ଏଥିପାଇଁ ଆପଣଙ୍କୁ ଆବଶ୍ୟକ ପଡିବ ତାହା ହେଉଛି ଆଲୋବେରା ଆଉ ଗ୍ଲିସେରିନ ଦେବେ ଓ ପରେ ସେଥିରେ ଆଳୁ ରସ ମିଶାଇବା ପରେ ସେହି ପେଷ୍ଟ କୁ ମୁହଁରେ ଭଲ ଭାବରେ ମୁହଁରେ ଲଗାଇ କିଛି ସମୟ ରଖିବା ପରେ ମୁହଁକୁ ଭଲ ଭାବରେ ଧୋଇ ଦେବେ |
4-ଫେସ ପେକ :-
ଏହି ଫେସ ପେକ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣଙ୍କୁ ନେବାକୁ ପଡିବ ତାହା ହେଉଛି ମୁଲତାନୀ ମାଟି, ତାହା ପରେ ଗୋଟିଏ ଚାମଚ ମହୁ ଓ ଶେଷରେ ଆଳୁ ରସ କୁ ମିସେଇକି ପେଷ୍ଟ ପ୍ରସ୍ତୁତ କରିବା | ତାହା ପରେ ସେହି ପେଷ୍ଟ କୁ ମୁହଁରେ କିଛି ସମୟ ରଖିବା ପରେ ଧୋଇ ଦେବା |ଆଉ ଏହି ଶେଷ ଉପାୟ ସରିଲା ପରେ ମୁହଁରେ ମଏଶ୍ଚରାଇଜର ଲଗାଇବା |
ଏହି ଭଳି ଭାବରେ ଆମେ ଆମର ଫେସ ର ଯତ୍ନ ନେଇ ପାରିବା ଓ ଗୋରା ହେବା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।