ମୁହଁ ମୁହିଁ ହେଲେ ଦୁଇ ଫିଲ୍ମ ପ୍ରଯୋଜକ… ଶ୍ରୀକୁମାରଙ୍କୁ ଏମିତି କହିଲେ ସୁଧାକର ବସନ୍ତ, ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ବେଶ କିଛି ଦିନ ଆଗରୁ ଓଡ଼ିଆ ଇଣ୍ଡୋଷ୍ଟ୍ରି କୁ ନେଇକି ଏକ ଭିଡିଓ ଟିଏ ଭାଇରାଲ ହେବାକୁ ଲାଗିଥିଲା | ଆଉ ଯେଉଁଠି ଓଡ଼ିଆ ଫ୍ଲିମ ଇଣ୍ଡୋଷ୍ଟ୍ରି କଣ ପାଇଁ ତଳକୁ ଯାଉଛି ଆଉ ଆଜିର ଲୋକ ମାନେ କାହିଁକି ଓଡ଼ିଆ ଫ୍ଲିମ କୁ ପସନ୍ଦ କରୁନାହାନ୍ତି ସେ ବିଷୟରେ କହିଥିଲେ | ଆଉ ଯେଉଁଠି ଶ୍ରୀକୁମାର କହିଥିଲେ କି ଆଜିକାଲି ବଡ଼ ବଡ଼ ହିରୋ ମାନଙ୍କର ଫ୍ଲିମ ଦଶହରା ରେ ଆସୁନି | ଆଉ ଏରା ଗେରା ଯିଏବି ଚାହୁଁଛି ଟଙ୍କା 10 ଲକ୍ଷ ଦେଇକି ଫ୍ଲିମ ରେ ହିରୋ ହୋଇଯାଉଛି | ଆଉ ତାହାର ପ୍ରତିକ୍ରିୟା ରଖିଛନ୍ତି ସୁଧାକର ବାସନ୍ତ ଆଉ କଣ କହୁଛନ୍ତି ସିଏ ଏହି ଘଟଣା କୁ ନେଇକି ଆସନ୍ତୁ ଜାଣିବା |

ତେବେ ବେଶ କିଛି ଦିନ ଆଗରୁ ଓଡ଼ିଆ ଫ୍ଲିମ ଇଣ୍ଡୋଷ୍ଟ୍ରି କୁ ନେଇକି ବହୁତ କଥା ଉଠିଥିଲା | ଆଉ ଯାହାର ପ୍ରତିକ୍ରିୟା ମଧ୍ୟ ବହୁତ ଜଣ ଦେଇଥିବାର ସୂଚନା ମିଳିଥିଲା | ତେବେ ଓଡ଼ିଆ ଫ୍ଲିମ ତଳକୁ ଆସିବାକୁ ନେଇକି କିଛି ପ୍ରତିକ୍ରିୟା ରଖିଥିଲେ ଶ୍ରୀକୁମାର ଆଉ ଟଙ୍କା ଦେଇକି ହିରୋ ହେବା କଥା କହିଛନ୍ତି | ଆଉ ସେ କହିଥିଲେ କି ଯଦି ଅନୁଭବ, ବାବୁସାନ ଆଉ ଅରିନ୍ଦମ ଭଳି ମାର୍କେଟ କୁ ଦଶହରା ଉପଲକ୍ଷେ ସେମାନଙ୍କର ଫ୍ଲିମ ଅସିଥାନ୍ତା ତାହେଲେ ହୁଏତ ସମସ୍ତେ ଦେଖିବାକୁ ଅସିଥାନ୍ତେ ହଲ କୁ | ଆଉ ଓଡ଼ିଆ ଫ୍ଲିମ ପ୍ରତି ଆକୃଷ୍ଟ ମଧ୍ୟ ହୋଇଥାନ୍ତେ ବୋଲି କୁହାଯାଇଛି |

ତେବେ ଏହି କଥା ରେ ପ୍ରତିକ୍ରିୟା ରଖିଛନ୍ତି ସୁଧାକର ବାସନ୍ତ ଆଉ କହିଛନ୍ତି କି ଆଗରୁ ବି ବଡ଼ ବଡ଼ ଫ୍ଲିମ ହେଉଥିଲା ଆଉ ଆଜି ବି ହେଉଛି | ଆଉ ଯେଉଁଠି ସଲାମ ଭୁବନେଶ୍ୱର ରେ 45 ଲକ୍ଷ ଓ ରୁଦ୍ର ଅଭିଷେକ ରେ 55 ଲକ୍ଷ ଖର୍ଚ୍ଚ ହେବା କଥା ପ୍ରକାଶ କରିକି କହିଛନ୍ତି | ଆଉ ଏହା ସହିତ ହୋଲ ରିଲିଜ ହେବା ସହିତ ବିଭିନ୍ନ ପ୍ରକାରର ଖର୍ଚ୍ଚ ମଧ୍ୟ ହେଉଛି ଗୋଟିଏ ଫ୍ଲିମ ସୁଟିଂ ବେଳେ | ଆଉ ଏତେ ସବୁ ହେବା ପରେ ଏମିତି କଥା ଟଙ୍କା ନେଇଁ ଫ୍ଲିମ କଥା ଉଠୁଛି ତାହା ବହୁତ ଖରାପ କଥା | ଆଉ ଯିଏ ଏହି କଥା କହିଛି ତାଙ୍କ ସାମ୍ନା କୁ ଆସିକି କହୁ ବୋଲି କୁହାଯାଇଛି |

ଏହା ବ୍ୟତୀତ ସୁଧାକର ବାସନ୍ତ କହିଛନ୍ତି କି ଯଦି ମିଡ଼ିଆ ଭାଇ ମାନେ ଯାଇକି ଆନନନ ଲୋକଙ୍କୁ ଫ୍ଲିମ ବିଷୟରେ ପଚାରିବେ | ଆଉ ସେମାନେ ତ ଏହିଭଳି କଥା କହିବେ | ଆଉ ମିଡିଆରେ ମଧ୍ୟ ଏହି କଥାକୁ ଭାଇରାଲ କରେଇବାରେ ଲାଗିଛନ୍ତି ଲୋକ ମାନେ | ଆଉ ଯାହା ଫଳରେ ଓଡ଼ିଆ ଫ୍ଲିମ ଆଜି ତଳକୁ ହେବାକୁ ଲାଗିଛି ବୋଲି କହିଛନ୍ତି ସୁଧାକର | ଆଉ ତାଙ୍କର ଏହି କଥା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment