Odisha News Portal

Dr Palash Das – ଗୁଟକା ଖାଇ ଦାନ୍ତ କଳା ହୋଇଯାଇଛି କି ? କରନ୍ତୁ ଏହି ଉପାୟ ଆପଣଙ୍କ ଦାନ୍ତ ଚମକିବ ପୁରା ମୋତି ଭଳିଆ ୧୦୦ % ଗ୍ୟାରେଣ୍ଟି

ଆଜିର ମର୍ଡନ ସମାଜରେ ନିଜର ସୁନ୍ଦରତା କୁ ନେଇ ବେଶ୍ ଚିନ୍ତିତ ରହିଥାନ୍ତି , କିନ୍ତୁ ଭଗବାନ ଆମକୁ ଏକ ପ୍ରକୃତିକ ରୂପ ଦେଇଥିଲେ ମଧ୍ୟ କେତେକ ବାହ୍ୟ ଉପାଦାନର ଫଳାଫଳ ଯୋଗୁଁ ଆମର ଏହି ସୁନ୍ଦରତା ଉପରେ ପ୍ରଶ୍ନବାଚୀ ଆସିଥାଏ । ସୁନ୍ଦରତା ପାଇଁ ଆମର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ମାନଙ୍କ ମଧ୍ୟରୁ ଦାନ୍ତ ବଡ ଭୂମିକା ଗ୍ରହଣ କରିଥାଏ । କିନ୍ତୁ ବର୍ତ୍ତମା ନ ସମୟରେ ଅଧିକାଂଶ ଲୋକମାନଙ୍କର ଦାନ୍ତରେ ହଳଦିଆ ପଣ ରହିବା ସହିତ ଅପରିଷ୍କାର ମଧ୍ୟ ଦେଖାଯାଇଥାଏ ।

ଅନେକ କେସ୍ ରେ ଦେଖିବାକୁ ଗଲେ ନିଶାଦ୍ରବ୍ୟ ସେବନ କଲେ ଆମର ଦାନ୍ତ ଅପରିଷ୍କାର ତଥା ହଳଦିଆ ହୋଇଯାଏ । ତେବେ ଆମେ ଏକ ଘରୋଇ ଉପାୟ ଜଣେଇବୁ , ଯାହା କରିବା ଦ୍ୱାରା ମାତ୍ର ଅଳ୍ପ କେତୋଟି ଦିନରେ ଆପଣଙ୍କ ଦାନ୍ତ କ୍ଷୀର ପରି ଧଳା ଦେଖିବାକୁ ଲାଗିବ । ତେବେ ଆସନ୍ତୁ ଜାଣିବା ସେହି ଉପାୟଟି ବିଷୟରେ ।

ଆବଶ୍ୟକ ସାମଗ୍ରୀ :-

ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟ ସାମଗ୍ରୀ ଗୁଡିକ ହେଉଛି –

1. 1/2 ରସୁଣ ଗୋଲି
2. ଲୁଣ
3. ଲେମ୍ୱୁରସ
4. କଲଗେଟ ପେଷ୍ଟ

ପ୍ରସ୍ତୁତ କରିବା ପ୍ରଣାଳୀ :-

ଏହି ଉପାଚାର ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ କୌଣସି ଖର୍ଚ୍ଚ କରିବା ପାଇଁ ପଡିବ ନାହିଁ ଏବଂ ଏହି ସବୁ ସାମଗ୍ରୀ ଆପଣଙ୍କୁ ଅତି ସହଜରେ ମିଳିଯିବ । ଏହାକୁ ପ୍ରସ୍ତୁତ କରିବା ପାଇଁ ମଧ୍ୟ ବହୁତ ସହଜ ଅଟେ । ଏହି ସବୁ ସାମଗ୍ରୀ ଗୁଡିକ ଆପଣଙ୍କ ଘରେ ଅତି ସହଜରେ ପାଇପାରିବେ । ଏହି ଉପାଚାର ଟିକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପାତ୍ରରେ ଦୁଇଟି ରସୁଣ ଗଲିକୁ ଛୋଟ ଛୋଟ କରି କାଟି ନିଅନ୍ତୁ ଏବଂ ସେଥିରେ ଅଳ୍ପ ଟିକେ ଲୁଣ ଦେଇ ଭଲ ଭାବରେ ମିକ୍ସ କରି ନିଅନ୍ତୁ । ବର୍ତ୍ତମାନ ସେହି ମିଶ୍ରଣରେ ଏକ ଚାମଚ ଲେମ୍ୱୁରସ ମିଶାନ୍ତୁ , ତା ପରେ ସେଥିରେ ଏକ ଚାମଚ ପେଷ୍ଟ ମିଶାଇ ତାହାକୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ । ବର୍ତ୍ତମାନ ଆମ ରେମିଡି ପ୍ରସ୍ତତ ହୋଇଗଲା ।

ବ୍ୟବହାର କରିବାର ପ୍ରଣାଳୀ :-

ପ୍ରସ୍ତୁତ କରାଯାଇଥିବା ରେମିଡିକୁ ନେଇ ଆପଣ ଏକ ବ୍ରସ ସାହାର୍ଯ୍ୟରେ ଦୁଇ ଥର ଦାନ୍ତ ବ୍ରସ କରନ୍ତୁ । ପ୍ରତ୍ୟେକ ଦିନ ସକାଳେ ଦାନ୍ତ ଘୋଷିବା ସମୟରେ ପେଷ୍ଟ ବଦଳରେ ଏହାକୁ ବ୍ୟବହାର କରି ପରିବେ । ଏହି ଉପାୟଟିକୁ ଆପଣ ନିୟମିତ ଭାବରେ କରନ୍ତୁ , ଦେଖିବେ ଗୋଟିଏ ସପ୍ତାହ ମଧ୍ୟରେ ଆପଣଙ୍କ ଦାନ୍ତ ହଳଦିଆରୁ ପୁରା କ୍ଷୀର ପରି ଧଳା ହୋଇଯିବ । ଦାନ୍ତର ସମସ୍ତ ସମସ୍ୟା ମଧ୍ୟ ଦୂର ହେବ । ଏହି ରେମିଡିକୁ ଆପଣ ଗୋଟିଏ ସପ୍ତାହ ନିୟମିତ ଭାବରେ ବ୍ୟବାହର କରନ୍ତୁ , ଦାନ୍ତର ସମସ୍ତ ସମସ୍ୟା ଦୂର ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।