Odisha News Portal

ଗୁଣି ଗାରେଡି କରି କିଶୋର ଚଲେଇ ଥିଲା ମଟନ ହୋଟେଲ ! ଆସିଲା ସାଙ୍ଘାତିକ ତଥ୍ୟ…

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ଭାଇରାଲ ହେଉଥିବାର ଆପଣ ମାନେ ତ ଦେଖିବାକୁ ପାଉଥିବେ |ତେବେ ବର୍ତ୍ତମାନ ସେମିତି ଏକା ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି କିଶୋର ଭାଇଙ୍କ ମୋଟନ ଦୋକାନ କୁ ନେଇକି | ଆଉ ଯେଉଁଠି କୁହାଯାଉଛି କି କିଶୋର ଭାଇଙ୍କ ମୋଟନ କୁଆଡେ ଲୋକ ମାନଙ୍କୁ କରିଥିଲା ଗୁଣି ଆଉ ଗାରେଡି | ଆଉ ଯେଉଁଥିପାଇଁ ପିଲା ଠାରୁ ଆରମ୍ଭ କରିକି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ସେହି ମୋଟନ ଦୋକାନ ପାଖକୁ ଆକୃଷ୍ଟ ହୋଇଯାଇଥିଲେ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସେହି ଭିଡ଼ିଓ ଯେଉଁଥିରେ କିଶୋର ଭାଇଙ୍କ ର ମୋଟନ ଦୋକାନକୁ ପୁଣି ଖୋଲିବା କଥା ଗୀତ ମାଧ୍ୟମରେ କହୁଛନ୍ତି ସେ ବିଷୟରେ ଅଧିକ ଜାଣିବା |

ତେବେ ଆମେ ଜାଣିଛୁ କି ବେଶ କିଛି ଦିନ ହେବ କିଶୋର ଭାଇଙ୍କର ମୋଟନ କୁ ନେଇକି ଚର୍ଚ୍ଚା ଜୋର ଧରିଥିଲା | ଆଉ ଯେଉଁଠି ତେବେ କିଶୋର ଯେଉଁ ମୋଟନ ତରକାରୀ କରୁଛନ୍ତି ସେଥିରେ ଢାଲୁଛନ୍ତି ରଙ୍ଗ ଆଉ ଖରାପ ତରକାରୀ |ତାହା ବ୍ୟତୀତ ଦହିବରା ଆଉ ଗୁପଚୁପ ପାଇଁ ଯେଉଁ ଲାଇସେନ୍ସ ଅଣାଯାଏ ସେହି ଲାଇସେନ୍ସ କୁ ଆଣିକି ସେ ଦୋକାନ ଚଳାଉ ଥିଲେ | ତେବେ BMC ସୂଚନା ଦେଇଥିଲେ କି ଦୋକାନ କୁ ବନ୍ଦ ରଖିବା ପାଇଁକି, ଆଉ ସୂଚନା ଦେବା ପରେ ବି ସେ ଦୋକାନ ଖୋଲିଥିଲେ ଆଉ ଲକ୍ଷ ଲକ୍ଷ ଟଙ୍କାର ବେପାର କରିଥିଲେ |

ତେବେ ନିମ୍ନ ମାନର ଖାଇବା କୁ ଦେବା ଫଳରେ କିଶୋର ଭାଇଙ୍କ ର ମୋଟନ ଦୋକାନ କୁ ମାଟିରେ ମିଶାଇ ଦିଆଯାଇଥିଲା ବୋଲି କୁହାଯାଉଥିଲା | ଆଉ ଏବେ କିଶୋର ଭାଇଙ୍କୁ ନେଇକି ମ୍ୟୁଜିକ ଡିରେକ୍ଟର ଏକ ଗୀତ ପ୍ରକାଶ କରିଛନ୍ତି, ଆଉ ଯେଉଁଥିରେ ପ୍ରଡୁସର ଜଣଙ୍କ ମଧ୍ୟ କିଶୋର ଭାଇ ଙ୍କର ମୋଟନ କୁ ମିସ କରୁଛନ୍ତି ବୋଲି ଗୀତ ମାଧ୍ୟମରେ କହିଛନ୍ତି | ଆଉ ଯେଉଁଠି କିଶୋର ଭାଇଙ୍କ ମୋଟନ ଉପରେ କିଏ ନଜର ପକେଇଛି ବୋଲି କୁହାଯାଉଛି | ଆଉ ସମସ୍ତେ ତାଙ୍କର ସେହି ମୋଟନ କୁ ମିସ କରିବା କଥା ମଧ୍ୟ କହିଛନ୍ତି ଗୀତ ମାଧ୍ୟମରେ |

ତେବେ ଏହି ଗୀତ ରେ କୁହାଯାଇଛି କି କିଭଳି ଭାବରେ କିଶୋର ଭାଇଙ୍କର ମୋଟନ ଦୋକାନ ଆଗରେ ପଛକୁ ପଛ କାର ର ଲାଇନ ଲାଗିଥାଏ | ଆଉ କିଶୋର ଭାଇଙ୍କ ର ଏହି ଭଳି କିଏ ମିଛ କଥା ପ୍ରକାଶ କରିଛି ଆଉ ଯାହା ପାଇଁ କିଶୋର ଭାଇନା ଏବେ ଗୋରଖ ମାନଙ୍କୁ ଖୋଜୁଛନ୍ତି ଆଉ ଗୋରଖ ବି କିଶୋର ଭାଇଙ୍କର ମୋଟନ କୁ | ଆଉ ପୁଣି ଥରେ ଦୋକାନ ଖୋଲିବାକୁ ଗୀତ ମାଧ୍ୟମରେ ଅନୁରୋଧ ମଧ୍ୟ କରୁଛନ୍ତି | ଆଉ ଯାହା ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।