ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ କୁହାଯାଉଛି କି ନବ ଦାସ ଙ୍କର ମୃତ୍ୟୁ କୁ ନେଇକି ବର୍ତ୍ତମାନ ବର୍ତ୍ତମାନ ତଦନ୍ତ ଚଳାଇଛି ପୋଲିସ | ଆଉ ତାହା ସହିତ କୁହାଯାଉଛି କି ଘଟଣା ର ତଦନ୍ତ ପାଇଁକି କ୍ରାଇମବ୍ରାଞ୍ଚ ପୋଲିସ ସମସ୍ତଙ୍କୁ ପଚାରିବାକୁ ଲାଗିଛନ୍ତି | ତାହା ସହିତ ଯାହା କୁହାଯାଉଛି କି ଘଟଣା କୁ ନେଇକି ଝାଡ଼ସୁଗୁଡା ରେ ଥିବା ପୋଲିସ କୋଣ୍ଡୋକ୍ଟର ଙ୍କୁ ମଧ୍ୟ ପଚରା ଉଚରା କରିବାକୁ ଲାଗିଛନ୍ତି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ତେବେ ଆପଣ ମାନେ ଜାଣିଥିବେ କି ଝାଡ଼ସୁଗୁଡା ରେ ନବ ଦାସ ଏକ ସରକାରୀ ଉଦ୍ଘାଟନୀ ସଭା ରେ ଯୋଗ ଦେବା ପାଇଁକି ଯାଇଥିଲେ | ଆଉ ସେଠାରେ ନବ ଦାସ ଙ୍କ ଉପରକୁ ପୋଲିସ ASI ଭାବରେ ନିଯୁକ୍ତ ଥିବା ଗୋପାଳ ଦାସ ଗୁଳି ଚଳାଇଥିଲେ ବୋଲି କୁହାଯାଉଛି |ଆଉ ଯେଉଁ ଘଟଣା ଟିକୁ ନେଇକି ପୋଲିସ ଓ କ୍ରାଇମ ବ୍ରାଞ୍ଚ ପୋଲିସ ପଚରା ଉଚରା କରିବାକୁ ଲାଗିଛି ବୋଲି କୁହାଯାଉଛି |ତାହା ସହିତ ଗୋପାଳ ଙ୍କର ପରିବାର ଙ୍କୁ ପୋଲିସ ତଦନ୍ତ କରିଛି | ଆଉ ଯାହା କୁହାଯାଉଛି କି ବର୍ତ୍ତମାନ ଝାଡ଼ସୁଗୁଡା ର କୋଣ୍ଡୋକ୍ଟର ଙ୍କୁ ମଧ୍ୟ ପଚାରି ବାକୁ ଲାଗିଛନ୍ତି ପୋଲିସ |
ତେବେ ସୂଚନା ଅନୁସାରେ ଯାହା କୁହାଯାଉଛି କି osrtc ବସ ରେ କାମ କରୁଥିବା ଡ୍ରାଇଭର ଓ କୋଣ୍ଡକ୍ଟର ଙ୍କୁ ମଧ୍ୟ ପଚାରିଛି କ୍ରାଇମବ୍ରାଞ୍ଚ ପୋଲିସ | ଆଉ ସେମାନଙ୍କର କହିବା ଅନୁସାରେ ପ୍ରଥମେ ଡ୍ରାଇଭର ଙ୍କୁ ପଚାରି ଥିଲେ କି ଗୋପାଳ ଙ୍କର କୌଣସି ପାରସଲ କେବେ ଯାଇଛି କି ନାହିଁ ତାଙ୍କର ବସ ରେ ପଚାରିଥିଲେ | ଆଉ ଡ୍ରାଇଭର ଜଣଙ୍କ କହିଥିଲେ କି କେବେବି ଗୋପାଳ ଙ୍କର କୌଣସି ପାର୍ସଲ ତାଙ୍କର ବସ ରେ ଯାଇନାହିଁ | ଆଉ ଡ୍ରାଇଭର ଙ୍କ ପରେ କଣ୍ଡକ୍ଟର ଙ୍କୁ ମଧ୍ୟ ପଚାରିଥିଲେ କ୍ରାଇମବ୍ରାଞ୍ଚ ପୋଲିସ ବୋଲି କୁହାଯାଉଛି
ଆଉ ଯାହା ର ଉତ୍ତର ରେ ବସ ର କୋଣ୍ଡକ୍ଟର ଜଣଙ୍କ କହିଥିଲେ କି ଗୋପାଳ ଙ୍କର ପାର୍ସଲ କିଛି ଯାଇନି ତାଙ୍କର ବସ ରେ କିନ୍ତୁ ଗୋପାଳ ବହୁତ ଥର ଯାଇଛନ୍ତି ତାଙ୍କର ବସ ରେ | ଆଉ ସେ ବସିକ ଯାଆନ୍ତି ଆଉ ଯେଉଁଠାରେ ଆଲ୍ହାଇବା କଥା ସେହି ଠାରେ ଅଲ୍ହାଇ ଯାଆନ୍ତି | ତାହା ଛଡା ଗୋପାଳ ଙ୍କ ସହିତ କଥା ବାର୍ତ୍ତା ଵା ଆଉ କିଛି ବସ ରେ ଯିବା ସମୟରେ ହୋଇ ନାହିଁ ବୋଲି କହିଛନ୍ତି ବସ ର ଡ୍ରାଇଭର ସମେତ କୋଣ୍ଡକ୍ଟର |
ଆଉ ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।