Odisha News Portal

General knowledge–ଭାରତର କେଉଂ ରାଜ୍ୟରେ ବେଶୀ ନାରୀ ବାସ କରନ୍ତି ? କହିପାରିବେ କି ଏହାର ଉତ୍ତର କଣ ହେବ ?

ଜ୍ଞାନର ଅସୀମ ଭଣ୍ଡାର ରହିଛି। ଏହାକୁ ଯେତେ ପଢିଲେ ସରେ ନାହିଁ। ତେବେ ସେହି ଜ୍ଞାନ ଭିତରେ ଏମିତି କେତେକ ପ୍ରଶ୍ନ ର ଉତ୍ତର ଜାଣି ଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ । ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ହେଲେ ଏହା ଆମର ବହୁତ ଦରକାରୀ ମଧ୍ୟ ହୋଇ ଥାଏ । ତେବେ ଏହି ସାଧାରଣ ପ୍ରଶ୍ନ ଗୁଡିକ ଆମର ଭବିଷ୍ୟତ ରେ ବହୁତ କାମ ରେ ଆସି ଥାଏ।ତେବେ ଏହି ସାଧାରଣ ପ୍ରଶ୍ନ ଗୁଡିକ ଆମ ଆମ ଜୀବନ ସହିତ ମଧ୍ୟ ଜଡିତ ହୋଇ ଥାଏ। ଆଉ ଏହି ଭଳି ଜାଣିବା ଦ୍ୱାରା ପଢିବା ଦ୍ୱାରା ଆମର ଜ୍ଞାନ ର ଅସୀମ ସାଗର ର ବୃଦ୍ଧି ହୋଇ ଥାଏ ।

ପୃଥିବୀ ରେ ଏମିତି ଅନେକ କଥା ରହିଛି ଯାହା ଆମେ କେବେ ଜାଣି ନଥିବା । ତେବେ ଅନେକ ଛୋଟ ଛୋଟ କଥା ରହିଛି ଯାହା ଜାଣିବା ନିହାତି ଆବଶ୍ୟକ । ଜ୍ଞାନ ଆମକୁ ବହୁତ ଆଗକୁ ନେଇଯିବ ତେଣୁ ସରକାର ଏହି ପାଠକୁ ଆମର ଶିକ୍ଷା ସହ ଜଡିତ କରିଛନ୍ତି । ତେବେ ଆଜି ଆମେ ଭାରତର ଭୂଗୋଳ ବିଷୟରେ କିଛି ଅଜଣା ପ୍ରଶ୍ନ ଏବଂ ତାହାର ଉତ୍ତର ବିଷୟରେ ଜାଣିବା । ତେବେ ଆସନ୍ତୁ ଆରମ୍ଭ କରିବା ।

1. ଭାରତର ଏକ ମାତ୍ର ଥଣ୍ଡା ମରୁଭୂମିର ନାମ କଣ ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ଲାଦାଖ ।

2. ଭାରତର ବୃହତ୍ତମ ହ୍ରଦର ନାମ କଣ ?
ଉତ୍ତର – ଉଲାର ହ୍ରଦ ଯାହାକି କାଶ୍ମିରରେ ଅବସ୍ଥିତ ।

3. ଭାରତର ଦୀର୍ଘତମ ସେତୁର ନାମ କଣ ?
ଉତ୍ତର- ମହାତ୍ମାଗାନ୍ଧି ସେତୁ ।

4. ଭାରତର ବୃହତ୍ତମ ଯାଦୁଘର କେଉଁଠି ?
ଉତ୍ତର- କୋଲକାତା ।

5. ବାରଣାସି କେଉଁ ନଦୀ କୂଳରେ ଅବସ୍ଥିତ ?
ଉତ୍ତର – ବାରଣାସୀ ହେଉଛି ଗଙ୍ଗା ନଦୀ କୂଳ ରେ ଅବସ୍ଥିତ ।

6. ଭାରତର କେଉଂ ରାଜ୍ୟରେ ବେଶୀ ନାରୀ ବାସ କରନ୍ତି ?

ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି କେରଳ ।

7. ଭାରତର ବୃହତ୍ତମ ମରୁ ଭୂମିର ନାମ କଣ ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ଥର ମରୁଭୂମି ।
8. ଭାରତର ବୃହତ୍ତମ ମସଜିଦ୍ ର ନାମ କଣ ?
ଉତ୍ତର – ଜୁମା ମସଜିଦ୍, ଯାହାକି ଦିଲ୍ଲୀରେ ଅବସ୍ଥିତ ।
9. ଭାରତର ଉଚ୍ଚତମ ସ୍ତମ୍ବର ନାମ କଣ ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି କୁତବ୍ ମିନାର ।

ଜ୍ଞାନର ଅସୀମ ସାଗର ରହିଛି , ତେଣୁ ତାହାକୁ ଯେତେ ପଢିଲେ କିମ୍ବା ଜ୍ଞାନ ଅର୍ଜନ କରିଲେ ମଧ୍ୟ ତାହା କମ୍ ହୋଇଥାଏ । ସେଥିପାଇଂ ଆପଣ ମାନେ ଏହି କିଛି କିଛି ଜ୍ଞାନକୁ ଛୋଟ ମନେ ନକରି ତାହାକୁ ପଢନ୍ତୁ, କାହିଁକି ନାଁ ଏହି କିଛି ପ୍ରଶ୍ନ ଏବଂ ତାହାର ଉତ୍ତର ହୁଏତ ଆପଣଙ୍କୁ କେଉଁ ବଡ ସଫଳତା ଦେଇପାରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।