Odisha News Portal

ଲାଗିଲା ଗୁରୁ-ଶିଷ୍ୟଙ୍କ ସଂପର୍କରେ କଳଙ୍କ !ଶିକ୍ଷକଙ୍କର ଛାତ୍ରୀଙ୍କ ସହିତ କିଛି ସଂଗୀନ ଫୋଟ ବର୍ତ୍ତମାନ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି…

ଲାଗିଲା ଗୁରୁ-ଶିଷ୍ୟଙ୍କ ସଂପର୍କରେ କଳଙ୍କର ଟିକା । ତେବେ ଆଜିର ସମାଜ ବହୁ ମାତ୍ରାରେ କଳୁଷିତ ହେଉଛି । ଆଜିର ସମାଜରେ ଆଉ ସଂପର୍କର ଅର୍ଥ କେହି ବି ବୁଝୁ ନାହାଁନ୍ତି । ମାନସିକତାର ବଶବର୍ତ୍ତି ହୋଇ ଲୋକାମାନେ ପବିତ୍ର ସଂପର୍କରେ କଳା ଦାଗ ଲଗେଇବା ପାଇଂ ମଧ୍ୟ ପଛାଉ ନାହାଁନ୍ତି । ଆଗ କାଳରେ ଗୁରୁ ଶିଷ୍ୟଙ୍କ ମଧ୍ୟରେ ଏକ ଅତୁଟ ସଂପର୍କ ରହିଥିଲା । ଗୁରୁଙ୍କୁ ଭଗବାନ ବୋଲି ମାନା ଯାଉଥିଲା । ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ବର ବୋଲି କୁହା ଯାଉଥିଲା କିନ୍ତୁ ବର୍ତ୍ତମାନ ଆଉ ସେହି ସଂପର୍କ ନାହିଁ । ବର୍ତ୍ତମାନ ଗୁରୁ ଶିଷ୍ୟଙ୍କ ସଂପର୍କରେ କଲଙ୍କ ଲାଗି ଗଲାଣି ।

କୁହାଯାଏ ଯେ ଗୁରୁଙ୍କ ମାଧ୍ୟମରେ ଭଗବାନଙ୍କ ନିକଟରେ ପହଞ୍ଚି ଯାଇ ପାରିବା କିନ୍ତୁ ଆଜି କାଲିର ଗୁରୁଙ୍କ ମାଧ୍ୟମରେ ଭଗବାନଙ୍କ ନିକଟରେ ପହଞ୍ଚିବା ତ ଦୂରର କଥା ସମାଜରେ ମୁଣ୍ଡ ଉଠେଇ ଚାଲି ବି ପାରିବେ ନାହିଁ । ସେହିପରି ଗୋଟିଏ ଅଭାବନୀୟ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ତେବେ ଚାଲନ୍ତୁ ଜାଣି ନେବା କଣ ସେହି ଘଟଣା ।


ଆସାମରୁ ଏକ ଲଜ୍ଜାଜନକ ଖବର ସାମ୍ନାକୁ ଆସିଛି । ଜଣେ ଶିକ୍ଷକଙ୍କର ଛାତ୍ରୀଙ୍କ ସହିତ କିଛି ସଂଗୀନ ଫୋଟ ବର୍ତ୍ତମାନ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି । ଏହି ଫୋଟ ଗୁଡିକ ବହୁତ ଆପତ୍ତିଜନକ ଅଟେ । ଯେଉଂ କାରଣରୁ ଛାତ୍ରୀଙ୍କର ପରିବାର ଲୋକମାନେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଶିକ୍ଷକଙ୍କ ବିରୋଧରେ । କିନ୍ତୁ ଏହାପରେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ ଆରୋପୀ ତଥା ଅଭିଯୁକ୍ତଙ୍କୁ ଗିରଫ କରି ନାହିଁ । ତେବେ ଏହି ଘଟଣାଟି ଆସାମର ହେଲାକାଣ୍ଡି ଜିଲ୍ଲାର କାଲ୍ଟିଚେରା ରେ ଘଟିଛି ।

ତେବେ ଏକ ସ୍ଥାନୀୟ ଚ୍ୟାନେଲାର ରିପୋର୍ଟ ଅନୁଯାୟୀ, ପେଜୈଦ୍ଧିନ ଲସକର ନାମକ ଜଣେ ଶିକ୍ଷକ ନିଜ ସ୍କୁଲର ଜଣେ ଛାତ୍ରୀଙ୍କ ସହିତ ବହୁତ ସଂଗୀନ ଫୋଟ ସବୁ ସୁଟ୍ କରିଛନ୍ତି । ତେବେ ଭାଇରାଲ ହେଉଥିବା ଫୋଟ ଗୁଡିକରେ ଦେଖିବାକୁ ମିଳିଛି ଯେ ଶିକ୍ଷକ ଜଣକ ଛାତ୍ରୀ ଜଣକଙ୍କୁ ଅଶ୍ଳିଳ ଭାବରେ ବା ଆପତ୍ତିଜନକ ଭାବରେ ଛୁଇଁଛନ୍ତି ।

ଏହାସହିତ ଛାତ୍ରୀଙ୍କୁ ନିଜର ବାହୁରେ ମଧ୍ୟ ଧରିଛନ୍ତି । ତେବେ ଏହି ସବୁ ଫୋଟ ସୁଟ୍ କରିବା ପରେ ଶିକ୍ଷକ ଜଣକ ସେହି ଫୋଟ ସବୁକୁ ଫେସବୁକରେ ଶେୟାର ମଧ୍ୟ କରିଥିଲେ । ଯାହାପରେ ଛାତ୍ରୀଙ୍କର ପରିବାର ଲୋକ ବହୁତ କ୍ରୋଧି ପ୍ରକାଶ କରିଥିଲେ ଏବଂ ପରିବାର ଲୋକ ପୋଲିସ ନିକଟରେ ଏତେଲା ଦେଇଥିଲେ ଶିକ୍ଷକଙ୍କ ନାଁରେ । କିନ୍ତୁ ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ପଚରାଉଚରା କରି ଛାଡି ଦେଇଥିଲେ ।


ଏହି କାରଣରୁ ସ୍ଥାନୀୟ ଲୋକ ବରିଷ୍ଠ ପୋଲିସ ଅଧିକାରୀ ମୁନିରୁଲ ଇସଲାମ ଙ୍କ ଉପରେ ଉକ୍ତ ଶିକ୍ଷକଙ୍କୁ ବଞ୍ଚାଇବାର ଆରୋପ ଲଗାଇଥିଲେ । କିନ୍ତୁ ସବୁଠାରୁ ଗୁରୁତ୍ବ ପୂର୍ଣ୍ଣ କଥା ହେଉଛି କି ଯେ, ଶିକ୍ଷକ ଜଣକ ଛାତ୍ରୀଙ୍କୁ କଣ କହି ଏହି ଫୋଟ ସବୁ ସୁଟ କରିଥିଲେ , ଯାହା ଏପର୍ଯ୍ୟନ୍ତ ଜଣା ପଡି ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।