Odisha News Portal

ଦୀର୍ଘ ଦିନ ଧରି ଅପ୍ରାକୃତିକ ଯୌନ ସମ୍ବନ୍ଧ ରଖୁଥିଲେ ଗୁରୁ, IPC ଧାରା ୩୬୭ ଅନୁଯାୟୀ କଣ ହେବ ଦଣ୍ଡ ବିଧାନ !

0 7,879

ଓଡିଶୀ ନୃତ୍ୟଶିଳ୍ପୀ ସାଶ୍ୱତ ଯୋଶୀଙ୍କ ନାମରେ ଗୁରୁତର ଅଭିଯୋଗ , ତାଙ୍କର ବିରୁଦ୍ଧରେ ଆସିଛି ଯୌନ ନିର୍ଯ୍ୟାତନା ଅଭିଯୋଗ । ତାଙ୍କର ସହଯୋଗୀ ଆଣିଛନ୍ତି ଏପରି ଅଭିଯୋଗ , ତେବେ କଣ କହିଛନ୍ତି ସେ ଆସନ୍ତୁ ଜାଣିବା ।ତାଙ୍କର ସହଯୋଗୀ କହିଛନ୍ତି କି ସେ ପ୍ରାୟ ଦୁଇବର୍ଷ ହେବ ତାଙ୍କ ସହ କାମ କରିଛନ୍ତି । ସେ ଜଣେ ପେନଟର ଏବଂ ଡ୍ୟାନ୍ସ କରିବାକୁ ବହୁତ ଭଲ ପାଆନ୍ତି ତେବେ ସେ ଭୁବନେଶ୍ୱର ଏକ କାମ ପାଇଁ ପେନଟିଙ୍ଗ କରିବାକୁ ଆସିଥିଲେ ସେହି ସମୟରେ ଶାଶ୍ୱତ ତାଙ୍କୁ ଡାକିଥିଲେ ତାପରେ ସେ ସେଠାରେ ଓଡିଶୀ ପନେଟିଙ୍ଗ କରିବା ପାଇଁ ଯାଇଥିଲେ , ସେହି ସମୟରେ ତାଙ୍କ ସହିତ ସେକ୍ସସୁଆଲ ହାରସମେଣ୍ଟ ହୋଇଥିଲା ।

ସେ କହିଛନ୍ତି କି ସେ ପେନଟିଙ୍ଗ କରୁଥିବା ସମୟରେ ସାଶ୍ୱତ ତାଙ୍କର କାନ୍ଧରେ ହାତ ରଖିଥିଲେ ଏହା ପରେ ସେ ତାଙ୍କର ଗାଲରେ ହାତ ରଖିଥିଲେ , ତାହାପରେ ତାଙ୍କୁ ଶୋଇବାକୁଡା। ତେବେ ସେ ପ୍ରଥମ ଥର ତାଙ୍କ ପାଖରେ ଶୋଇଥିଲେ , ସେ କହିଥିଲେ କି ସେ ଜମେ ପୁଅ ମୁଁ ବି ଜଣେ ପୁଅ ତ ମୁଁ ସେମିତି ଭାବିନଥିଲି କି ସେ ମୋ ସହ ଏମିତି କରିବେ ବୋଲି ।

ଜଣେ ପୁଅ ପାଖରେ ଆଉ ଜଣେ ପୁଅ ସୋଇଲେ ତାହାର କିଛି ଅସୁବିଧା ହୁଏ ନାହିଁ ମାତ୍ର ଏଟାରେ ସେମିତି ହୋଇନଥିଲା । ଶୋଇଲା ପରେ ଶାଶ୍ୱତ ତାଙ୍କର ବ଼ିକୁ ଛୁଇଁଲେତାପରେ ସେ ତାଙ୍କୁ ଜାବୁଡିକି ଧରିଲେ ଏବଂ ତାଙ୍କ ପାଖକୁ ଟାଣିଲେ ।

ଏମିତି ତାଙ୍କ ସହ ସୋକ୍ସସୁଆଲ ହାରସମେଣ୍ଟ ହୋଇଥିଲା । ଏହା ପରେ ସେ ବ୍ୟକ୍ତି ଜଣକ କହିଛନ୍ତି କି ତାହା ପରେ ସେ ଆଉ କେବେ ଚତାଙ୍କ ସହ ଶୋଇନାହାନ୍ତି ଅନେତ ଷ୍ଟେଜ ପ୍ରୋଗ୍ରାମ କରିଛନ୍ତି ମାତ୍ର ଆଉ କେବେ ଶାସ୍ୱତ ତାଙ୍କର ବଡିକୁ ଟଚ କରିନାହାନ୍ତି , ମାତ୍ର ତାଙ୍କୁ ବହୁତ ଥର ବାଡେଇଛନ୍ତି । 

ଆହୁରି କହିଛନ୍ତି କି ଶାଶ୍ୱତ ଏମିତି ଜମେ ଲୋକ ତାଙ୍କୁ ଚିହ୍ନିବା ବହୁତ କଷ୍ଟକର ଅଟେ । କାହିଁକିନା ସେ ରାଗିକରି ଏମିତି ବାଡେଇବେ ଯେ ଆପଣ ତାଙ୍କ ଉପରେ ରାଗିଯିବେ ମାତ୍ର ଟା ଟିକେ ପରି ଏପରି କତା କହି ମନ ମୋହିନେବେ କି ଆପଣଙ୍କର ରାଗ କୁଆଡେ ଗାଏବ ହୋିଯିବ । ଆହୁରି ସେ କହିଛନ୍ତି କି ଯେତେବେଲେ ସେ ଡ୍ୟାନ୍ସ କରୁଥିଲେ ତାଙ୍କର ଡ୍ୟାନ୍ସରେ ଟିକେ ଭୁଲ ହୋଇଗଲା ଏହା ପରେ ଶାଶ୍ୱତ ସାର ତାଙ୍କର ପ୍ରଇଭେଟ ପାଟକୁ ବହୁତ ହାର୍ମ କରିଥିଲେ

 ମାତ୍ର ସେହି ସମୟରେ ସେ ମୁଁହ ଖୋଲିନଥିଲେ କାରଣ ସେମାନେ ଏତେ ଡରିଯାଇଥିଲେ କି କିଛି କତା କାହା ଆଗରେ କହିବା ପାଇଁ ସାହସ ହୋଉନଥିଲା । ତେବେ ଏବେ ପ୍ରଶ୍ନ ଉଠୁଚି କି ସେ କାହିଁକି ଏମିତି କରୁଥିଲେ କାରଣ ଗୁରୁ ଶିଷ୍ୟ ସଂପର୍କ ଏକ ପବିତ୍ର ସଂପର୍କ ଏପରି ସଂପର୍କକୁ ବଦନାମ କରିବାକୁ କଣ ତାଙ୍କୁ ଭଲ ଲାଗୁଛି ।