ସାବଧାନ..ଆଇଁଷ ଖାଇଲେ ସାପ ମାରିଦେବ , ଏଠି ଆଇଁଷ ଖାଇବା ତ ଦୂରର କଥା ଏଠି ଆଇଁଷ ପସେନି… ଦେଖନ୍ତୁ ଭୟଙ୍କର ଭିଡ଼ିଓ

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ କିଛି ଏଭଳି ଘଟଣା ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ | ଆଉ ଏଠାରେ ସେହିଭଳି ଏକ ଘଟଣା ଟି ଦେଖିବାକୁ ମିଳିଛି ଆଉ ଯେଉଁଠି ଗାଁ ରେ ରହୁଥିବା ଲୋକ ମାନେ ଆଇଁସ ଖାଇ ନ ଥାନ୍ତି କି ଆମିଷ ଗାଁ କୁ ପିଶାନ୍ତି ନାହିଁ | ଆଉ ଗୋଟିଏ କଥା ମ ଧ୍ୟ ଗାଁ ରେ ରହିଛି କି କିଏ ଆମିଷ ଖାଇବ ତାକୁ ସାପ ଦଂସନ କରିବ ବୋଲି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଏହି ଖବର ଟି ଉପରେ ଟିକିଏ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବେଷ୍ଠ ଶାଳିଆ ଗ୍ରାମରେ | ଆଉ ଯେଉଁଠି କୁହାଯାଉଛି କି ଏହି ଗାଁ ଭୁବନ ସାହି ସବୁ ସ୍ଥାନ ମାନଙ୍କ ଠୁ ନିଆରା ବୋଲି କୁହାଯାଉଛି | ଆଉ ଯେଉଁ ଗ୍ରାମରେ ପ୍ରାୟ 60 ପରିବାର ରହିଥାନ୍ତି | ଆଉ ଏହି ପାରିବର ରେ ରହିଥିବା ସମସ୍ତେ ଗୋଟିଏ ଧର୍ମ ର, ଆଉ ଗୋପାଳ ବୌଷ୍ଣବ ଧର୍ମ ର ଲୋକ ମାନେ ମଧ୍ୟ ସେହି ଗାଁ ରେ ବାସ କରନ୍ତି ବୋଲି କୁହାଯାଇଛି |

ଆଉ ଯେଉଁଠି ଦେଖିବାକୁ ମିଳିଛି କି ସେହି ଗାଁ ର ପୂର୍ବ ଦିଗରେ ରହିଛି ସୁନାଝରି ରାଧାକୃଷ୍ଣ ଙ୍କ ର ମନ୍ଦିର | ଆଉ ଯେଉଁଠି ଦେଖିବାକୁ ମିଳିଛି କି ସେହି ଗାଁ ରେ ପୂର୍ବ ପୁରୁଷ ମାନଙ୍କ ପାଖରୁ ଗୋଟିଏ ନିୟମ ରହିଛି | ଆଉ ସେହି ଗାଁ ରେ ସମସ୍ତେ ନିରାମିଷ ଖାଇଥାନ୍ତି | ଗାଁ ଭିତରକୁ ମାଛ, ମାଂସ ର ଦୂରରେ ଥାଉ ପିଆଜ ଆଉ ରସୁଣ ବି ପଶି ନ ଥାଏ ବୋଲି କୁହାଯାଇଛି | ଆଉ ଯାହା କୁହାଯାଉଛି କି ସେହି ଗାଁ କୁ ଗୋଟିଏ ମାଛ ଵାଲା ପଶି ଆସିଥିଲା ଆଉ ଗାଁ ଟିକୁ ଆମିଷ ମଧ୍ୟ କରି ଦେଇଥିଲା | ଆଉ ଯାହା ଫଳରେ ଗାଁ ରେ ଥିବା ଗୋଟିଏ ଗଛ ରେ ଗୋଖର ସାପ ତାଙ୍କୁ କାମୁଡ଼ିବା ପାଇଁ ଗୋଡ଼ାଇ ଥିଲା |

ତେବେ ଯାହା କୁହାଯାଉଛି ମଣିଷ ତ ଦୂରର କଥା ଏହି ଗାଁ ରେ ରହିଥିବା କୁକୁର ଆଉ ବିଲେଇ ମଧ୍ୟ ମାଛ ଖାଇ ନ ଥାଏ | ଆଉ ବିବାହ ହେଉ କି ମୃତାହ ସବୁଥିରେ ନିରାମିଷ ହୁଏ | ଗାଁ ର ପୁଅ ମାନେ ଯେଉଁମାନେ ବାହାରେ ରୁହନ୍ତି ସେମାନେ ମଧ୍ୟ ନିରାମିଷ ନିଜେ ରାନ୍ଧିକି ଖାଇଥାନ୍ତି ବୋଲି କୁହାଯାଇଛି | ଆଉ ଏହି ନିଆରା ଗାଁ ର କଥା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment