କାର୍ତ୍ତିକ ପୂର୍ଣ୍ଣିମାରେ ପୁଣି ଏମାନେ ବିରିୟାନୀ ଖାଇବେ… “ହେତୁବାଦୀ ମାନେ ବିଜ୍ଞାନ କଥା କହୁଛନ୍ତି..ନିଜ ପୁଅ ଝିଅଙ୍କର ବିବାହ କରିବେ ନା ଉଠେଇକି ନେଇଆସିବେ, ଦେଖନ୍ତୁ VIDEO

ହଁ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚା ହେବାରେ ଲାଗିଛି ସେହି ଗୋଟିଏ କଥା ତାହା ହେଉଛି ଆମର ସଂସ୍କୃତି ଆଉ ପରମ୍ପରା କୁ ପଛରେ ପକାଇ ହେତୁବାଦୀ ମାନେ ନିଜ ମନ ଇଚ୍ଛା କେଉଁଭଳି ଭାବରେ ସଂସ୍କୃତି ବିରୋଧ ରେ ପ୍ରତିବାଦ କରିବାକୁ ଲାଗିଥିଲେ | ଆଉ ସେମାନଙ୍କ କହିବା କଥା କି ବିଜ୍ଞାନ କୁ ମାନିବା ପାଇଁ ଆଉ ସଂସ୍କୃତି ପରମ୍ପରା କୁ ନ ଦେଖିବା ପାଇଁକି | ଆଉ ଯେଉଁଥିପାଇଁ ସେହି କଥା ବିରୋଧରେ ପ୍ରତିବାଦ କରିବା ସହିତ କିଛି ଏଭଳି କଥା କହିଛନ୍ତି ଯୁବକ ଜନଙ୍କ ଯାହା ବିଷୟରେ ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ କି ଗତ 25 ତାରିଖରେ ହୋଇଥିଲା ମହା ଜାଗତିକ ସୂର୍ଯ୍ୟ ପରାଗ |. ଆଉ ଯେଉଁଥିରେ ଜ୍ୟୋତିଷ ଶାସ୍ତ୍ର ସହିତ ଆମ ହିନ୍ଦୁ ସଭ୍ୟତା ଆଉ ପରମ୍ପରା ଅନୁସାରେ ଗ୍ରହଣ ଲାଗିବ ସମୟରେ ପାକ କୁ ନିଷେଧ କରିବା ପାଇଁ ଲୋକ ମାନଙ୍କୁ କୁହାଯାଉଥିଲା | ଆଉ ଏହିଭଳି ସମୟରେ ହେତୁବାଦୀ ସଂଗଠନ ତରଫରୁ ଚିକେନ ବିରିୟାନୀ ର ବ୍ୟବସ୍ଥା କରାଯାଇଥିଲା | ତାହା ସହିତ ବିରିୟାନୀ କୁ ଖାଇବା ସହିତ ସଂସ୍କୃତି କୁ ମାନି ବିଜ୍ଞାନ ଉପରେ ଗୁରୁତ୍ୱ ଦେବାକୁ କହିଥିଲେ ସଂଗଠନ ର କର୍ମକର୍ତ୍ତା ମାନେ |

ସେହି କଥା କୁ ନେଇକି ବର୍ତ୍ତମାନ ସାରା ରାଜ୍ୟରେ ପ୍ରତିକ୍ରିୟା ଚାଲିଥିବା ବେଳେ ଏହି ବିଷୟରେ ମୁହଁ ଖୋଲିଛନ୍ତି ଜଣେ ଯୁବକ | ଆଉ ସେ କହିଛନ୍ତି ଏକ ଅତ୍ୟନ୍ତ ଲଜ୍ୟାକର କଥା ଅଟେ | ଯଦି ଆପଣ ସଂସ୍କୃତି କୁ ମାନୁ ନାହାନ୍ତି ତାହେଲେ ଆପଣ ଙ୍କର ବାପା ଆଉ ମା କଣ ବିବାହ କରି ନ ଥିଲେ କି, ସେମାନେ କଣ ଉଠି ଆସି ଘରେ ରହୁଛନ୍ତି ବୋଲି କିଛି ପ୍ରଶ୍ନ କରିଛନ୍ତି ଯୁବକ ଜଣକ |ତାହା ବ୍ୟତୀତ ଯୁବକ ଜଣକ ଆହୁରି ମଧ୍ୟ କହିଛନ୍ତି କି ଆପଣ ଙ୍କର ସ୍ତ୍ରୀ ଯିଏକି ଆପଣ ଙ୍କୁ ବିବାହ କରିଛନ୍ତି ସେ କଣ ମୁଣ୍ଡରେ ସିନ୍ଦୁର ଲଗାଉ ନାହାନ୍ତି କି |

ଆଉ ଯଦି ଲଗାଉଛନ୍ତି ତାହେଲେ କାହିଁକି ଲଗାଇଛନ୍ତି କଣ ବିଜ୍ଞାନ ଆପଣ ଙ୍କୁ କହିଥିଲା କି ସେମିତି କରିବା ପାଇଁ | ଆଉ ଯଦି ଆପଣ ସଂସ୍କୃତି କୁ ମାନୁ ନାହାନ୍ତି ତାହେଲେ ଆପଣ ଙ୍କ ପୁଅ ଝିଅ ମାନଙ୍କୁ ବିବାହ ନ କରି ଛାଡ଼ି ଦିଅନ୍ତୁ ଆଉ ସେମାନଙ୍କର ପରିବାର ଗଢିବାକୁ କୁହନ୍ତୁ | ଆଉ ଯେଉଁ କାର୍ତ୍ତିକ ମାସରେ ପୁଣି ବିରିୟାନୀ ଖାଇବା କଥା କହୁଛନ୍ତି ତେବେ ତାହାକୁ ନେଇକି ଯୁବକ ଜଣକ କହିଛନ୍ତି କି ଯେତେବେଳେ ବ୍ରହ୍ମଣ ମାନଙ୍କର ଅବିଶାପ ପଡିବ ତେବେ ସେଥିରି କେହି ରକ୍ଷା କରି ପାରିବେନି | ତେଣୁ ଏମିତି ଭୁଲ କରନ୍ତି ନାହିଁ ବୋଲି କହିଛନ୍ତି | ଯାହା ଏବେ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡିଆରେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment