ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ମହିଳା ମାନଙ୍କର ଗୋଟିଏ ମାତ୍ର ଇଚ୍ଛା ସବୁବେଳେ ରହିଥାଏ ତାହା ହେଉଛି କି ସେମାନେ ସବୁବେଳେ ବିବାହ ପରେ ମା ହେବାକୁ ଚାହିଁଥାନ୍ତି ଓ ସନ୍ତାନ ଟିଏ ପାଇଁ ମଧ୍ୟ ଆଶା ରଖିଥାନ୍ତି | କିନ୍ତୁ ଆମର କେତେକ ଭୁଲ କାମ ଯୋଗୁଁ ତାହା ହୋଇ ପାରେ ନାହିଁ | ଅନେକ ସମୟରେ ମହିଳା ମାନଙ୍କର ମିସକେରେଜ ର ସମ୍ଭାବନା ମଧ୍ୟ ରହିଥାଏ | ତେବେ ଆଜି ଆମେ ଜାଣିବା କି ପ୍ରେଗନେଟ ହେବା ପରେ ଜଣେ ମହିଳା ନିଜର ଓ ନିଜ ଶିଶୁ ର କେଉଁ ଭଳି ଭାବରେ ଯତ୍ନ ନେଇ ପାରିବ | ଆଉ ସେଥିପାଇଁ ଆମକୁ କେଉଁ କେଉଁ କାର୍ଯ୍ୟ ଉପରେ ବିଶେଷ ଭାବରେ ଧ୍ୟାନ ଦେବା ପାଇଁ ପଡିବ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ବିଶେଷ ଭାବରେ ଆପଣ ମାନେ ଜାଣିଥିବେ କି ମହିଳା ମାନେ ପ୍ରେଗନେଟ ହେବା ପରେ ଡେଲିଭାରୀ ସବୁବେଳେ ନର୍ମାଲ ହେବା ପାଇଁ ଆଶା କରିଥାନ୍ତି | ଆଉ ସେଥିପାଇଁ ପୁରୁଣା ଯୁଗ ର ଲୋକ ମାନେ କହିଥାନ୍ତି କି ଯେମିତି କାମ କରୁଛୁ ସେମିତି କାମ କରିବାକୁ | କିନ୍ତୁ ଆମର ମନେ ରଖିବା ଉଚିତ କି ଡେଲି ଭାରୀ ର ପ୍ରଥମ 3 ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ | ଆଉ ସେହି ସମୟରେ ମିସ କେରେଜ ର ମଜ୍ଞ ସମ୍ଭାବନା ରହିଥାଏ | ତେଣୁ ସେହି ସବୁ ପ୍ରତି ଆମର ବିଶେଷ ଭାବରେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି |
କଣ କରିବେ ପ୍ରେଗନେଟ ଥିବା ସମୟରେ :-
ତାହା ସହିତ କୁହାଯାଉଛି କି ପ୍ରେଗନେଟ ଥିବା ସମୟରେ ଆପଣ ମାନେ ପ୍ରଥମ 3 ମାସ ଶାରୀରିକ ସମ୍ପର୍କ ରଖିବେ ନାହିଁ ଯାହା ଯୋଗୁଁ ମିସ କେରେଜ ହେବାର ସମ୍ଭାବନା ଥାଏ | ଏହା ସହିତ କୁହାଯାଉଛି କି ପେନ କ୍ଳିଅର ର ସେବନ ମଧ୍ୟ ଆଦୁ କରିବା ନାହିଁ ଯାହାର ସିଧା ପ୍ରଭାବ ଶିଶୁ ଉପରେ ପଡିଥାଏ ବୋଲି କୁହାଯାଉଛି | ଏହା ସହିତ ପ୍ରେଗନେଟ ମହିଳା ମାନଙ୍କର ପ୍ରେଗ୍ନେସି ସମୟରେ ଅଧିକ ଦୁର୍ବଳ ଲାଗିଥାଏ ସେଥିପାଇଁ ଆପଣ ମାନେ କାମ ସହିତ ରେଷ୍ଟ ନେବାର ମଧ୍ୟ ଆବଶ୍ୟକତା ରହିଛି |
ତାହା ବ୍ୟତୀତ କୁହାଯାଉଛି କି ଏମାନେ ଅଧିକ ଭାରୀ ଜିନିଷ ଉଠାଇବା ଅନାବଶ୍ୟକ ହୋଇଥାଏ | ତାହା ସହିତ ଅଧିକ ସମୟ ୱାକ ମଧ୍ୟ କରିଲେ ତାହାର ପ୍ରଭାବ ପଡିଥାଏ ଶିଶୁ ଉପରେ | ତେବେ ଆପଣ ମାନେ କଣ୍ଟି ନିଉଆସ ଚାଲିବା ଵା ବସିବା ଉଚିତ ନୁହଁ | ଯାହା ଦ୍ୱାରା ଆପଣ ମାନଙ୍କର ପିଲା ଉପରେ ଏହାର ପ୍ରଭାବ ପକାଇବାର ଆବଶ୍ୟକତା ରହିଥାଏ ବୋଲି ମଧ୍ୟ କୁହାଯାଉଛି | ଏହା ଛଡ଼ା ଆପଣ ମାନେ ପ୍ରେଗନେଟ ଥିବା ବେଳେ ସବୁ କାର୍ଯ୍ୟ କୁ ଧୀରେ ଧୀରେ କରିବା ଆବଶ୍ୟକ ହୋଇଥାଏ |
ତେବେ ଏହା ଥିଲା ପ୍ରେଗ୍ନେସି ସମୟରେ ମହିଳା ମାନେ କେଉଁ କେଉଁ କାର୍ଯ୍ୟ ପ୍ରତି ଧ୍ୟାନ ଦେବେ ସେ ବିଷୟରେ ସମ୍ପୂର୍ଣ୍ଣ ସୂଚନା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।