Odisha News Portal

ଗୋଟିଏ ରୁମାଲ ର ଚାରୋଟି କୋଣ, ଗୋଟିଏ କୋଣ କାଟିଦେଲେ ଆଉ କେତେ ରହିବ ?୯୯% ଲୋକ ଭୁଲ ଉତ୍ତର ଦେଇଛନ୍ତିସାହସ ଅଛି ତ ଉତ୍ତର ଦିଅ

ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ମାନେ କେବଳ ପୁସ୍ତକଗତ ଜ୍ଞାନ ଉପରେ ଗୁରୁତ୍ୱ ଦେଉଛନ୍ତି। ଫଳରେ ସେମାନେ କେଵଳ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି। କିନ୍ତୁ ବର୍ତ୍ତମାନର ପ୍ରତିଯୋଗି ଦୁନିଆରେ ସେମାନଙ୍କ ସ୍ଥାନ ପଛରେ ରହିଯାଉଛନ୍ତି କିମ୍ବା କୌଣସି ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁରେ ମଧ୍ୟ ଭଲଭାବରେ ଉତ୍ତର ଦେଇ ପାରୁନାହାନ୍ତି ଏବଂ ବିଫଳ ହେଉଛନ୍ତି। ବିଫଳ ହେବାର ଏକ ମାତ୍ର କାରଣ ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁନାହାନ୍ତି।

ତେଣୁ ଆଜିକାଲିର ଦୁନିଆରେ ଚଳିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖିବା ପାଇଁ ପଡ଼ିବ। ଆଜି ଆମେ ଆପଣଙ୍କୁ ଦେଶ ଦୁନିଆ ସମ୍ପର୍କିତ କିଛି ଚତୁର ପ୍ରଶ୍ନ ଏବଂ ତା ସହିତ ଉତ୍ତର ମଧ୍ୟ କହିବୁ ଏହି ପ୍ରଶ୍ନ ଆଗରୁ କେବେବି ଶୁଣିନଥିବେ ଯାହା ଫଳରେ ଆପଣଙ୍କର ଜ୍ଞାନ ଭଣ୍ଡାର ବୃଦ୍ଧି ପାଇବ ଏବଂ ପ୍ରତିଯୋଗିତା ପରୀକ୍ଷାରେ ମଧ୍ୟ ଆସିପାରେ। ତେବେ ଆସନ୍ତୁ ଜାଣିବା ଦେଶ ଦୁନିଆ ସମ୍ପର୍କୀୟ ଚତୁର ପ୍ରଶ୍ନ;

(୧) ପ୍ରଶ୍ନ:- କେଉଁ ମେରୁଦଣ୍ଡି ପ୍ରାଣୀର ଦାନ୍ତ ନଥାଏ ?

ଉତ୍ତର: ଶୁଆ।

(୨) ପ୍ରଶ୍ନ:- କେଉଁ ପକ୍ଷୀକୁ ଶାନ୍ତିର ପ୍ରତୀକ ଭାବରେ ଗ୍ରହଣ କରାଯାଇଛି ?

ଉତ୍ତର: କପୋତ (ପାରା)

(୩) ପ୍ରଶ୍ନ:- କେଉଁ ପକ୍ଷୀ ଭୂମିକୁ ସ୍ପର୍ଶ କରି ନଥାଏ ?

ଉତ୍ତର: ବାଦୁଡି।

(୪) ପ୍ରଶ୍ନ:- କେଉଁ ପକ୍ଷୀର ଅଣ୍ଡା ସବୁଠାରୁ ବଡ ଅଟେ ?

ଉତ୍ତର: ଓଟ ପକ୍ଷୀ।

(୫) ପ୍ରଶ୍ନ:- ଭାରତ ଓ ଚିନ ମଧ୍ୟରେ କେବେ ଯୁଦ୍ଧ ହଇଥିଲା

ଉତ୍ତର: ୧୯୬୨ ମସିହା।

(୬) ପ୍ରଶ୍ନ:- ଭାରତ ଓ ପାକିସ୍ତାନ ମଧ୍ୟରେ କେବେ ଯୁଦ୍ଧ ହୋଇଥିଲା

ଉତ୍ତର: ୧୯୬୫ ମସିହା।

(୭) ପ୍ରଶ୍ନ:- ବଙ୍ଗଳା ଦେଶକୁ ସମର୍ଥନ କରି କେବେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା।?

ଉତ୍ତର: ୧୯୭୧ ମସିହା।

(୮) ପ୍ରଶ୍ନ:- ୧୯୪୪ ମସିହାରେ ବ୍ରିଟେନ ଓ ପାକିସ୍ତାନ ମଧ୍ୟରେ କେଉଁ ଯୁଦ୍ଧ ହୋଇଥିଲା ?

ଉତ୍ତର: ପ୍ରଥମ ବିଶ୍ୱ ଯୁଦ୍ଧ।

(୯) ପ୍ରଶ୍ନ:- ଉଦ୍ଭିଦ ମଧ୍ୟରେ ଜଳ ସଂବାହିତ କାହା
ଦ୍ୱାରା ହୋଇଥାଏ ?

ଉତ୍ତର: ଜାଇଲେମ।

(୧୦) ପ୍ରଶ୍ନ:- ଉଦ୍ଭିଦର ଖାଦ୍ୟ ପରିବହନ କାହା ଦ୍ୱାରା ହୋଇଥାଏ ?

ଉତ୍ତର: ଫ୍ଲେଏମ।

(୧୧) ପ୍ରଶ୍ନ:- ଖାଦ୍ୟ ପ୍ରସ୍ତୁତି ସମୟରେ ଉଦ୍ଭିଦ ବାୟୁରୁ କଣ ଗ୍ରହଣ କରିଥାଏ ?

ଉତ୍ତର: ଅଙ୍ଗାରକାମ୍ଳ ଗ୍ୟାସ।

(୧୨) ପ୍ରଶ୍ନ:- କେଉଁ ଜୀବ ତାର ମୁହଁରେ ଛୁଆ ଜନ୍ମ କରିଥାଏ ?

ଉତ୍ତର: ଗ୍ୟାସଟ୍ରିକ ବ୍ରୋଡିଂ ଫ୍ରଗ।

(୧୩) ପ୍ରଶ୍ନ:- ଗୋଟିଏ ରୁମାଲ ର ଚାରୋଟି କୋଣ, ଗୋଟିଏ କୋଣ କାଟିଦେଲେ ଆଉ କେତେ ରହିବ ?

ଉତ୍ତର: ୫ ଟି।

(୧୪) ପ୍ରଶ୍ନ:- କଞ୍ଚା ବେଳେ ଡାକନ୍ତି ଗୋଟିଏ ନାଁ। ଶୁଖିଲା ପରେ ଡାକନ୍ତି ଆଉ ଗୋଟିଏ ନାଁ। ତାହା କଣ ?

ଉତ୍ତର: ପଇଡ ଏବଂ ନଡ଼ିଆ।

(୧୫) ପ୍ରଶ୍ନ:-ଜାତୀୟ କଂଗ୍ରେସ କେବେ ଗଠିତ ହୋଇଥିଲା ?

ଉତ୍ତର: ୧୮୮୫ ମସିହା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।