ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ସବୁବେଳେ କିଛି ନା କିଛି ନୂଆ ନୂଆ ଘଟଣା ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଘଟଣା ଟି ସାମ୍ନା କୁ ଆସିଛି ତାହା କୁ ଦେଖିଲେ ଆପଣ ମାନେ ହୁଏତ ଆଶ୍ଚର୍ଯ୍ୟ ହୋଇ ଯାଇଛି ପାରନ୍ତି କିନ୍ତୁ ଘଟଣା ଟି ସତ | ଆପଣ ଅନେକ ପ୍ରକାରର ବିବାହ ଦେଖିଥିବେ ଆଉ ଜାଣିଥିବେ ବିବାହ ଗୁଡିକ ବିଷୟରେ, ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ବାହାଘରର, ସେଠାରେ ଦେଖା ଯାଇଛି କି ଗୋଟିଏ ବର ମାତ୍ର ସେ ବିବାହ କରୁଥିବା କନ୍ୟା ହେଉଛନ୍ତି 2 ଜଣ | ଆଉ ଗୋଟିଏ ବର କୁ ବିବାହ କରୁଛନ୍ତି ଦୁଇ ଭଉଣୀ | ତାହେଲେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଆଶ୍ଚର୍ଯ୍ୟ ନିୟ ଘଟଣା ଟି ଦେଖିବାକୁ ମିଳିଥିଲା ମହାରାଷ୍ଟ୍ର ରେ | ଆଉ ଯେଉଁଠାରେ ଏକ ବିବାହ ର ଆୟୋଜନ ହୋଇଥିଲା | ଆଉ ଯାହା ଦେଖିବାକୁ ମିଳିଥିଲା କି ବେଶ ଧୁମ ଧାମ ରେ ମଧ୍ୟ ବିବାହର ଫାଂକ୍ସନ ଟି ଚାଲିଥିଲା | ତେବେ ସେଠାରେ ଦେଖିବାକୁ ମିଳିଥିଲା ଏକ ଆଶ୍ଚର୍ଯ୍ୟ କର କଥା ଆଉ ଯେଉଁଠି ବର ଜଣେ ଥିଲେ, ମାତ୍ରେ ବର କୁ ବିବାହ କରିବାକୁ ଥିବା କନ୍ୟା ଥିଲେ 2 ଜଣ | ସେହି କନ୍ୟା ଦୁଇଜଣ ଆଉ କେହି ନୁହନ୍ତି ସେମାନେ ଦୁଇ ଭଉଣୀ ବୋଲି ମଧ୍ୟ କୁହାଯାଉଛି |
ଯାହା ଜଣା ପଡିଛି କି ଭଉଣୀ ଦୁଇଜଣ ହେଉଛନ୍ତି ଟୁଇନ୍ସ, ଆଉ ସେମାନେ ବୃତ୍ତି ରେ ଇଞ୍ଜିନିଅର ଭାବରେ କାମ କରନ୍ତି | ତେବେ ବିବାହ କରୁଥିବା ପୁଅ ଜଣଙ୍କ ହେଉଛନ୍ତି ଜଣେ ବ୍ୟବସାୟ | ଯାହା ଜଣା ପଡିଛି କି ସେହି ପୁଅ ଜଣଙ୍କୁ ଦୁଇ ଭଉଣୀ ଏକ ସାଙ୍ଗରେ ଭଲ ପାଇ ଯାଇଥିଲେ | ଆଉ ପରେ ଯେତେବେଳେ ଏହି କଥା ଟି ଜାଣିବାକୁ ପାଇଥିଲେ ସେତେବେଳେ ସେମାନେ ବିବାହ କରିବେ ବୋଲି ସ୍ଥିର କରିଥିଲେ | ଶେଷରେ ସେମାନେ ନିଷ୍ପତ୍ତି ନେଇଥିଲେ କି ଗୋଟିଏ ଵର କୁ ଦୁଇଜଣ ବିବାହ କରିବେ ଆଉ ସାଙ୍ଗ ହୋଇକି ରହିବେ |
ତେବେ ଏହି କଥାରେ ପୁଅ ମଧ୍ୟ ଦୁଇଜଣ ଙ୍କୁ ବିବାହ କରିବାରେ ରାଜି ଥିଲେ ତାହା ସହିତ ପୁଅ ଓ ଝିଅ ଙ୍କ ଘର ଲୋକ ମଧ୍ୟ ସେମାନଙ୍କ କଥା ରେ ରାଜି ଥିଲେ ବୋଲି କୁହାଯାଉଛି | ଆଉ ଯେଉଁଥିପାଇଁ ବର୍ତ୍ତମାନ ସେମାନଙ୍କ ବାହାଘର ବେଶ ସୁନ୍ଦର ଭାବରେ ଆୟୋଜିତ ହେଉଛି ବୋଲି କୁହାଯାଇଛି | ଆଉ ଗୋଟିଏ ବର କୁ ଦୁଇଜଣ ବରଣ ମାଳା ଦେଉଥିବାର ଜଣା ପଡିଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।