Beauty Tips – ଗୋଟେ ଦିନରେ ମାତ୍ର ଥରେ ଲଗାନ୍ତୁ ହୁହେଁ ଏତେ ଗୋରା ହୋଇଯିବ ଆପଣ ବିଶ୍ୱାସ କରି ପାରିବେନି..

ତେବେ ବନ୍ଧୁ ଗଣ ଧୂଳିମାଟି ଓ ପ୍ରଦୂଷଣର କାରଣରୁ ଆମ ତ୍ୱଚା କଳା ପଡିବାକୁ ଆରମ୍ଭ ହୋଇଥାଏ | ଯାହା ଫଳ ରେ ଆମ ମୁହଁରେ ଥିବା ତେଲୁଆ ଅଂଶ ଟି ଏହି ପ୍ରଦୂଷଣ କାରଣରୁ ତ୍ୱଚାର ଅନେକ ସମସ୍ୟା ସୃଷ୍ଟି ହେବା ସହ ସୌନ୍ଦର୍ଯ୍ୟ ହ୍ରାସ ହେବା ଭଳି ଅନୁଭବ ହୋଇଥାଏ ଓ ବ୍ରଣ ଭଳି ସମସ୍ୟା ସୃଷ୍ଟି ହେଇଥାଏ ତେବେ ଏହି ସମସ୍ୟା ଦୂର କରିବା ପାଇଁ କିଛି ଘରେଇ ଉପଚାର ପ୍ରସ୍ତୁତି ବିଷୟରେ ଆଲୋଚନା କରିବା | ତେବେ ଏଥି ପାଇଁ ସର୍ବ ପ୍ରଥମେ ଆପଣଙ୍କୁ କିଛି ସାମଗ୍ରୀ ର ଅବଶ୍ୟକ ପଡିବ ସେଗୁଡିକ ହେଉଛି,ଏକ ଚାମଚ ଏଲବେରା ଜେଲ, ଏକ ଚାମଚ ବେସନ ଗୁଣ୍ଡ ଓ ତା ସହିତ ଏକ ଅଳ୍ପ ପରିମାଣ ର ନାଇଟ କ୍ରିମ ଯାହା ଆପଣଙ୍କ ଚେହେରାକୁ ଗୋରା କରିବାରେ ସାହାଯ୍ୟ କରିଥାଏ |
ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଏହାର ପ୍ରସ୍ତୁତି ବିଷୟରେ ଜାଣିବା |

ଆବଶ୍ୟକୀୟ ଉପକରଣ :-

ଏଲୋବେର, ବେସନ,ନାଇଟ କ୍ରିମ

ପ୍ରସ୍ତୁତି ପ୍ରଣାଳୀ :-

ତେବେ ଦର୍ଶକ ବନ୍ଧୁ ଏହି ଘରେଇ ଉପଚାର ଟି ପ୍ରସ୍ତୁତି ପାଇଁ ଆପଣଙ୍କୁ ସର୍ବେପ୍ରଥମେ ଗୋଟିଏ ଛୋଟ ଗିନା ରେ ଏକ ଚାମଚ ଏଲବେରା ଜେଲ ଏହା ଆପଣ ମାର୍କେଟ ରୁ ଆଣି ବ୍ୟବହାର କରିପାରିବେ ନହେଲେ ଘରେ ଯଦି ଥାଏ ତାହାଲେ ପ୍ରସ୍ତୁତ କରିପାରିବେ | ଏହା ପରେ ସେଥିରେ ଏକ ଚାମଚ ବେସନ ର ଗୁଣ୍ଡ ଭଲ ଭାବରେ କିଛି ସମୟ ମିକ୍ସ କରନ୍ତୁ | ଏହା ମିକ୍ସ ହେଇସାରିବା ପରେ ଏଥିରେ ଏକ ଚାମଚ ନାଇଟ କ୍ରିମ କୁ ମଧ୍ୟ ଭଲ ଭାବରେ ମିକ୍ସ କରନ୍ତୁ | ଏହି କ୍ରିମ କୁ ମିକ୍ସ କରିବା କିଛି ସମୟ ପରେ ଦେଖିବେ ଏହାର ରଙ୍ଗ ପରିବର୍ତ୍ତନ ହେବାକୁ ଲାଗିବ | ସେତେବେଳେ ଏହାକୁ କିଛି ସମୟ ସେମିତି ରଖିସାରିବା ପରେ ଏହାକୁ ଆପଣଙ୍କ ମୁହଁରେ ବ୍ୟବହାର କରନ୍ତୁ |

ବ୍ୟବହାର :-

ତେବେ ବନ୍ଧୁଗଣ ଏବେ ଆପଣ ପ୍ରସ୍ତୁତ କରିଥିବା ଘରେଇ ଉପଚାରଟିକୁ ପ୍ରତ୍ୟେକ ଦିନ ଆପଣଙ୍କ ମୁହଁରେ ଲଗାନ୍ତୁ | ଏହାକୁ ଲଗାଇବା ପରେ କିଛି ସମୟ ଏହାକୁ ସେମିତି ଛାଡି ଦିୟନ୍ତୁ | ତାପରେ ଏହାକୁ ଭଲ ଭାବରେ ଧୋଇଦିୟନ୍ତୁ ଏକ ସପ୍ତାହ ପର୍ଯ୍ୟନ୍ତ ଆପଣ ଏହି ଘରେଇ ଉପଚାର ଟିକୁ ଗାଧେଇବା ସମୟରେ ଆପଣଙ୍କ ମୁହଁରେ ଭଲ ଭାବରେ ଲଗାନ୍ତୁ ଓ ଏହାକୁ 10 ରୁ 15 ମିନିଟ ପର୍ଯ୍ୟନ୍ତ ସେମିତି ରଖନ୍ତୁ ଓ ତାପରେ ଆପଣଙ୍କ ମୁହଁକୁ ପରିସ୍କାର ଭାବରେ ଧୋଇଦିୟନ୍ତୁ | ଦେଖିବେ ଦର୍ଶକ ବନ୍ଧୁ ମାତ୍ର ଅଳ୍ପ ଦିନ ମଧ୍ଯ ରେ ଏହା ଆପଣଙ୍କ ମୁହଁକୁ ଗୋରା ଓ ସୁନ୍ଦର କରିବାରେ ସାହାଯ୍ୟ କରିବ |

ତେବେ ଏହା ଥିଲା ମୁହଁକୁ ଗୋରା ଓ ସୁନ୍ଦର ଓ ଚମକୁଥିବା ତ୍ୱଚା କରିବାର ସହଜ ଓ ଘରେଇ ଉପଚାର |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment