ଭାଇରାଲ ଜ଼ମାଟୋ ( Zomato ) ବୟ ଙ୍କ ଭିଡ଼ିଓ ନିଆଁ ଭଳି ହେଉଛି Viral …

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ଏଭଳି କ୍ୱିଛୋ ଘଟଣା ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମକୁ ବହୁତ ଆଶ୍ଚର୍ଯ୍ୟ ଲାଗିଥାଏ | ତେବେ ଆଜି କାଲିର ପ୍ରେମ ସମ୍ପର୍କ କଥା ତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ | ଆଉ ଦେଖିବାକୁ ମିଳିଥାଏ କି ଅନେକ ସମୟରେ ଆଜି କାଲି ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମ ଲୀଳା ଚାରିଆଡେ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥାଏ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ହେଉଛି ଜମାଟ ବୟ ଓ ଏକ ଯୁବତୀ ର ପ୍ରେମ ସମ୍ପର୍କ ସମୟର କେତେକ ଭିଡ଼ିଓ ଯାହା ସିସି ଟିଭି ରେ ରେକର୍ଡ ହେଉଥିବାର ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଟି ଉପରେ ନଜର ପକାଇବା |

ସାଧାରଣତଃ ଆଜି କାଲି ପୁଅ ଝିଅ ମାନଙ୍କର ପାଖରେ ପ୍ରେମ କରିବା ଛଡା ଆଉ କିଛି କାମ ଦେଖିବାକୁ ମିଳୁନି | ଆଉ ପ୍ରେମ କରି ରାସ୍ତା ଘାଟ ଯେଉଁଠି ପାରୁଛନ୍ତି କିସ ପାଖରୁ ଆରମ୍ଭ କରିକ ସବୁ କାମ କରୁଛନ୍ତି | ତେବେ ଅନେକ ସମୟରେ ଆପଣ ମାନେ ଦେଖିବାକୁ ପାଉଥିବେ କି ହଷ୍ଟେଲ ରେ ବା ମେସ ରେ ରହୁଥିବା ପୁଅ ଝିଅ ମାନେ ଖାଦ୍ୟ ପାଇଁ ଆଉ କଷ୍ଟ କରୁ ନାହାନ୍ତି କାରଣ ଅନଲାଇନ ଜରିଆରେ ଜମାଟ ମାଧ୍ୟମରେ ଖାଇବା ଅଡର କରୁଛନ୍ତି ଓ ସୁବିଧାରେ କମ ସମୟରେ ଖାଇବା ପାଇ ଯାଉଛନ୍ତି |

ତେବେ ସିସି ଟିଭି ରେ ରେକଡ଼ ହୋଇଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ଏକ ଜମାଟ ବୟ ଜଣଙ୍କ ଏକ ଗାର୍ସ ମେସ ପାଖରେ ଛିଡା ହୋଇଛନ୍ତି ଆସିକି ଓ ତାହା ପରେ ସେ ନିଜର ଫୋନ କୁ କାଢ଼ିକି କାହାକୁ ଫୋନ କରୁଥିବାର ନଜର ଆସୁଥିଲେ |ତେବେ ସେ ଆସିବାର କାରଣ ଖାଇବା ଦେବା ନ ଥିଲା ଜମାଟ ବୟ ଜଣଙ୍କ ଝିଅ କୁ ଦେଖା କରିବା ପାଇଁ ଆସିଥିଲେ ଆଉ ତାଙ୍କ ସହିତ ଆଉ କିଛି କରିବା ଉଦେଶ୍ୟ ରେ ଆସିଥିଲେ ବୋଲି କୁହାଯାଉଛି |

ଆଉ ଯେତେବେଳେ ଜମାଟ ବୟ ଜଣଙ୍କ ଆସିଥିଲେ ସେତେବେଳେ ରୁମ ଭିତରୁ ଝିଅ ଜଣଙ୍କ ବାହାରି ଆସି ଜମାଟ ବୟ କୁ ଟାଣି ନେଇଥିଲେ ଆଉ କିଛି ସମୟ ପରେ ପୁଅ ଜଣଙ୍କ ବାହାରକୁ ଆସିଥିଲେ ଆଉ ସେ ଝିଅ ମଧ୍ୟ ଆସିଥିଲେ | ଆଉ ଶେଷରେ ଝିଅ ଜଣଙ୍କ ଜମାଟ ବୟ କୁ କୁଣ୍ଢାଇ ଥିଲେ ଆଉ ତାହା ପରେ ଜମାଟ ବୟ ଜଣଙ୍କ ସେଠାରେ ପଳେଇ ଯାଇଥିବା କଥା କୁହାଯାଉଛି, ଯାହା ସିସିଟିଭି ରେ କୋଏଦ ମଧ୍ୟ ହୋଇଥିବାର ଦେଖିବାକୁ ମିଳିଥିଲା |ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment