Odisha News Portal

ଆଶ୍ଚର୍ଯ୍ୟ ଜନକ ଘଟଣା ! ଗୋଟିଏ ମାସ ଭିତରେ 3 ଥର ପିଲା ଜନ୍ମ କରିଲେ ଏହି ମହିଳା ,ପ୍ରକୃତ ଘଟଣା ଜାଣିବା ପରେ ଆପଣ ମଧ୍ୟ ବିଶ୍ବାସ କରିବାକୁ ବାଧ୍ୟ ହେବେ….

ଗୋଟିଏ ମାସ ଭିତରେ 3 ଥର ପିଲା ଜନ୍ମ କରିଲେ ମହିଳା । ଆଉ ଏହି କଥା ଟି ଆପଣଙ୍କୁ ନିଶ୍ଚିତ ଭାବରେ ଅଜତବ ଲାଗୁ ଥାଇ ପାରେ । କିନ୍ତୁ ଏହି କଥାଟି ହେଉଛି ନିରାଟ ସତ୍ୟ । ଆଉ ଏମିତି ଏକ ଅଜବ ଘଟଣା ଦେଖି କେବଳ ମହିଳା କାହିଁକି ବରଂ ମହିଳା ଙ୍କ ପରିବାର ଲୋକେ ଏବଂ ସଂପୃକ୍ତି ଡାକ୍ତରମାନେ ଏବଂ ହସ୍ପିଟାଲର ଅନ୍ୟ କର୍ମଚାରୀ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ତେବେ କିପରି ଘଟିଲା ଏବଂ ଅଦ୍ଭୁତ ଘଟଣା ? ଆଉ କିପରି ଏହା ସଂମ୍ଭବ ହେଲା ? ସଂମ୍ପୂର୍ଣ୍ଣ ଘଟଣା ଟି ଜାଣିବା ପାଇଂ ଚାହୁଁ ଥିଲେ ଆମର ଏହି ଲେଖା ଟି କୁ ଶେଷ ପର୍ଯ୍ୟନ୍ତ ନିହାତି ଭାବରେ ଥରେ ପଢନ୍ତୁ । ଆସନ୍ତୁ ଜାଣି ନେବା ।

ତେବେ ଆମେ ସମସ୍ତେ ଜାଣିଛନ୍ତି କି ଗୋଟିଏ ପିଲା ଜନ୍ମ ନେବା ପାଇଁ ଶିଶୁ କୁ 9 ମାସ ପର୍ଯ୍ୟନ୍ତ ମାଁ ଗର୍ଭ ରେ ରହିବାକୁ ପଡି ଥାଏ । ଆଉ ଏହା ପରେ ଶିଶୁଟି ଜନ୍ମ ନେଇ ଥାଏ । କିନ୍ତୁ ବାଙ୍ଗଲାଦେଶ ରେ ଜଣେ ମହିଳା ମାତ୍ର ଗୋଟିଏ ମାସ ରେ 3 ଟି ସନ୍ତାନ ଜନ୍ମ କରିଛନ୍ତି ।

ଆଉ ଏହି 20 ବର୍ଷିୟା ମହିଳା ଙ୍କ ନାମ ହେଉଛି ଅରିକା ସୁଲତାନ୍ । ତେବେ ,ସେ ଗୋଟିଏ ମାସ ଭିତରେ 3 ଟି ସନ୍ତାନ କୁ ଅଲଗା ଅଲଗା ସମୟ ରେ ଜନ୍ମ ଦେଇଛନ୍ତି । ଆଉ ଅରିକା ଗୋଟିଏ ସନ୍ତାନ ଜନ୍ମ ଦେବାର 26 ଦିନ ପରେ ପୁଣି ଜାଆଁଳା ସନ୍ତାନ ଜନ୍ମ ଦେଇଛନ୍ତି । ତେବେ ଏପରି ଏକ ବିରଳ ଘଟଣା ଦେଖି ଡାକ୍ତର ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇ ଛନ୍ତି ।

ତେବେ ଏହା କିପରି ସମ୍ଭବ ହେଲା ? ଆଉ ଏହି ଘଟଣା ରେ ଡାକ୍ତର କୁହନ୍ତି ଯେ ତାଙ୍କର ପ୍ରଥମ ସନ୍ତାନ ଜନ୍ମ ବେଳେ ଏମିତି କୌଣସି ସୂଚନା ମିଳି ନଥିଲା ଯେ ମହିଳା ଙ୍କ ଗର୍ଭ ରେ ଆଉ ଦୁଇଟି ପିଲା ବଢୁଛନ୍ତି । ଆଉ ମହିଳା ଜଣଙ୍କ ଡାକ୍ତର ଙ୍କୁ କହିଲେ ଯେ ତାଙ୍କର ପ୍ରଥମ ଡେଲିଭରି ନରମାଲ୍ ହୋଇ ଥିଲା ।

କିନ୍ତୁ ଏହି ସମୟ ରେ ତାଙ୍କ ଗର୍ଭରେ ଆଉ ଦୁଇଟି ସନ୍ତାନ ବଢୁ ଥିବାର ସେ ଜାଣି ନଥିଲେ । ତେବେ ଏହି ଘଟଣା ଏମିତି ଜଣା ପଡିଲା କି ଯେତେବେଳେ ମହିଳାଙ୍କର ପ୍ରଥମ ପିଲା ଜନ୍ମର 26 ଦିନ ପରେ ପୁଣି ଥରେ ପେଟରେ ଯନ୍ତ୍ରଣା ହେଲା । ଏହାପରେ ସେ ଡାକ୍ତର ଙ୍କ ପାଖକୁ ଗଲେ ଏବଂ ଅଲଟ୍ରାସାଉଣ୍ଡ କରିବା ପରେ ଜଣା ପଡିଲା ଯେ ତାଙ୍କ ପେଟରେ ଦୁଇଟି ଗର୍ଭାଶୟ ଥିଲା ଏବଂ 2ୟ ଗର୍ଭାଶୟରେ ଜାଆଁଳା ପିଲା ବଢୁଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।