Odisha News Portal

IAS ପରୀକ୍ଷା ପ୍ରଶ୍ନ !- ଗୋଟିଏ ଝିଅ ଯେତେ ଗୋରୀ ହୋଇଥିଲେ ମଧ୍ୟ ତା ଶରୀର ର କେଉଁ ଜିନିଷ କଳା ହୋଇଥାଏ ? ଉତ୍ତର ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ….

ଆଜି ଆମେ ଆପଣ ମାନଙ୍କୁ କିଛି ପ୍ରଶ୍ନ ସମ୍ବଦ୍ଧରେ ଆଲୋଚନା କରିବୁ , ଯାହାକୁ ଆପଣ ମାନେ ଜାଣିରଖିବା ନିତାନ୍ତ ଆବଶ୍ୟକ । ଆପଣ ମାନେ ତ ଜାଣିଛନ୍ତି କି ଏବେକା ଦୁନିଆରେ ତ କମ୍ପଡିସନ ବହୁତ ଜୋରଦାର ବଝିବାରେ ଲାଗିଛି । ସମସ୍ତ କ୍ଷେତ୍ରରେ ଲୋକମାନେ କିପରି ଆଗକୁ ବଢିବେ ସେ ନେଇ ଚିନ୍ତା କରୁଛନ୍ତି । ସେହିପରି ଶିକ୍ଷା କ୍ଷେତ୍ରରେ ମଧ୍ୟ ଲୋକମାନେ ବହୁତ ଆଗକୁ ଅଗ୍ରସର ହେଲେଣି । ଏବେକା ସମୟରେ ଆପଣ ମାନେ ଯେଉଁଠିକୁ ଯାଆନ୍ତି ପ୍ରଥମେ ଶିକ୍ଷା ଆବଶ୍ୟକ ।

ଏବେ ତ ଦୁନିଆ ଆଧୁନିକ ଯୁଗରେ ପରିଣତ ହେବାରେ ଲାଗିଛି । ତେବେ ଶିକ୍ଷା ମଧ୍ୟ ଆଧୁନିକ ହେବାରେ ଲାଗିଛି । ଅର୍ଥାତ ପ୍ରଥମେ ଆପଣ ମାନେ ଯେ କୌଣସି ଚାକିରୀର ସନ୍ଧାନ କରିବାକୁ ଗଲେ ସେଠାରେ ଆପଣ ମାନଙ୍କୁ ଲିଖିତ ଆକାରରେ ପରୀକ୍ଷା ଦେବା ପାଇଁ ପଡୁଥଲା ମାତ୍ର ଏବେ ତାହା ଅନଲାଇନ ମାଧ୍ୟମରେ ଅର୍ଥାତ ଇଣ୍ଟରଭ୍ୟୁୟ ଦ୍ୱାରା ହୋଇଯାଇଛି ।

ଏବେ ଆପଣ ମାନେ ସମସ୍ତ କାମ ଅନଲାଇନ ମାଧ୍ୟମରେ ସହଜରେ ଘରେ ବସି କରିପାରନ୍ତି । ଏବେ ସମସ୍ତ କାମ ଅତି ସହଜରେ କମ ସମୟରେ କରିପାରିବେ । ଆଜି ଆମେ ଆପଣ ମାନଙ୍କୁ କିଛି ପ୍ରଶ୍ନ ବିଷୟରେ କହିବୁ , ଯାହାକୁ ଆପଣ ମାନେ ଜାଣିରଖିବା ନିତାନ୍ତ ଆବଶ୍ୟକ । କାରଣ କେବେ ନା କେବେ ଆପଣ ମାନେ ସେହି ପ୍ରକାର ପ୍ରଶ୍ନର ସମ୍ମୁଖୀନ ହୋଇପାରନ୍ତି ।

1–ଝିଅ ମାନେ ପୁରୁଷ ମାନଙ୍କ କେଉଁ ଜିନିଷ ଉପରେ ବସି ଦୋହଳିବାକୁ ଭଲ ପାଆନ୍ତି ଏବଂ ମଜା ମଧ୍ୟ ଲାଗେ?

ଉ – ବାଇକ୍ କିମ୍ବା କୋଳ

2–ଝିଅ ମାନଙ୍କ କେଉଁ ଅଙ୍ଗ ରାତି ହେଲେ ଛୋଟ ହୋଇଯାଏ?

ଉ – ଆଖି ପୁଟଳିକା

3–ଓଡ଼ିଶାର ତୁଳସୀ କ୍ଷେତ୍ର କାହାକୁ କହନ୍ତି?

ଉ -କେନ୍ଦ୍ରାପଡ଼ା ଜିଲ୍ଲା କୁ ତୁଳସୀ କ୍ଷେତ୍ର କହନ୍ତି l

4–ଓଡ଼ିଶାର ଭଞ୍ଜବିହାର କାହାକୁ କହନ୍ତି ?

ଉ -ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁ ଓଡ଼ିଶାର ଭଞ୍ଜବିହାର କହନ୍ତି l

5–ଓଡ଼ିଶାର କୈଳାସ ପର୍ବତ କାହାକୁ କହନ୍ତି ?

ଉ -ଓଡ଼ିଶାର କପିଳାସ କୁ ଓଡ଼ିଶାର କୈଳାଶ କହନ୍ତି ।

6–ଗୋଟିଏ ଝିଅ ଯେତେ ଗୋରୀ ହୋଇଥିଲେ ମଧ୍ୟ ତାର କେଉଁ ଜିନିଷ କଳା ହୋଇଥାଏ?

ଉ – ଛାଇ

7–ଓଡିଶା ର କଳାପଗଡା଼ କାହାକୁ କହନ୍ତି?

ଉ -କୋଣାର୍କ ମନ୍ଦିର କୁ ଓଡିଶାର କଳାପଗଡା଼ କହନ୍ତି l

8–ଓଡ଼ିଶାର ଅର୍କ କ୍ଷେତ୍ର କାହାକୁ କହନ୍ତି?

ଉ -କୋଣାର୍କ ମନ୍ଦିର କୁ ଓଡ଼ିଶାର ଅର୍କ କ୍ଷେତ୍ର କହନ୍ତି l

9–ଓଡ଼ିଶାର ଶଙ୍ଖ କ୍ଷେତ୍ର କାହାକୁ କହନ୍ତି ?

ଉ -ପୁରୀକୁ ଓଡ଼ିଶାର ଶଙ୍ଖ କ୍ଷେତ୍ର କହନ୍ତି l

10-ଓଡ଼ିଶାର ସ୍ଵର୍ଣ ତ୍ରିଭୁଜ କାହାକୁ କହନ୍ତି ?

ଉ -ପୁରୀ, କୋଣାର୍କ, ଭୁବନେଶ୍ୱର କୁ ଓଡ଼ିଶାର ତ୍ରିଭୁଜ କହନ୍ତି l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।