ଦେଖନ୍ତୁ ଏହି ଅଦ୍ଭୁତ ଦୃଶ୍ୟ କୁ , ଗୋଟିଏ ଛୋଟ ପିଲା ପ୍ରତି ଏପରି ବ୍ୟବହାର କରିନାଙ୍କୁ ପଡିଲା ମହଙ୍ଗା , ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଆପଣ କରିନା ଙ୍କୁ ଘୃଣା କରିବସିବେ !

ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଜଣେ ଏମିତି ଅଭିନେତ୍ରୀ ଙ୍କ ବିଷୟରେ କହିବୁ ଯିଏ କି ତାଙ୍କର ଏକ କାମ ବହୁତ ପାଇଁ ବହୁତ ହିଁ ଟ୍ରୋଲ ହୋଇଛନ୍ତି । ଏମିତିରେ ତ ଆପଣ ମାନେ ଜାଣଇଛନ୍ତି କି ବଲିଉଡର ଅଭିନେତା ହେଉ କି ଅଏବିନେତ୍ରୀ ସେମାନେ ଅନେକ ସମୟରେ କିଛି ନା କିଛି କାମ ପାଇଁ ଟ୍ରୋଲ ହୋଇଥାନ୍ତି । ବିସେଷ କରି ଅଭିନେତ୍ରୀ ମାନେ ତାଙ୍କର ଡ୍ରେସ ସେନ୍ସକୁ ନେଇ କରି ଅଧିକ ଟ୍ରୋଲ ହୋଇଥାନ୍ତି । ବଲିଉଡରେ ସର୍ବଦା କିଛି ନା କିଛି ଆସ୍ଚର୍ୟ୍ୟ କର ଘଟଣା ସାମ୍ନାକୁ ଆସିଥାଏ । କେତେବେଲେ କାହା ସହିତ କାହାର ଅଫେୟାର ଚାଲିଥାଏ ତ କେବେଳେ କାହା ମ୍ୟାରେଜ ହୋଇଥାଏ ।

ଏପରି ଅନେକ ବଲିଉଡର ଅଶ୍ଚର୍ଯ୍ୟକର ଘଟଣା ଆମେ ମାନେ ଶୁଣିବାକୁ ପାଇଥାଉ । ତେବେ ଆଜି ମଧ୍ୟ ଆମେ ଆପଣ ମାନଙ୍କୁ ସେମିତି କିଛି କଥା ବିଷୟରେ କହିବୁ ବା ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବୁ ଯିଏ କି ତାଙ୍କର ଏହି କାମ ପାଇଁ ବହୁତ ହିଁ ଟ୍ରୋଲ ହୋଇଛନ୍ତି । ତେବେ ଆସନ୍ତୁ ଜାଣିବା କିଏ ସେ ହିରୋଇନ ଏବଂ କେଉଁ କାମ ପାଇଁ ସେ ଟ୍ରେଲ ହୋଇଛନ୍ତି ।

ଆମେ ଆପଣ ମାନଙ୍କୁ ଯେଉଁ ହିରୋଇନଙ୍କ ବିଷୟରେ କହୁଛୁ ସେ ହେଉଛନ୍ତି କରିନା କପୁର । ତେବେ ଏବେ ସେ କରିନା କପୁର ନୁହନ୍ତି କରିନା କପୁର ଖାନ ହୋଇଛନ୍ତି । କାହିଁକିନା ସେ ସୈଫ ଅଲ୍ଲୀ ଖାନଙ୍କୁ ବିବାହ କରିଛନ୍ତି ଏହା ସହିତ ତାଙ୍କର ଏକ ପୁତ୍ର ମଧ୍ୟ ରହିଛି ଯିଏ ହେଉଛନ୍ତି ତୈମୁର ଇଲ୍ଲୀ ଖାନ । ତେବେ କରିନା ଦିନେ ତାଙ୍କ ପିଅ ତୈମୁରଙ୍କୁ ମାଉଣ୍ଟ ମେରୀ ଦର୍ଶନ କରିବା ପାଇଁ ନେଇଯାଇଥିଲେ । ଯେଉଁଠାରେ ଶ୍ରୀଷ୍ଟମାସର ଚମକ ଦେଖି ତୈମୁର ବହୁତ ଖୁସି ହେବାର ନଜର ଆସିଥିଲେ । ମାତ୍ର କରିନା ୟାହା କରିଥିଲେ ତାହା ଦେଖି ସମସ୍ତେ ଚକିତ ହୋଇ ରହିଗଲେ । ଚର୍ଚ୍ଚରୁ ବାହାରିବା ସମୟରେ ଏକ ଗରିବ ପିଲାଟିଏ କରିନାଙ୍କର ପାଦ ଧରିବାର ଚେଷ୍ଟା କରିଥିଲା ।

କରିନା ଜଣେ ମା ହେବା ସତ୍ତ୍ୱେ ମଧ୍ୟ ତାଙ୍କୁ ଏହି ଚୋଟ ପିଲାର ଦୁଋଖ ନଜର ଆସିନଥିଲା । କରିନା ସେହି ପିଲାକୁ ଇଗନୋର କରିଛିଲେ ଏବଂ ସେଠାରୁ ପଳେଇଥିଲେ । କରିନାଙ୍କର ଏହି ଅଂହକାର ବଳି ଚେହେରାକୁ ମିଡିଆ କ୍ୟାପଚାର କରିନେଇଥିଲେ । ଏହା ପରେ ତାଙ୍କର ଏହି ଫଟୋ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଥିଲା । ଏହା ପରେ କରିନା ସୋସିଆଲ ମିଡିଆରେ ବହୁତ ଟ୍ରୋଲର ଶିକାର ହୋଇଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment