Odisha News Portal

୩୪ ହଜାର ଫୁଟ ଉଚ୍ଚତାରେ ଫେଲ ମାରିଲା ବିମାନର ଇଞ୍ଜିନ, ଗୋଟିଏ ଗ୍ଲାସ ପାଣିରେ ପାଇଲଟ ବିମାନକୁ କରାଇଲେ ଲ୍ୟାଣ୍ଡ !

ଗୋଟିଏ ଗ୍ଲାସ ପାଣିଲେ ବଞ୍ଚିଗଲେ 81 ଜଣ ଲୋକ । ତେବେ ଆପଣ ମାନଙ୍କୁ କଥାଟି କେମିତି କୋମିତି ଲାଗୁଥିବା ମାତ୍ର କଥାଟି ସତ୍ୟ ଅଟେ । ଏହି ଘଟଣାଟି ହେଉଛି 2010 ମସିହା ସେପ୍ଟେମ୍ବର 7 ତାରିଖ ଯେଉଁ ଦିନ ରଷିଆନ ଏୟାର ଲାଇଲ ଅଲଜୋଡ ଏୟାରକାଫ୍ଟ 5.4 । ରୟିଆର ଉଡାଞ୍ଚି ସହରରୁ ମସ୍କୋ ଯିବା ପାଇଁ ଏହା ପ୍ରସ୍ତୁତ ଥିଲା । ଏଥିରେ 72 ଜଣ ଯାତ୍ରୀ ଏବଂ 9 ଜଣ କ୍ଲୁ ମେମ୍ବର ସାମିଲ ଥିଲେ । ଏହି ଜାହାଜର ପାଇଲଟ ଥିଲେ ୟାଜଦେବି ଲୋଭସେଲ ଏବଂ ଅନଦେମ ଲାମାନୋଜ ।

ତେବେ ଏମାନେ ବହୁତ ଅନୁଭବୀ ପାଇଲଟ ଥିଲେ ଏବଂ ପାସେଞ୍ଜର ମାନଙ୍କ ପାଇଁ ଏହା ସାମାନ୍ୟ ଫ୍ଲାଇଟ ଥିଲା । ଆକାଶରେ ଉଡୁଥିବା ସମୟରେ ଉଡାଜାହାଜରେ ପ୍ରବଲେମ ଦେଖିବାକୁ ମିଲିଲା । ମାତ୍ର ତାହାକୁ ପାଇଲେଟ ସାମାନ୍ୟ ଭାବି ଉଡି ଚାଲିଲେ ମାତ୍ର ତାହା କେବଳ 8 ମିନିଟ ଠିକ ଠାକ ଭାବରେ ଉଡି ପାରିଲା ।

ଏହା ପରେ ଜାହାଡ ଭିତରେ ଥିବା ପ୍ରତ୍ୟେକ ଲାଇଟ ଅଫ ହୋଇଗଲା । ଯାତ୍ରୀ ମାନେ ମରିଗଲେ ଏବଂ କିଛି ବୁଝିପାରିଲେ ନାହିଁ କି ହଠାତ କଣ ସମସ୍ୟା ହୋଇଗଲା । ଏୟାରହୋଷ୍ଟ ମାନେ ଲୋକମାନଙ୍କୁ ଧେର୍ଯ୍ୟରେ ରହିବାକୁ କହୁଥିଲେ ମାତ୍ର ପାଇଲଟ ବୁଝିସାରିଥିଲେ କି ଜାହାଜ ଫ୍ଲାସ ହେବାକୁ ଯାଉଛି ।

ସେହି ଜାହାଜଟି 34000 ଫୁଟ ଉପରେ ଉଡୁଥିଲା ପାଖପାଖି ନା କୌଣସି ଏୟାରପୋର୍ଟ ଥିଲା ନା ଖାଲି ଜାଗା । ସେହି ସମୟରେ ପାଇଲଟ ମାନେ ତାହାକୁ ତଳକୁ ଆଣିବା ପାଇଁ ଚେଷ୍ଟା କରୁଥିଲେ ମାତ୍ର ସେହି ଉଡାଜାହାଜର କୌଣସି ସିସଟମ କାମ କରୁନଥିଲା । ଏହା ପରେ ସେମାନେ ନିସ୍ଚିତ ଥିଲେ କି ପ୍ଲେନ କ୍ରାସ ହେବ ବୋଲି ।

ମାତ୍ର ଏହି ସମୟରେ ଏକ ଛୋଟ ଉପାୟ ସେମାନଙ୍କୁ ବଞ୍ଚାଇ ଦେଲା । ପାଇଲଟ ଏକ ଗ୍ଲାସ ପାଣିକୁ ତାଙ୍କର ପାଖରେ ରଖିଲେ ଏବଂ ସେମାନେ ସେହି ପ୍ଲେନକୁ ଯେଉଁ ପଟେ ମୋଡିଲେ ସେହି ପାଣି ଗ୍ଲାସ ମଧ୍ୟ ସେହି ପଟେ ମୋଡିଲା ଏହା ପରେ ସେମାନେ ତାହା ଦ୍ୱାରା ଦିଗ ନିର୍ଧାରଣ କରିପାରିଲେ । ଏହା ପରେ ସେମାନେ 34000 ଫୁଟରୁ 9000 ଫୁଟକୁ ପହଞ୍ଚିଲା । ଯେତେବେଳେ ସେମାନଙ୍କୁ ଭୂପୃଷ୍ଟ ଦେଖା ଗଲା ସେହି ସମୟରେ ପ୍ଲେନଟି ଇଜମାର ଏକ ଛୋଟ ସହରରେ ଥିଲା ।

ଏହା ପରେ ସେମାନେ ତାହାକୁ ତଳକୁ ଲ୍ୟାଣ୍ଡ କରିବା ପାଇଁ ଭାବିଲେ ମାତ୍ର ସେଠାରେ କିଛି ଖାଲି ସ୍ଥାନ ନତିଲା । ତେବେ ପୁଣି ଆସ୍ଚର୍ଯ୍ୟ କର କଥା ଏହା କି ସେହି ଇଜମାର ଏକ ଏୟାରପୋର୍ଟ ରହିଥିଲା ଯାହାକି ବହୁତ ଦିନରୁ ବନ୍ଦ ଥିଲା ସେଠାରେ କିଛି କାମ ହୁଏ ନାହିଁ ମାତ୍ର ସେଠାକାର ଜଣେ ଲୋକ ସେହି ଏୟାରପୋର୍ଟର ଦାୟିତ୍ୱ ବହନ କରିଛନ୍ତି । ତାହାର ଦେଖା ଶୁଣା କରନ୍ତି ଏବଂ କାହାକୁ ବହୁତ ସଫା ସୁନ୍ଦର କରି ରଖିବାର ତାଙ୍କର ସଉକ ମଧ୍ୟ ରହିଛି ।

 

 ତେବେ ସେହି ସ୍ଥାନରେ ପହଞ୍ଚିବା ପରେ ତାଙ୍କୁ ଧଳାର ଚିହ୍ନ ଦେଖାଗଲା ଯାହା ଫଳରେ କି ପାଇଲଟ ମାନେ ବହୁତ ସହଜରେ ସେହି ଏୟାରପ୍ଲେନକୁ ତଳକୁ ଆଣିପାରିଲେ । ମାତ୍ର ସେମାନେ ଯାତ୍ରୀ ମାନଙ୍କୁ କହିଥିଲେ କି ପ୍ଲେନଟି ବହୁତ ଜୋରରେ ଭୂପୃଷ୍ଟରେ ଲ୍ୟାଣ୍ଡ କରିବ ତେଣୁ ଆପଣ ମାନେ ସାବଧାନ ରୁହନ୍ତୁ । ତେବେ ଏହା ଶୁଣି ଯାତ୍ରୀ ମାନେ ଭାବିଥିଲେ କି ସେମାନେ ଆଉ ବଞ୍ଚିବେ ନାହିଁ ମାତ୍ର ସମସ୍ତ କାମ ଯେମିତି ଚମକ୍ତାର ଭାବରେ ହେଲା । ଅର୍ଥାତ ପ୍ଲେନଟି ବହୁତ ସହଜରେ ଲ୍ୟାଣ୍ଡ କଲା ଏବଂ ସମସ୍ତେ ବଞ୍ଚିଗଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।