Odisha News Portal

Gk Questions -କେଉଁ ଜିନିଷ ଝିଅମାନେ ଦିନେ ପିନ୍ଧନ୍ତି ଏବଂ ପୁଅମାନେ ସବୁବେଳେ ପିନ୍ଧନ୍ତି ? ଉତ୍ତର କେବଳ ବୁଦ୍ଧିମାନ ଲୋକ ହିଁ ଦେଇପାରିବେ ?

ଆଜି ଆମେ ଆପଣ ମାନଙ୍କୁ କିଛି ମଜାଦାର ପ୍ରଶ୍ନ ବିଷୟରେ କହିବୁ , ଆପଣ ମାନେ ତ ସର୍ବଦା କୌଣସି ନା କୌଣସି ପ୍ରଶ୍ନର ଅଧ୍ୟୟନ କରୁଥିବେ । ଏହା ସହିତ ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ମଧ୍ୟ ଚାହାନ୍ତି । ଏବେକା ସମୟରେ ସମସ୍ତ ବିଷୟ ମଧ୍ୟରେ କମ୍ପଡିସନ ଆରମ୍ଭ ହୋଇଗଲାଣି । କିଛିଲୋକ ଜୀବନରେ ବହୁତ୍ ଶୀଘ୍ର ସଫଳତା ପାଇଯାଇଥନ୍ତି କିନ୍ତୁ କିଛି ବ୍ୟକ୍ତବିଶେଷ ମାନେ ବହୁତ କଷ୍ଟ କରିବା ସତ୍ତ୍ଵେ ତାଙ୍କୁ ସଫଳତା ମିଳେ ନାହିଁ । ସଫଳତା ପାଇବା ପାଇଁ ବହୁତ୍ କଷ୍ଟ କରିବାକୁ ପଡ଼ିଥାଏ ।

କାରଣ ଆପଣ ମାନେ ଏବେ ଯେଉଁଠିକୁ ଗଲେ ମଧ୍ୟ ପ୍ରଥମେ ଇଣ୍ଟରଭ୍ୟୁୟର ସାମ୍ନା କରିବାକୁ ପଡିଥାଏ ଏବଂ ସେଥିରୁ ପାସ ହେଲେ ଆପଣ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରିବେ । ମାତ୍ର ଯେଉଁମାନେ ଠିକ ରୂପରେ ପ୍ରସ୍ତୁତ ହୋଇ କରି ଯାଇଥିବେ ଅର୍ଥାତ ସମସ୍ତ ବିଷୟ ମଧ୍ୟରେ ଜ୍ଞାନ ଥିବ ସେମାନେ ହିଁ କେବଳ ସେହି ଇଣ୍ଟରଭ୍ୟୁୟରେ ପାସ କରିପାରିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି କିଛି ପ୍ରଶ୍ନ ସମ୍ବଦ୍ଧରେ ଆଲେଚନା କରିବୁ , ଯାହାର ଉତ୍ତର 90 ପ୍ରତିଶତ ଲୋକ ଜାଣି ନଥିବେ । ତେବେ ଆସନ୍ତୁ ଜାଣିବା ଏବଂ ନିଜର ଜ୍ଞାନର ସୀମାକୁ ବୃଦ୍ଧି କରାଇବା ।

1– କେଉଁ ଦ୍ୱୀପପୁଞ୍ଜ ଭାରତର ଅଂଶ?

ଉତ୍ତର: ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଏବଂ ଲକ୍ଷ୍ମୀଦ୍ୱୀପ ଭାରତର ଏକ ଅଂଶ

2– କେଉଁ ଆଫ୍ରିକୀୟ ରାଷ୍ଟ୍ର ଚକୋଲେଟ୍ ପାଇଁ ପ୍ରସିଦ୍ଧ?

ଉତ୍ତର: “ଘାନା” ଦେଶ ଚକୋଲେଟ୍ ପାଇଁ ବିଶ୍ୱ ପ୍ରସିଦ୍ଧ।

3–ରୋମିଓ ଏବଂ ଜୁଲିଏଟ୍ କିଏ ଲେଖିଛନ୍ତି?

ଉତ୍ତର: ରୋମିଓ ଏବଂ ଜୁଲିଏଟ୍ ୱିଲିୟମ୍ ସେକ୍ସପିୟର ଲେଖିଥିଲେ

4–JCB ର ସମ୍ପୂର୍ଣ୍ଣ ରୂପ କ’ଣ ଏବଂ ଏହାକୁ ହିନ୍ଦୀରେ କ’ଣ କୁହାଯାଏ?

ଉତ୍ତର – “Joseph Cyril Bamford”
JCB ର ସମ୍ପୂର୍ଣ୍ଣ ରୂପ ହେଉଛି “ଜୋସେଫ ସିରିଲ ବାମଫୋର୍ଡ” ଯାହା ସଂକ୍ଷିପ୍ତ ରେ ଜେସିବି ଭାବରେ ଜଣାଶୁଣା ।

5– ମାଟି ତଳେ ଫଳୁଥିବା ପନିପରିବା ଗୁଡିକର ନାମ କୁହନ୍ତୁ?

ଉତ୍ତର: ବିଟ୍, ଗାଜର, ଏବଂ ମୂଳା ହେଉଛି ମାଟି ତଳେ ଫଳୁଥିବା ପନିପରିବା ।

6–କେଉଁ ଜିନିଷ ଝିଅମାନେ ଦିନେ ପିନ୍ଧନ୍ତି ଏବଂ ପୁଅମାନେ ସବୁବେଳେ ପିନ୍ଧନ୍ତି?

ଉତ୍ତର: ବ୍ରତ ବା ପଇତା

7– ଜର୍ଜ ୱାଶିଂଟନ୍ କିଏ?

ଉତ୍ତର: ଜର୍ଜ ୱାଶିଂଟନ୍ ଆମେରିକାର ପ୍ରଥମ ରାଷ୍ଟ୍ରପତି ଥିଲେ।

8—ବିଶ୍ୱର ସବୁଠୁ ଲମ୍ବା ଗଛ କେଉଁଠାରେ ଅଛି ?

ଉତ୍ତର- କାଲିଫୋର୍ନିୟା

9–ସବୁଠୁ ଅଧିକ ଭୂମିକମ୍ପ କେଉଁ ଦେଶରେ ହୋଇଥାଏ ?

ଉତ୍ତର- ଜାପାନ

10–ବିଶ୍ଵର ସବୁଠୁ ସୁନ୍ଦର ସହର ନାମ କଣ ଅଟେ ?

ଉତ୍ତର- ପ୍ୟାରିସ

11–କେଉଁ ସାଗରରେ ଗୋଟେ ହେଲେ ବି ମାଛ ନାହିଁ ?

ଉତ୍ତର–ମୃତ ସାଗରରେ

12–କେଉଁ ଫସଲ ଦାର୍ଜିଲିଂ ଅଞ୍ଚଳରେ ପ୍ରସିଦ୍ଧ ?

ଉତ୍ତର: ଦାର୍ଜିଲିଂ ଅଞ୍ଚଳ ଚା ପତ୍ର ଚାଷ ପାଇଁ ଜଣାଶୁଣା

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।