Breking News – ଗିରଫ ହେଲେ ପୁଷ୍ପା ରାଜ… ପୁରା ଘଟଣା ଜାଣିଲେ ହୋସ ଉଡିଯିବ… ଦେଖନ୍ତୁ ଭିଡ଼ିଓ

ବନ୍ଧୁଗଣ ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସାଧାରଣରେ ସମସ୍ତଙ୍କୁ ଚକିତ କରିଛି। ଯାହାକୁ ଜାଣିଲେ ଆପଣ ବି ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ। ଆପଣ ଦେଖିଥିବେ ଏବେ ସମସ୍ତେ ଚର୍ଚ୍ଚାରେ ଥିବା ଫିଲ୍ମ୍ ପୁଷ୍ପା କୁ ନେଇ ଅନେକ ଅଭିନୟ ଦେଖାଉ ଅଛନ୍ତି, ଏହାର ଡାଇଲଗ କହୁଛନ୍ତି। ଆଉ ଏବେ ଏହାକୁ ନେଇ ଏକ କଳା କାରନାମା, ଭୟଙ୍କର ଚୋରି ର ଘଟଣା ସାମ୍ନାକୁ ଆସିଛି। ଫିଲ୍ମ୍ ସହିତ ବାସ୍ତବ ଦୁନିଆକୁ ସମାନ କରିବାରୁ ଚାହୁଁଥିବା ଜଣେ ଯୁବକ କିନ୍ତୁ ଏବେ ପୋଲିସ୍ କବଜା ରେ ରହିଛନ୍ତି।ଏହି ଘଟଣାରେ ପୁଷ୍ପା ନଇଁଛନ୍ତି ଏବଂ ପୋଲିସ୍ ଆଗରେ ଧରା ବି ପଡିଛନ୍ତି।

ଏହି ଯୁବକ ଜଣେ ଡ୍ରାଇଭର ଅଟନ୍ତି। ଯିଏକି ଅଲ୍ଲୁ ଅର୍ଜୁନଙ୍କ ଏହି ଫିଲ୍ମ୍ ଦେଖି ଫିଲ୍ମ୍ ରେ ଦେଖା ଯାଇଥିବା ଭଳି ଅପରାଧ କରିବାକୁ ଆଗେଇ ଗଲେ କର୍ଣ୍ଣାଟକର ଏହି ଡ୍ରାଇଭର ଜଣଙ୍କ। ଆନ୍ଧ୍ରପ୍ରଦେଶ ରୁ ରକ୍ତ ଚନ୍ଦନ ଚାଲାଣ କରିବା ସମୟରେ ଏହି ଡ୍ରାଇଭର ଜଣଙ୍କ ଧରା ପଡିଛନ୍ତି ବୋଲି ଜଣା ପଡିଛି। ତେବେ ସୂଚନା ଅନୁସାରେ ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଆନ୍ଧ୍ର ସୀମାରେ ରହିଥିବା ମିରାଜ୍ ନଗରର ଚେକ୍ ପଏଣ୍ଟ କୁ ଫାଙ୍କି ଚାଲି ଯାଉଥିବା ସମୟରେ ତାଙ୍କୁ କାବୁ କରିଛି ପୋଲିସ୍। ମହାରାଷ୍ଟ୍ର ପୋଲିସ୍ ର ଚେକିଙ୍ଗ ବେଳେ ଧରା ପଡିଥିବା ଏହି ଟ୍ରକ୍ ରୁ ଜବତ ହୋଇଛି ଅଢେଇ କୋଟି ଟଙ୍କାର ରକ୍ତ ଚନ୍ଦନ।

ପୁଷ୍ପା ଫିଲ୍ମରେ ଚନ୍ଦନ କାଠକୁ ପରିବା ଏବଂ କ୍ଷୀର ଗାଡ଼ି ଭିତରେ ଲୁଚାଇ ନିଆ ଯାଉଥିଲା। ସେହିପରି ଏଠାରେ ମଧ୍ୟ ପରିବା ଗାଡ଼ିରେ ଚନ୍ଦନ କାଠ ଲୁଚାଇ ନିଆ ଯାଉଥିବା ସମୟରେ ଗାଡ଼ି ସାମ୍ନାରେ କୋଭିଡ ୧୯ ର ଜରୁରୀ ସେବା ପାଇଁ ଯାଉଥିବା ବୋଲି ଷ୍ଟିକର ଲଗାଇ ଚାଲାଣ କରା ଯାଉଥିଲା। ଏହିପରି ଲେଖା ଯାଇଥିବା ବେଳେ ପୋଲିସ ଏହାକୁ ଅଟକାଇ ଥିଲା ଏବଂ ତା ଭିତରୁ ଏହି କାଠ ଜବତ କରିଥିଲା ପୋଲିସ୍।ଏହି ଚାଲାଣ କାଠର ମୂଲ୍ୟ ଅଢ଼େଇ କୋଟି ଟଙ୍କା ବୋଲି କୁହା ଯାଉଛି। ପୁଷ୍ପା ଫିଲ୍ମ୍ ଦେଖି ଡ୍ରାଇଭର ଜଣଙ୍କ ଏପରି ଏକ ପଦକ୍ଷେପ ନେଇଥିବା କହିଥିବା ବେଳେ ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।

ତେବେ ସବୁଠାରୁ ଆଶ୍ଚର୍ଯ୍ୟ ର କଥା ହେଉଛି ଏହି ରକ୍ତ ଚନ୍ଦନ କାଠ ଚାଲାଣ ବେଳେ ଯେତେବେଳ ଡ୍ରାଇଭର ଜଣଙ୍କ ଧରା ପଡ଼ିଥିଲେ ସେତେବେଳ ସେ ଧରାପଡ଼ିବା ପରେ ମଧ୍ୟ ପୁଷ୍ପା ଫିଲ୍ମ୍ ର ଡାଇଲାଗ ଝୁକୁଙ୍ଗା ନେହିଁ ବୋଲି କହିଥିଲେ।ଏହି ଘଟଣା ଏବେ ସାମ୍ନାକୁ ଆସିବା ପରେ ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ରୀଲ୍ ଲାଇଫ କୁ ରିଏଲ୍ ଲାଇଫ୍ ସହିତ ସାମଞ୍ଜସ୍ୟ କରୁଥିବା ଏହି ଡ୍ରାଇଭର ଜଣଙ୍କ ଏବେ ଏପରି କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment