ସୋସିଆଲ ମିଡ଼ିଆ ରେ ସବୁଠାରୁ ଅଧିକ ଆକ୍ଟିଭ ରୁହନ୍ତି ସେଲିବ୍ରେଟି ତଥା କଳାକାର ମାନେ।କାରଣ ସାଧାରଣ ଲୋକ ମାନେ ଏହି ସେଲିବ୍ରେଟି ବା କଳାକାର ମାନଙ୍କ ସହ ସବୁବେଳେ ଜଡିତ ରହିଥାନ୍ତି। ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ଆଦି ସେୟାର କରିବା ସହ କେବେ କେବେ ଲାଇଭ ଆସି ଲୋକ ଙ୍କ ସହ ମଜା ମସ୍ତି ମଧ୍ୟ କରିଥାନ୍ତି।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଆମ ଲୋକପ୍ରିୟ ଅଭିନେତ୍ରୀ ଲିପି ଙ୍କ ର ଏକ ଭିଡ଼ିଓ ଖୁବ ଭାଇରାଲ ହେବା ରେ ଲାଗିଛି। ତେବେ ଏହି ଭିଡ଼ିଓ ଟିରେ ଲିପି ଙ୍କ ର ମା , କାହିଁକି ଲିପି ଙ୍କ ର ବାହାଘର କରୁ ନାହାନ୍ତି ତା ବିଷୟରେ ଦର୍ଶକ ମାନ ଙ୍କୁ ଜଣେଇଛନ୍ତି। ଏହା ସହ ଇଲିଶି ମାଛ ରୋଷେଇ କରି ଦୁହେଁ ଖାଇ ପିଇ ବେଶ ମଜା ମସ୍ତି ମଧ୍ୟ କରିଛନ୍ତି। ତେବେ ତାଙ୍କର ଏହି ଭାଇରାଲ ଭିଡ଼ିଓ ଟି ବିଷୟ ରେ ଆମେ ଆପଣ ଙ୍କୁ ଜଣେଇବା କୁ ଯାଉଛୁ।
ତେବେ ଆପଣ ମାନେ ଅଭିନେତ୍ରୀ ଲିପି ଙ୍କୁ ବେଶ ଭଲ ଭାବରେ ଜାଣିଥିବେ , ବର୍ତ୍ତମାନ ସେ ଦିଦି ନମ୍ବର ୱାନ ମଧ୍ୟ ପାଲଟିଛନ୍ତି ଯାହା ତାଙ୍କର ଏକ ନୂଆ ସିରିଏଲ ଅଟେ। ତେବେ ସେ ତାଙ୍କର ଜୀବନ ଆଲବମ ରୁ ଆରମ୍ଭ କରିଥିଲେ କିନ୍ତୁ ବର୍ତ୍ତମାନ ସେ ଉଭୟ ସିନେମା ଓ ସିରିଏଲ ରେ ଅଭିନୟ କରିଥାନ୍ତି। ତେବେ ସେ ଜଣେ ଦକ୍ଷ କଳାକାର ଅଟନ୍ତି ଯାହାଙ୍କୁ ଦେଖିବା ପାଇଁ ଲୋକେ ବେଶ ଈଛୁକ ଅଟନ୍ତି। ତେବେ ଏହି ଭିଡ଼ିଓ ଟିରେ ଦେଖା ଯାଇଛି ଯେ ,ଲିପି ଙ୍କ ର ଆଜି ସୁଟିଂ ବନ୍ଦ ରହିଛି ତେଣୁ ସେ ଘରେ ମା ଙ୍କ ସହ ଭଲ ଭଜନ ର ଆୟୋଜନ କରିଛନ୍ତି।
ତେବେ ସେ ୨୦୦୦ ଟଙ୍କା କିଲୋଗ୍ରାମ ରେ ଇଲିଶି ମାଛ ଘରକୁ ଆଣିଛନ୍ତି ଯାହାକୁ ତାଙ୍କର ମା ଭଲ ଭାବରେ ସଫା କରି ତାକୁ ଭାଜି ନେଇଛନ୍ତି। ଆଉ ତା ପରେ ଲିପି ସେହି ଇଲିଶି ମାଛ କୁ ବେଶର ଦେଇ ରୋଷେଇ କରିଛନ୍ତି। ତେବେ ପରେ ଉଭୟ ମା ଓ ଝିଅ ଏକା ସାଙ୍ଗରେ ଖାଇବା ପାଇଁ ବସିଛନ୍ତି , ତେବେ ଝିଅ ର ହାତ ରନ୍ଧା ଖାଇ ତାଙ୍କର ମା କହିଛନ୍ତି କି ବହୁତ ସ୍ୱାଧିଷ୍ଠ ହୋଇଛି ମାଛ ତରକାରୀ। ତେବେ ଏହି କାରଣ ରୁ ମୁଁ ମୋ ଝିଅ କୁ ବାହା ଦେଉ ନାହାନ୍ତି ତା ହାତ ରନ୍ଧା ଖାଇବି ବୋଲି ତାଙ୍କର ମା କହିଛନ୍ତି। ତେବେ ଲିପି ମଧ୍ୟ କହିଛନ୍ତି କି ତାଙ୍କୁ ଭଲ ଭଲ ଖାଇବା ଓ ଶୋଇବା ଖୁବ ପସନ୍ଦ ବୋଲି। ତେବେ ଆଶା କରୁଛୁ ଆପଣ ଙ୍କୁ ଏହି ଭିଡ଼ିଓ ଟି ବେଶ ପସନ୍ଦ ଆସିଥିବ ବୋଲି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।