ଆଜି ହିଁ କରନ୍ତୁ ଏହି 3ଟି ଉପାୟ ମା ଲଷ୍ମୀ ପ୍ରସନ୍ନ ହେବେ || Sadhu bani

ହଁ ଦର୍ଶକ ବନ୍ଧୁ ଆଜି କାଲି ସମସ୍ତେ ଚାହାଁନ୍ତି ଯେ ଆମ ଘରେ ଟଙ୍କା ପଇସା ର କେବେ ଅଭାବ ନ ହେଉ | ସବୁବେଳେ ମା ଲଷ୍ମୀ ଙ୍କ କୃପା ଦୃଷ୍ଟି ଆମ ଘର ଉପରେ ରହିଥାଉ | ତେବେ ବନ୍ଧୁଗଣ ଯଦି ଆପଣ ଚାହୁଁଛନ୍ତି ଯେ ମା ଲଷ୍ମୀ ଆପଣଙ୍କ ଉପରେ ଓ ଆପଣଙ୍କ ଘର ଉପରେ ତାଙ୍କର ଅପାର କୃପା ଦୃଷ୍ଟି ଅଜାଡ଼ି ଦିୟନ୍ତୁ ତାହେଲେ ଆପଣଙ୍କୁ ସେଥିପାଇଁ କିଛି ଉପାୟ ଆପଣଙ୍କୁ ପାଳନ କରନ୍ତୁ | ମା ଲଷ୍ମୀ ଙ୍କୁ ପ୍ରସନ୍ନ କରିବା ପାଇଁ ଯେଉଁ ତିନିଟି ଉପାୟ ରହିଛି ତାହାକୁ ଯଦି ଆପଣ ପ୍ରତିଦିନ ଗାଧେଇ ସାରିବା ପରେ କରନ୍ତି ତାହାଲେ ଆପଣଙ୍କର ଭାଗ୍ୟ ବଦଳାଇ ଦେବେ ମାତା ଲଷ୍ମୀ | ତାହାଲେ ଆସନ୍ତୁ ଆଜି ଆମେ ଜାଣିବା ସେହି ୩ ଟି ଉପାୟ ବିଷୟରେ | ଯାହା ପାଳନ କରିବା ଦ୍ୱାରା ମା ଲଷ୍ମୀ ଙ୍କ କୃପା ସଦାସର୍ବଦା ଆପଣଙ୍କ ଉପରେ ଅଜାଡ଼ି ହେଇ ରହିବ |

ତାହାଲେ ଦର୍ଶକ ବନ୍ଧୁ ଆଜି କାଲି ସମସ୍ତେ ନିଜର ଟଙ୍କା ପଇସା, ଧନ ରତ୍ନ କିପରି ବଢିବ ଓ ତାହାକୁ କିପରି ପାଇବେ ସବୁବେଳ ସେହି ଚିନ୍ତା କରିଥାନ୍ତି | ତେବେ ଧନ ଦେବି ମା ଲଷ୍ମୀ ଙ୍କ ବିନା ଏହା ସମ୍ଭବ ହେଇପାରେ ନାହିଁ ବୋଲି ଆମେ କହିଥାଉ | ତେବେ ଧନ ର ଦେବି ମା ଲଷ୍ମୀ ଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କର ୩ କାର୍ଯ୍ୟ ଆମକୁ କରିବା ପାଇଁ ହେବ | ଯାହାକୁ କରିବା ଦ୍ୱାରା ମା ଲଷ୍ମୀ ଙ୍କ କୃପା ଦୃଷ୍ଟି ସଦାସର୍ବଦା ଆମ ଉପରେ ରହିବା ସହିତ ଘର ର ମଙ୍ଗଳ ହେଇଥାଏ | ତାହାଲେ ଆସନ୍ତୁ ଏବେ ଜାଣିବା ସେହି ୩ ଟି ଉପାୟ ବିଷୟରେ ଯାହା ମା ଲଷ୍ମୀ ଙ୍କ ପାଇଁ ଉଦିଷ୍ଟ |

ଅନ୍ନଦାତା ମା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବାର ଉପାୟ ଗୁଡିକ ହେଉଛି :-

(1) ଯଦି ଆପଣ ପ୍ରତି ଦିନ ସକାଳେ ମା ଲଷ୍ମୀ ଙ୍କ ପାଦ ଚି଼ହ୍ନ ଘର ର ମୁଖ୍ୟ ଦ୍ୱାର ରେ ଗାଧେଇ ସାରିବା ପରେ ତିଆରି କରିବେ |ତାହେଲେ ଆପଣଙ୍କ ଘରେ ମା ଲଷ୍ମୀ ଙ୍କ ବାସ ସ୍ଥାନ ହେବ | ତେବେ ଏହି ପାଦ ଚି଼ହ୍ନ ଘର ର ଭିତର ଆଡକୁ ହେବା ଆବଶ୍ୟକ | ଯେମିତି ଲାଗିବ ମା ଲଷ୍ମୀ ଗୃହ ଭିତରକୁ ପ୍ରବେଶ କରୁଛନ୍ତି |

(2) ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଛନ୍ତି ଯେ ଭଗବାନ ଶ୍ରୀକୃଷ୍ଣ ମା ଲଷ୍ମୀ ଙ୍କ ମାନ ଭଞ୍ଜନ ପାଇଁ ରସଗୋଲା ଆଣିଦେଇଥିଲେ | ଯଦି ଆପଣ ପ୍ରତିଦିନ ଗୁରୁବାର ଦିନ ମା ଲଷ୍ମୀ ଙ୍କୁ ପୂଜା କରିବା ସମୟରେ ରୋସଗୋଲା ଅର୍ପଣ କରିବେ ତାହାଲେ ଆପଣଙ୍କ ଘରେ ମା ଲଷ୍ମୀ ଙ୍କ କୃପା ଦୃଷ୍ଟି ସଦା ସର୍ବଦା ବନି ରହିବ |

(3) ଯଦି ଆପଣ ମା ଲଷ୍ମୀ ଙ୍କୁ ପୂଜା କରିବା ସମୟରେ ନାଲି ଫୁଲ ଅର୍ପଣ କରିବେ ତାହାଲେ ମଧ୍ୟ ମା ଲଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ | କାରଣ ନାଲି ଫୁଲ ମା ଲଷ୍ମୀ ଙ୍କ ପ୍ରିୟ ଫୁଲ ହେଇଥାଏ |

ଏହା ଛଡା ମା ଲଷ୍ମୀ ଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରତିଦିନ ମା ଲଷ୍ମୀ ଙ୍କ ମନ୍ତ୍ର ଜପ କରନ୍ତୁ ଦେଖିବେ ଆପଣଙ୍କ ଘରେ ସଦାସର୍ବଦା ମା ଲଷ୍ମୀ ଙ୍କ ଆଶୀର୍ବାଦ ରହିବ | ଏହି ଭଳି ଭାବରେ ଯଦି ଆମେ ମା ଲକ୍ଷ୍ମୀ ଙ୍କର ପୂଜା ଅର୍ଚନା କରିବା ତାହେଲେ ଶୁଭ ଫଳ ମିଳିବ ଆମକୁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment