ଘରେ ବସିକି ନୁହଁ ଆସନ୍ତୁ ଫିଲ୍ମ ଦେଖନ୍ତୁ ତା’ ପରେ ତାଳି ଦିଅନ୍ତୁ କି ଗାଳି ଆମେ ଗ୍ରହଣ କରିବୁ… ଆଉ କଣ କହିଲେ ଅଭିନେତ୍ରୀ ଭୂମିକା, ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ଫ୍ଲିମ ବିଷୟରେ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡିଓ ଟି ଭାଇରାଲ ହେବାକୁ ଲାଗିଛି ତାହା ହେଉଛି ଅଲିଉଡ ଇଣ୍ଡୋଷ୍ଟ୍ରି ର ସେହି ଚୁଲବୁଲି ନାୟିକା ଭୂମିକା ଦାସ ଙ୍କ ବିଷୟରେ | ତେବେ ଆମେ ସମସ୍ତେ ଜାଣିଛୁ କି ଭୂମିକା ହେଉଛନ୍ତି ଜଣେ ବହୁତ ଭଲ କଳାକାର ଜଣେ | ଆଉ ଯିଏ କି କୁନି କଳାକାର ଭାବରେ ପ୍ରଥମେ ଅଲିଉଡ ଇଣ୍ଡୋଷ୍ଟ୍ରି ରେ ପାଦ ଦେଇଥିଲେ ଓ ତାହା ପରଠୁ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ | ଆଉ ତାଙ୍କର ଗୋଟିଏ ନୂଆ ଫ୍ଲିମ ଆସୁଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିଲା ଏହି ଫ୍ଲିମ ବିଷୟରେ କଣ କହିଛନ୍ତି ଭୂମିକା ସେ ବିଷୟରେ ଜାଣିବା |

ଆଉ ଯାହା ଜଣା ପଡିଛି କି ଏଠାରେ ଭୂମିକା ଙ୍କର ଏକ ନୂଆ ଫ୍ଲିମ ଆସିବାକୁ ଯାଉଛି ତାହା ହେଉଛି “ତୁ ମୋର ଅକେ ” ଫ୍ଲିମ ଟି | ଆଉ ଯେଉଁଥିରେ ସୁନ୍ଦର ଭାବରେ ଅଭିନୟ ର ଯାଦୁ ଦେଖାଇବାକୁ ଲାଗିଛନ୍ତି | ଆଉ ଯେଉଁଥିରେ ହିରୋ ଭୂମିକା ରେ ସୁନ୍ଦର ଭାବରେ ଅଭିନୟ କରିଛନ୍ତି ଜ୍ୟୋତି ଓ ହିରୋଇନ ଭାବରେ ଅଭିନୟ ର ଯାଦୁ ଦେଖାଇଛନ୍ତି ଭୂମିକା | ଆଉ ଯେଉଁଥିରେ ସୁନ୍ଦର ଭାବରେ ଅଭିନୟ ର ଯାଦୁ ଦେଖାଇବାକୁ ଲାଗିଛନ୍ତି ଭୂମିକା | ଆଉ ସେ ଦର୍ଶକ ମାନଙ୍କ ପାଇଁ ମଧ୍ୟ କିଛି କହିଛନ୍ତି |

ତେବେ ତାଙ୍କର କହିବା କଥା କି ଘରେ ବସିକି ଯଦି ଆମେ ଏକ୍ଟର ମାନଙ୍କ ଆଉ ଫ୍ଲିମ ମାନଙ୍କୁ ଜର୍ଜ କରିବା ତାହେଲ ତାହା ଭଲ ନୁହଁ | ତେଣୁ ଫ୍ଲିମ ଦେଖିବା ପାଇଁ ହଲ କୁ ଯିବା ପାଇଁ କହିଛନ୍ତି ଭୂମିକା | ଆଉ ତାଙ୍କର କହିବା କଥା କି ହଲ କୁ ଆସିବା ପରେ ଫ୍ଲିମ ବିଷୟରେ ଭଲ କି ଖରାପ ଯାହାବି କହିଲେ ତାହାକୁ ମାନି ନେବେ ବୋଲି କହିଛନ୍ତି ଭୂମିକା | ତେବେ ଏହି ଫ୍ଲିମ ର ଝଲକ “ତୁ ମୋର ଅକେ ” ଗୀତ ଟି ବେଶ ଫେମସ ହେବା ସହିତ ତାହା ଦର୍ଶକ ମାନଙ୍କ ହୃଦୟକୁ ମଧ୍ୟ ଛୁଇଁଛି ବୋଲି କୁହାଯାଉଛି |

ଆଉ ଯେଉଁ ଫ୍ଲିମ ତିରେ ଅମିତା ବଚନ ଟୁଇଟ କରିବା ସହିତ ଏହି ଫ୍ଲିମ ର ସେୟାର ମଧ୍ୟ କରିଛନ୍ତି | ଆଉ ଯାହା କୁହାଯାଉଛି କି ଆମ ଅଲିଉଡ ଇଣ୍ଡୋଷ୍ଟ୍ରି ଧୀରେ ଧୀରେ ଆଗକୁ ଯିବାକୁ ଲାଗିଛି |ଆଉ ସାରା ଭାରତରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରୁଛି | ତେବେ ଭୂମିକା ଦର୍ଶକ ମାନଙ୍କ ସେହି ଫ୍ଲିମ କୁ ଦେଖିବା ପାଇଁ ହଲ କୁ ଯିବା କଥା କହିଛନ୍ତି | ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment