ବର୍ତ୍ତମାନ ର ଏହି ଅତ୍ୟାଧୁନିକ ଯୁଗରେ ବଂଚିବା କୁ ହେଲେ ଆମକୁ କେତେକ ଫେକ୍ଟର ଉପରେ ନିର୍ଭର କରିବା କୁ ପଡିଥାଏ।ତେବେ ସେହି ଫେକ୍ଟର ମଧ୍ୟରୁ ଟଙ୍କା ଓ ଧନ ସମ୍ପତ୍ତି ହେଉଛି ସବୁଠାରୁ ମୁଖ୍ୟ ।କୌଣସି ବି ବ୍ୟକ୍ତି ଏହି ଆଧୁନିକ ସମାଜରେ ବଞ୍ଚିବାକୁ ହେଲେ ତାକୁ ଟଙ୍କାର ବହୁତ ଆବଶ୍ୟକତା ରହିଥାଏ। କହିବାକୁ ଗଲେ ଯଦି ବର୍ତ୍ତମାନ ଆପଣଙ୍କ ପାଖରେ ଟଙ୍କା ପଇସା କିମ୍ବା ଧନ ସମ୍ପତ୍ତି ନାହିଁ ତେବେ ସମାଜରେ ଆପଣଙ୍କ ର କୌଣସି ମୂଲ୍ୟ ହି ରହିବ ନାହିଁ।କିନ୍ତୁ ବେଳେ ବେଳେ ଏହିପରି ହୋଇଥାଏ କି ଆପଣ ଯେତେ ଟଙ୍କା ପଇସା କଲେଇଲେ ମଧ୍ୟ ଆପଣ ଙ୍କ ର ଘରେ ଅଭାବ ରହିଥାଏ।
ମାତ୍ର ଆମେ ଆଜି ଆପଣ ଙ୍କୁ ଏହିପରି କିଛି ଗଛ ବିଷୟରେ ଜଣେଇବା କୁ ଯାଉଛୁ ଯେଉଁ ଗଛ କୁ ନିଜ ଘରେ ଲଗାଇବା ଦ୍ୱାରା ଧନ ସମ୍ପତ୍ତି ଚୁମ୍ବନ ରେ ଟାଣି ହୋଇ ଆସିବା ପରି ଆପଣ ଙ୍କ ଘରକୁ ଟାଣି ହୋଇ ଆସିବେ। ଏବଂ ସେହି ଗଛ ମୂଳ ରେ ଆପଣ କେବଳ ଏହି ଗୋଟିଏ ଉପାୟ କରି ଦେଖନ୍ତୁ କେବେ ବି ଆପଣ ଙ୍କ ଘରେ ଟଙ୍କା ପଇସା ର ଅଭାବ ରହିବ ନାହିଁ ବତେବେ ଆସନ୍ତୁ ଜାଣିବା ଆମ ଶାସ୍ତ୍ର ରେ ବର୍ଣ୍ଣିତ ସେହି ଚମତ୍କାରୀ ଏବଂ ଧନ ପ୍ରାପ୍ତି ର ଗଛ ଗୁଡିକ ବିଷୟରେ।
ବେଲ ଗଛ:-
ବେଲ ଗଛ ପ୍ରଭୁ ଶିବ ଙ୍କ ର ପ୍ରତୀକ ହୋଇଥାଏ , ଯଦି ଏହି ବୃକ୍ଷ ଆପଣ ଙ୍କ ଘର ପ୍ରାଙ୍ଗଣ ରେ ରହିଥାଏ ତେବେ ଏହା ବହୁତ ଶୁଭ ହୋଇଥାଏ। ଶାସ୍ତ୍ର ରେ କୁହାଯାଇଛି ଯେ ଯେଉଁ ଘର ଦ୍ୱାର ରୁ ବାହାରିଲେ ବେଳ ଗଛ ର ଦର୍ଶନ ହୋଇଥାଏ ସେଠାରେ ମାତା ଲକ୍ଷ୍ମୀ ଙ୍କ ର ଆଶ୍ରୟ ସ୍ଥଳ ହୋଇଥାଏ। ବେଳ ଗଛ ପାଖରେ ଗୋଟିଏ ଧଳା ଅରଖ ଗଛ ଲଗେଇବା ଦ୍ୱାରା ଧନ ସମ୍ପତ୍ତି ଘରେ ସବୁବେଳେ ରହିଥାଏ। ତେବେ କିନ୍ତୁ ଆପଣ ଯଦି ଚାଂହୁଛନ୍ତି କି ଆପଣ ଙ୍କ ଉପରେ ସଦା ସର୍ବଦା ମାତା ଲକ୍ଷ୍ମୀ ଙ୍କ ର ଆଶୀର୍ବାଦ ରହୁ ବୋଲି ,ତେବେ ବେଲ ଗଛ ମୂଳରେ ଏହି ଉପାୟ ଟିକୁ ଥରେ ନିଶ୍ଚିତ କରନ୍ତୁ।
ସେହି ଉପାୟ ଟି କରିବା ପାଇଁ ଆପଣ ପ୍ରଥମେ ଗୋଟିଏ ତମ୍ବା ର ମୁଦି ଆଣନ୍ତୁ, ଏବଂ ଏହାକୁ କିଛି ସମୟ ଗଙ୍ଗା ଜଳ ରେ ବୁଡ଼େଇ ରଖନ୍ତୁ।ଏହା ପରେ ବେଲ ଗଛ ମୂଳରେ ଗୋଟିଏ ଗାତ କରନ୍ତୁ ଯେପରି ଏହା ଗଛର ଚେର କୁ ଛୁଇଁବ ଏବଂ ସେଠାରେ ତମ୍ବା ମୁଦି କୁ ରଖି ନିଅନ୍ତୁ।ତେବେ ତା ପର ଦିନ ସକାଳେ ଯାଇ ମୁଦି ଟିକୁ ବାହାର କରି ଆଣି ଏକ ମନ୍ତ୍ର ଜପ କରନ୍ତୁ ଏବଂ ପୁରୁଷ ହୋଇଥିଲେ ଡାହାଣ ହାତର ଏବଂ ନାରୀ ହୋଇଥିଲେ ବାମ ହାତର ସାନ କନିଆ ଆଙ୍ଗୁଳିରେ ତାହାକୁ ପରିଧାନ କରନ୍ତୁ। ଏପରି କରିବା ଦ୍ୱାରା ଆପଣ ଙ୍କ ପାଖରେ କେବେବି ଟଙ୍କା ପଇସା ର ଅଭାବ ହେବ ନାହିଁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।