Odisha News Portal

ମକର ସଂକ୍ରାନ୍ତି ସୂର୍ଯ୍ୟଦେବଙ୍କ କୃପାରୁ ଏହି 5ଟି ରାଶିକୁ ମିଳିବାକୁ ଯାଉଛି ଧନଲାଭ ! ଚାଲନ୍ତୁ ଜାଣିବା ମକର ସଂକ୍ରାନ୍ତିରେ କେଉଁ ରାଶିକୁ କଣ ଲାଭ ମିଳିବାକୁ ଯାଉଛି ….

0 53

ଗ୍ରହ ମାନଙ୍କର ରାଜା ସୂର୍ଯ୍ୟଙ୍କ 2021ରେ୍ ପ୍ରଥମ ଥର ପାଇଁ ଏହି ମକର ସଂକ୍ରାନ୍ତିରେ ରାଶି ପରିବର୍ତ୍ତନ ହେବାକୁ ଯାଉଛି । ସୂର୍ଯ୍ୟ 14 ଜାନୁୟାରୀ ସକାଳ 8 ଘଟିକା ସମୟରେ ମକର ରାଶିରେ ପ୍ରବେଶ କରିବେ । ସୂର୍ଯ୍ୟଙ୍କ ଗୋଚର ଯୋଗୁଁ ଏହି ଘଟଣାକୁ ମକର ସଂକ୍ରାନ୍ତି ମଧ୍ୟ କୁହାଯାଏ । ଜ୍ୟୋତିଷ ଗଣନା ଅନୁସାରେ ରାଶି ଅନୁସାରେ ମକର ସଂକ୍ରାନ୍ତି ଏଥର ଅଧିକ ଖାସ୍ ରହିବ । ସିଂହ ଏବଂ ଧନୁ ରାଶିର ଯାତକ ଧନ ଯୋଗର ଲାଭ ଉଠାଇବେ । ଚାଲନ୍ତୁ ଜାଣିବା ମକର ସଂକ୍ରାନ୍ତିରେ କେଉଁ ରାଶିକୁ କଣ ଲାଭ ମିଳିବାକୁ ଯାଉଛି ।

କନ୍ୟାରାଶି –  ଏମାନଙ୍କର ଆସନ୍ତା ସମୟ ବହୁତ ଭଲ ରହିବାର ଅଛି । ମହିଳା ମାନେ ଉଚିତ୍ ପନ୍ଥା ଗ୍ରହଣ କରି ନିଜର ସମୟକୁ ହସ ଖୁସିରେ ବିତାଇବେ । ଆପଣ ଗଚ୍ଛିତ ଅର୍ଥ ବୃଦ୍ଧି କରିବା ଚେଷ୍ଠିତ ହେବେ । କର୍ମକ୍ଷେତ୍ରରେ ପଦନ୍ନୋତି ପାଇପାରନ୍ତି ।

ସାମାଜିକ ସ୍ତରରେ ନିଜର ଉପସ୍ଥିତ ବୃଦ୍ଧି ପ୍ରୟୋଗ କରି କାର୍ଯ୍ୟହାସଲ କରିବେ । ଧନ ଉପାର୍ଜନ କରିବାର ନୂଆ ମାର୍ଗ ଖୋଲିଯିବ ଏବଂ ଗୁପ୍ତଧନ ମିଳିବାର ଯୋଗ ବନୁଛି । ବ୍ୟାପାର ବାଣିଜ୍ୟରେ ଲାଭ ଶୁନିଶ୍ଚିତ କରିବେ ।

ସିଂହରାଶି –

ଏମାନଙ୍କ ଜୀବନରୁ ଏବେ ଖରାପ ସମୟ ସମାପ୍ତ ହୋଇ ଯାଉଛି । ଭଗବାନ ସୂର୍ଯ୍ୟଦେବଙ୍କ କୃପା କାରଣରୁ ଆପଣଙ୍କର ଭଲ ସମୟ ଆସିବାକୁ ଯାଉଛି । ଏ ପର୍ଯ୍ୟନ୍ତ ଆପଣଙ୍କ ଜୀବନରେ ଯାହା ବି ସମସ୍ୟା ରହୁଥିଲା ତାହାର ଏବେ ଅନ୍ତ ହେବାକୁ ଯାଉଛୁ । ଛାତ୍ରମାନଙ୍କ ପାଇଁ ଏହି ସମୟ ଲାଭଦାୟକ ସିଦ୍ଧ ହେବ । ଧନପ୍ରାପ୍ତିର ଯୋଗ ରହିଛି । ଚାକିରି ପେଶାରେ ଲୋକେ ଅଧିକ ପରିଶ୍ରମ କରିବେ ।

ମେଷରାଶି –

ସୂର୍ଯ୍ୟଙ୍କ ଗୋଚର ତୁଳା ରାଶିର ଲୋକଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ । କାର୍ଯ୍ୟକ୍ଷେତ୍ରରେ ଭରପୂର ବୃଦ୍ଧି ହେବ । ଏହି ସମୟରେ ସୂର୍ଯ୍ୟର ଅନ୍ୟ ତିନୋଟି ଗ୍ରହ ସହିତ ସଂଯୋଗ ହେବ । ଏଥିପାଇଁ ଆପଣ ସବୁ କାର୍ଯ୍ୟ ସଂମ୍ପର୍ଣ୍ଣ କରିବାରେ ସକ୍ଷମ ହେବେ । ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କର ଚାକିରିରେ ପଦନ୍ନୋତି ହୋଇପାରେ । ତେବେ କୌଣସି ବରିଷ୍ଠ ବ୍ୟକ୍ତିଙ୍କ ସହିତ ମତଭେଦ ହୋଇପାରେ ।

ତୁଳାରାଶି –

ଆପଣଙ୍କ ଜୀବନରେ ଯାହା ବି ଆର୍ଥିକ ସମସ୍ୟା ଚାଲୁଥିଲା, ତାହା ଏବେ ଅନ୍ତ ହେବାର ଅଛି । ବ୍ୟାପାରି ମାନେ ଅଧିକ ଧନ ଲାଭ ହେବାର ଦେଖିପାରିବେ । ଚାକିରି ପାଇଁ ଅପେକ୍ଷାରେ ଥିଲେ ସେମାନଙ୍କୁ ଅଳ୍ପ ଦିନରେ ଭଲ ଚାକିରିଟିଏ ମିଳିପାରେ । ଆପଣଙ୍କର ଭଲ ସମୟ ଆସି ଯାଇଛି ।

କୁମ୍ଭରାଶି –

ଆପଣଙ୍କର ଅଧୁରା ଇଚ୍ଛା ସବୁ ଏହି ସମୟରେ ପୂରଣ ହେବାକୁ ଲାଗିବ । ପ୍ରଭୁ ସୂର୍ଯ୍ୟଦେବ ବିଶେଷ କରି ଆପଣଙ୍କ ଉପରେ ଆଶିର୍ବାଦ ପ୍ରଦାନ କରିବେ । ବ୍ୟବସାୟରେ ମଧ୍ୟ ଚାରିଗୁଣା ଲାଭ ପ୍ରାପ୍ତ ହେବ ଏବଂ ଆର୍ଥିକ ସ୍ଥିତିରେ କ୍ରମଶଃ ଉନ୍ନତି ପରିଲକ୍ଷିତ ହେବ । ଅଚାନକ ଧନ ପ୍ରାପ୍ତି ହେବ । ଏହି ରାଶି ଥିବା ବ୍ୟକ୍ତିଙ୍କ ଜୀବନରେ କିଛି ଶୁଭ ପରିବର୍ତ୍ତନ ଆସିବାକୁ ଯାଉଛି । ଏହି ପରିବର୍ତ୍ତନରେ ଏମାନଙ୍କର ଜୀବନ ସଂମ୍ପୂର୍ଣ୍ଣ ବଦଳିଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।