ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ନିଜର କୀର୍ତ୍ତନ ସାଙ୍ଗକୁ ଆଲବମ ର ରିମିକ୍ସ ରେ ସୁନ୍ଦର ଭାବରେ ଗୀତ ପ୍ରକାଶ କରୁଥିବା ବଳରାମ ଙ୍କ ବିଷୟରେ ଆପଣ ମାନେ ତ ବେଶ ଭଲ ଭାବରେ ଜାଣିଥିବେ ଦର୍ଶକ ବନ୍ଧୁ | ତେବେ ବର୍ତ୍ତମାନ ତାଙ୍କର ଏକ ଷ୍ଟେଜ ପ୍ରଗ୍ରାମ ଟି ଭାଇରାଲ ହେବାକୁ ଲାଗିଛି |ଆଉ ଯାହାର ଯାଦୁରେ ଦର୍ଶକ ମାନେ ଆତ୍ମହରା ହେବାକୁ ଲାଗିଛନ୍ତି | ଆଉ ଆଜିର ଯୁବ ପିଢ଼ି ମାନଙ୍କର ମନକୁ ମଧ୍ୟ ବଳଭଦ୍ର ଙ୍କ ର ଏହି ରିମିକ୍ସ ଭିଡିଓ ଟି ବେଡ଼ ପସନ୍ଦ ଆସିଥିବା କଥା କୁହାଯାଉଛି |ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସେହି ବଳଭଦ୍ର ଙ୍କ ବିଷୟରେ ଆଲୋଚନା କରିବା |
ତେବେ ଏଠାରେ ନଜର ଭଜନ କୀର୍ତ୍ତନ ଅର୍ଥାର ଆଲବମ ର ଯାଦୁ ରେ ଷ୍ଟେଜ ଉପରେ ଏକ ଦମଦାର ଗୀତ ପ୍ରଦର୍ଶନ କରିଛନ୍ତି ବଳଭଦ୍ର | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଭଲଭଦ୍ର ଆଖଡ଼ା ଶାଳ ରେ ସୁନ୍ଦର ଭାବରେ ତାଙ୍କର ଭଜନ ର ଯାଦୁ ଦେଖାଇବାକୁ ଲାଗିଛନ୍ତି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ସୁନ୍ଦର ଭାବରେ ନିଜର ଅଭିନୟ ସାଙ୍ଗକୁ ଗୀତ ର ଝଲକ ଦେଖାଇବାକୁ ଲାଗିଛନ୍ତି ବଳଭଦ୍ର | ତେବେ ତାଙ୍କ ସାଙ୍ଗରେ ତାଳ ଦେବା ପାଇଁ ଆଉ କେତେଜଣ ମଧ୍ୟ ଅଛନ୍ତି | ଆଉ ବଳଭଦ୍ର ଙ୍କର ଗୀତ ସହିତ ତାଳ ଦେବାକୁ ଲାଗିଛନ୍ତି ବଳଭଦ୍ର | ଆଉ ଯାହା ସମସ୍ତଙ୍କ ମନକୁ ମଧ୍ୟ ଆକୃଷ୍ଟ କରେଇଛି ବୋଲି କୁହାଯାଇଛି |
ତେବେ ଯାହା ଜଣା ପଡିଛି କି ପ୍ରଥମେ ବଳଭଦ୍ର ମୋର ଭୂଗୋଳ ରେ ଭଲ ହେଉଥିଲା ଆଲବମ ସଙ୍ଗ ଟି ଗାଇବାକୁ ଲାଗିଛନ୍ତି | ତେବେ ତାହା ପରେ ଅନେକ ଆଲବମ ସଙ୍ଗ ମଧ୍ୟ ଗାଇଥିଲେ ବଳଭଦ୍ର ଓ ତାହା ପରେ ହର ହର ଶମ୍ଭୁ ଗୀତରେ ସୁନ୍ଦର ଭାବରେ ତାଙ୍କର ସଂଗୀତ ର ଯାଦୁ ଦେଖାଇବାକୁ ଲାଗିଛନ୍ତି ବଳଭଦ୍ର | ଆଉ ଯାହା ସମସ୍ତଙ୍କର ହୃଦୟ କୁ ମଧ୍ୟ ଛୁଇଥିବା କଥା କୁହାଯାଉଛି | ତେବେ ଭଜନ ସାଙ୍ଗଙ୍କୁ ଆଲବମ ର ରିମିକ୍ସ ରେ ସୁନ୍ଦର ଭାବରେ ସ୍ବରର ଯାଦୁ ଦେଖାଇଛନ୍ତି ବଳଭଦ୍ର | ଆଉ ତାଙ୍କ ସହିତ ସେହି ଗୀତ ର ତାଳ ଦେବାରେ ଲାଗିଛନ୍ତି ଅନ୍ୟ ତାଙ୍କର ସହ କଳାକାର ମାନେ |
ତେବେ ଏହିଭଳି ଭାବରେ ଆଲବମ ସହିତ ଭଜନ ର କମାଲ ଆମ ଯୁବ ପିଢ଼ି ମାନଙ୍କର ମନ କୁ ଆକୃଷ୍ଟ କରେଇଛି | ଆଉ ଯାହା ସମସ୍ତଙ୍କୁ ବେଶ ପସନ୍ଦ ମଧ୍ୟ ଆସିଥିବାର ଦେଖିବାକୁ ମିଳିଛି | ତେବେ ବଳଭଦ୍ର ଙ୍କୁ ମଧ୍ୟ ଅନେକ କୋଲ ଆସୁଛି ଏହି ଭଳି ଆଲବମ ସହିତ ଭଜନ ର ରିମିକ୍ସ ର ଝଲକ କୁ ଦେଖିବା ପାଇଁ | ଆଉ ତାଙ୍କର ଏକ ରିମିକ୍ସ ଗୀତ ଏବେ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡିଆରେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।