ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭାଇରାଲ ଭିଡିଓ ଦେଖିବାକୁ ମିଳୁଥିବା ଆପଣ ମାନେ ଦେଖିଥିବେ | ତେବେ ଏଠାରେ ଦେଖିବାକୁ ମିଳିଛି କି ଗତ କାଲି ଭାରତ ଆଉ ପାକିସ୍ତାନ ମଧ୍ୟରେ T-20 ଚାଲିଥିବା ସମୟରେ ଦେଖିବାକୁ ମିଳିଥିଲା ଏକ ଆଶ୍ଚର୍ଯ୍ୟ ଜଣକ ଘଟଣା |ଆଉ ଯେଉଁଠି ଏକ ସାଥିରେ 90 ହଜାର ଲୋକ ଗାନ କରିବାକୁ ଲାଗିଥିଲେ ଜାତୀୟ ସଂଗୀତ | ଆଉ ବିଦେଶରେ ଏହି ଭଳି ଭାବରେ ଆମର ଭାରତୀୟ ମାନଙ୍କ ପାଇଁ ଥିବା ଭଲ ପାଇବା କୁ ଦେଖିକି ସମସ୍ତ ଭାରତୀୟ ମାନଙ୍କର ଗର୍ବ ର ସୀମା ରହିଲା ନାହିଁ ବୋଲି କୁହାଯାଇଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ଆପଣ ମାନେ ଭଲ ଭାବରେ ଜାଣିଥିବେ ଗତ କାଲି ଭାରତ ଆଉ ପାକିସ୍ତାନ ମଧ୍ୟରେ ମ୍ୟାଚ ଚାଲିଥିଲା | ଆଉ ଯାହାକି ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡଠାରେ ଖେଳାଯାଉଥିବା ଟି-20 ବିଶ୍ବକପ ର କ୍ରିକେଟ ଖେଳ ଅନୁଷ୍ଠିତ ଥିଲା | ଆଉ ଏହି କ୍ରିକେଟ ଖେଳ ଆରମ୍ଭ ହେବା ପୂର୍ବରୁ ଦେଖିବାକୁ ମିଳିଥିଲା ଏକ ଆଶ୍ଚର୍ଯ୍ୟ ଜଣକ ଘଟଣା | ଆଉ ଯେଉଁଠି କ୍ରିକେଟ ପ୍ରେମୀ ମାନେ କ୍ରିକେଟ ଖେଳ କୁ ଦେଖିବା ପାଇଁ କ୍ରିକେଟ ଗ୍ରାଉଣ୍ଡ ରେ 90 ହଜାର ରୁ ଅଧିକ ଲୋକ କ୍ରିକେଟ ଫିଲଡ ରେ ଉପସ୍ଥିତ ଥିଲେ | ଆଉ କ୍ରିକେଟ ଖେଳ କୁ ଉପଭୋଗ କରିବା ପାଇଁ ମଧ୍ୟ ଯାଇଥିଲେ |
ଆଉ ଆପଣ ମାନେ ସମସ୍ତେ ଜାଣିଥିବେ କି କ୍ରିକେଟ ଖେଳ ଆରମ୍ଭ ହେବ ପୂର୍ବରୁ ଆରମ୍ଭ ହୋଇଥାଏ ଖେଳ ରେ ଭାଗ ନେଇଥିବା ଦୁଇଟି ଦେଶ ର କ୍ରିକେଟର ମାନେ ତାଙ୍କର ନିଜ ଦେଶର ଜାତୀୟ ସଂଗୀତ ଗାନ କରିବାର ବ୍ୟବସ୍ତା ରହିଛି | ଆଉ ଏଠାରେ ଦେଖିବାକୁ ମିଳିଥିଲା କି ଭାରତ ଆଉ ପାକିସ୍ତାନ ର ଖେଳ ଆରମ୍ଭ ହେବା ପୂର୍ବରୁ ପ୍ରଥମେ ପାକିସ୍ତାନ କ୍ରିକେଟର ମାନେ ତାଙ୍କର ଦେଶର ଜାତୀୟ ସଂଗୀତ ଗାନ କରିଥିଲେ | ଆଉ ତାହା ପରେ ଭାରତୀୟ କ୍ରିକେଟର ମାନେ ସେମାନଙ୍କର ଜାତୀୟ ସଂଗୀତ ଗାନ କରିବାକୁ ଆରମ୍ଭ କରିଥିଲେ |
ଆଉ ସଂଗୀତ ଗାନ କରିବା କୁ ଆରମ୍ଭ କରିବା ମାତ୍ରକେ ଦେଖିବାକୁ ମିଳିଥିଲା ଆଶ୍ଚର୍ଯ୍ୟ ଜନକ ଘଟଣା | ଆଉ ଯେଉଁଠି ବିଦେଶ ରେ କ୍ରିକେଟ ପଡିଆରେ 90 ହଜାର ରୁ ଅଧିକ ଲୋକ ଏକା ସାଙ୍ଗରେ ଗାଇବାକୁ ଲାଗିଥିଲେ ଜାତୀୟ ସଂଗୀତ | ଆଉ ଯେଉଁ ସଂଗୀତର ଝଲକ ରେ ସାରା କ୍ରିକେଟ ପଡିଆ କମ୍ପି ଉଠିଥିଲା | ଆଉ ବିଦେଶ ଦେଶରେ ଆମ ଭରତୀୟ ପ୍ରତି ଏଭଳି ଭଲ ପାଇବା କୁ ଦେଖିବା ପରେ ଭାରତୀୟ ମାନଙ୍କର ଗର୍ବ ର ସୀମା ରହିଲା ନାହିଁ | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।