Odisha News Portal

“ବାପା ମୁଁ ଗାଡି ଡିକି ଭିତରେ ଅଛି, ମତେ ଏମାନେ କୁଆଡେ ନେଇଯାଉଛନ୍ତି”, ଶୁଣନ୍ତୁ ଅପହରଣ ବେଳର କଲ ରେକଡ଼ିଂ… ଘରେ ଛୋଟ ପିଲା ଥିଲେ ଥରୁଟିଏ ନିଶ୍ଚୟ ଦେଖନ୍ତୁ ଏହି ଭିଡ଼ିଓ

ବନ୍ଧୁମାନେ ଆମ ସହ କେତେବେଳେ କଣ ହେବ କିଛି କହିହେବ ନାହିଁ, ଯେପରି କୁହାଯାଏ ମହୀ କ୍ଷଣ କ୍ଷଣକେ ଆନ ସେହିପରି ସମୟର ଚକ କାହା ଉପରେ କେମିତି ଗଡ଼ିଥାଏ ତାହା ସମସ୍ତଙ୍କ ଭାବନା ବାହାରେ ।ଆଉ ଆଜିର ଏହି ସଭ୍ୟ ସମାଜ ଭିତରେ ବି କିଛି ଏମିତି ଅନେଇତିକ କାର୍ଯ୍ୟ ହେଉଛି ଯାହା ଆମ ସମାଜକୁ ଦିନେ ନିଶ୍ଚିତ ଧୂଳିସାତ କରିଦେବ ।ଅପରାଧ ର ମାତ୍ରା ଦିନକୁ ଦିନ ବଡିବାରେ ଲାଗିଛି ।

ଏବେ ସମାଜରେ ଲୋକମାନେ କୁଆଡେ ଯିବା ଆଗରୁ ବହୁତ ବାର ଭାବୁଛନ୍ତି,ଚୋରି,କିଡନାପିଂ,ହତ୍ୟା ପରି ଜଘନ୍ୟ କାଣ୍ଡ ଗୁଡିକ ଏବେ ରାସ୍ତା ଘାଟରେ କେତେବେଳେ କେମିତି ହେଉଛି କେହି ବି ଜାଣି ପାରୁ ନାହାନ୍ତି ।ତେବେ ମଣିଷ ପାଖରେ ଯେତେବେଳେ ନିଜର ଆବଶ୍ୟକତା ପୂରଣ କରିବାର ସମସ୍ତ ରାସ୍ତା ବନ୍ଦ ହେଇଯାଏ ସେତେବେଳେ ସେ ଯେକୌଣସି ଆମାନୁଷିକ କାର୍ଯ୍ୟ କରିବାକୁ ବି ପଛଘୁଞ୍ଚା ଦେଇ ନଥାଏ ।

ତେବେ ଆଜି ଆମେ ଏମିତି ଏକ ଘଟଣା ବିଷୟରେ କହିବୁ ଯାହା ଶୁଣିଲେ ପ୍ରତି ବାପାମାଆ ଙ୍କ ହୃଦୟ କାନ୍ଦି ଉଠିବ ।ସମସ୍ତ ବାପାମାଆ ନିଜ ପିଲାଙ୍କ ପାଇଁ ଖୁବ ଯତ୍ନଶୀଳ ଆଉ ତାଙ୍କ ପ୍ରତି କିଛି ବିପଦ ଆସିଲେ ବାପାମାଆ ଙ୍କ ଜୀଵନ ଅଟକି ଯାଇଥାଏ ।ତେବେ ଏବେ ଆମ ସମାଜରେ କିଡନାପିଂ ହେବାର ବହୁତ ନିଜଜ୍ ଦେଖିବାକୁ ମିଳିଥାଏ ।ତେବେ ଏହି ସବୁର ମୂଳ ଲକ୍ଷ୍ୟ ରହିଥାଏ କିଛି ଅର୍ଥ ହାସଲ କରିବା ।

ଆଉ ଆଜିର ଏହି ଘଟଣାରେ ଆପଣ ଗୋଟିଏ ଅଡିଓ କଲ ରେକର୍ଡ ଶୁଣିବାକୁ ପାଇବେ ଯାହା ଏବେ ସୋସିଆଲ ମେଡିଆରେ ଖୁବ ଭାଇରଲ ହେଉଛି ।ତେବେ ଏହି କଲରେ ଜଣେ ବାପା ପୁଅକୁ ଫୋନ କରୁଛନ୍ତି ଆଉ ପଚାରୁ ଛନ୍ତି ବାପା ଏବେ କୋଉଠି ଅଛୁ ।ଆଉ ଉତ୍ତରରେ ପୁଅ କିଛି ଏମିତି କହୁଛି “ବାପା ମୁଁ ଗାଡ଼ି ଡିଗି ଭିତରେ ଅଛି ,ଆଉ କୋଉ ଜାଗାରେ ଅଛୁ ବୋଲି ବାପା ପଚାରିବାରୁ ପିଲାଟି କହୁଛି ବୋଧେ ବସଷ୍ଟାଣ୍ଡ ।ତେବେ ପିଲାଟି ବାପା ଙ୍କୁ ଗାଡ଼ି ଡିଗି ବନ୍ଦ ଥିବାର କହୁଛି ।

ତେବେ ଏହିପରି ଶୁଣିଲା ପରେ ପିଲାଟିର ବାପା କିଛି ଭାବିପାରୁ ନାହାଁନ୍ତି,ଆଉ ଏମିତି ଆମ ସମାଜରେ ବହୁତ ସମୟରେ ଦେଖିବାକୁ ମିଳିଥାଏ ।କେତେ ମାଆ ମାନେ ପ୍ରତ୍ୟେକ ମୁହୂର୍ତ୍ତରେ ଏହି କିଡନାପିଂ ଯୋଗୁ ନିଜ କୋଳ ଖାଲି କରିଥାନ୍ତି ତାହାର କିଛି ବି ହିସାବ ନାହିଁ ।ତେଣୁ ଆମେ ସେହି ଆମାନୁଷିକ ଲୋକ ମାନଙ୍କୁ ଯେତେ ସୁଧାରିବାକୁ ଚାହିଁଲେ ବି ତାହା ଭାରି କଷ୍ଟ, ତେଣୁ ସବୁବେଳେ ସତର୍କ ହେଇ ରହିବା ଦରକାର କାରଣ ବିପଦ ତ ସବୁବେଳେ ଆମ ଚାରି ପଟେ ଲାଗି ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।