Odisha News Portal

ଦେଖନ୍ତୁ ଭିଡ଼ିଓ – ଘର ପଛ ପଟେ ଅଧ ରାତିରେ ଯୁବତୀ ସହ କରୁଥିଲେ ରାସଲୀଳା, ଆଉ ତା’ ପରେ ଦେଖନ୍ତୁ ଭିଡ଼ିଓ….

ବନ୍ଧୁଗଣ ଅନେକ ସମୟରେ ଆପଣ ଦେଖିବାକୁ ପାଉଥିବା ଅନେକ ନିନ୍ଦନୀୟ ଘଟଣା ଭଳି ପୁଣି ସାମ୍ନାକୁ ଆସିଲା ଆଉ ଏକ ଲଜ୍ୟା ଜନକ ଘଟଣାର ଉଦାହରଣ। ଯାହା ପ୍ରମାଣ କରୁଚି ଆଜିର ଲୋକ ମାନଙ୍କର ଆଚରଣ ଗତ ପ୍ରଭେଦ ଏବଂ ଆଧୁନିକ ସମାଜର ଲୋକଙ୍କ ହାବଭାବା,ଆଉ ଅନ୍ୟ ପକ୍ଷରେ ଇଣ୍ଟର୍ନେଟ୍ ଯୁଗରେ ଏହାର ପ୍ରଚାର ପ୍ରସାର କ୍ଷେତ୍ରରେ ଏହାର ନିନ୍ଦନୀୟ ଭୂମିକା।ତେବେ ଦିନ ଆମ ସମାଜରେ ଏମିତି କିଛି ଲଜ୍ୟାକର ଘଟଣା ମାନ ଘଟିବା ରେ ଲାଗିଛି ଯାହାକୁ ଭାଷାରେ ବର୍ଣ୍ଣନା କରିବା ସମ୍ଭବପର ନୁହଁ।ପୁରାତନ ଯୁଗର ପ୍ରେମ ଏବଂ ଆଜିର ପ୍ରେମ ମଧ୍ୟରେ ରହିଛି ଆକାଶ ପାତାଳ ତଫାତ୍। ଯେଉଁ ପାଇଁ ବିଭିନ୍ନ ପ୍ରକାର କାରଣ ମଧ୍ୟ ରହିଛି।

ପ୍ରେମ ଭଳି ଏକ ପବିତ୍ର ଶବ୍ଦ ଆଜିକାଲି ତାର ଉଚିତ୍ ଅର୍ଥ ଏବଂ ସଂଜ୍ଞା କୁ ହରାଇବାକୁ ବସିଲାଣି।ପ୍ରେମର ସଂଜ୍ଞା କୁ ସଂପୂର୍ଣ୍ଣ ଭାବରେ ପରିବର୍ତ୍ତନ କରି ଦେଉଛନ୍ତି କିଛି ପ୍ରେମୀ ଯୁଗଳ। କାରଣ ସେଥିରେ ରହିଛି କେବଳ ଶାରିରୀକ ଆକର୍ଷଣ।ତେଣୁ ଦୁନିଆରେ ପ୍ରକୃତ ପ୍ରେମ କାହାଣୀ ବହୁତ୍ କମ୍ ଦେଖିବାକୁ ମିଳୁଛି। ସମାଜରେ ଦିନକୁ ଦିନ ଏହାକୁ ନେଇ ଅନେକ ନିନ୍ଦନୀୟ ଏବଂ ଲଜ୍ୟା କର ପରିସ୍ଥିତି ଘଟିବାର ଦେଖିବାକୁ ମିଳୁଛି। ପ୍ରକୃତରେ ଏହା ପ୍ରେମ ନାଁ ରେ କଳଙ୍କ ପାଲଟିଲାନି।ଆଉ ଏସବୁକୁ କିଛି ଅସାଧୁ ଅସାମାଜିକ ଲୋକ ଭରପୁର ଫାଇଦା ଉଠାଉଛନ୍ତି ଯାହା ଅତ୍ୟନ୍ତ ବିଡମ୍ବନା ର ବିଷୟ।ସେହିଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଯେଉଁ ଘଟଣାଟି ଘଟିଛି ମଧ୍ୟପ୍ରଦେଶର ଆଲିରାଜପୁର ଜିଲ୍ଲାର ଜୋବଟ ପୋଲିସ ଷ୍ଟେସନର ଅନ୍ତର୍ଗତ ଛୋଟୀ ଖାତାଲି ଗ୍ରାମରେ। ଏଠାରେ ଘଟିଥିବା ଘଟଣା ଅନୁସାରେ ପ୍ରେମିକ ଜଣଙ୍କ ବିଳମ୍ବିତ ରାତ୍ରୀରେ ନିଜ ପ୍ରେମିକା କୁ ଦେଖା କରିବା ପାଇଁ ଗ୍ରାମ ଭିତରକୁ ଆସିଥିବା ବେଳେ ଗ୍ରାମ ଲୋକଙ୍କ ଆଗରେ ଧରା ପଡି ଯାଇଥିଲେ। ଲୋକେ ମାନେ ପ୍ରଥମେ ସନ୍ଦେହ କରି ପରେ ନିଶ୍ଚିତ ହେଲା ପରେ ଏହି ପ୍ରେମିକ ପ୍ରେମିକା ଦୁଇଜଣ ଙ୍କୁ ଆପତ୍ତି ଜନକ ଅବସ୍ଥାରେ ଧରିଥିଲେ ଏବଂ ପରେ ସେମାନଙ୍କୁ ସେଠାରେ ଏକ ସ୍ଥାନକୁ ନେଇ ବାନ୍ଧି ଦେଇଥିଲେ ଏବଂ ତାଙ୍କ ସହ ମାରପିଟ୍ ମଧ୍ୟ କରିଥିଲେ। ଏହାଛଡା ସେମାନଙ୍କୁ ଦଉଡିରେ ବାନ୍ଧି ଗାଁରେ ବୁଲାଇ ଥିଲେ।

ତେବେ ଏହି ଘଟଣା ଘଟିବା ପରେ ଉକ୍ତ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ପୋଲିସ୍ ଉକ୍ତ ଘଟଣାର ତଦନ୍ତ କରି ଏଥିରେ ସଂପୃକ୍ତ ୬ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ଜଣା ପଡିଛି କି ଗିରଫ ହୋଇଥିବା ଲୋକ ମାନେ ଝିଅର ସମ୍ପର୍କୀୟ। ଏପଟେ ଝିଅ ଘର ପଟୁ ଏକ ଏତଲା ମଧ୍ୟ ଥାନାରେ ଦିଆ ଯାଇଛି। ଝିଅଟି ନାବାଳିକା ହୋଇ ଥିବାରୁ ଅଭିଯୋଗ ଆଧାରରେ ପୋଲିସ୍ ମାମଲା ରୁଜୁ କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।