ଘଣ୍ଟି ବଜାଇଲେ ନବୀନ… Naveen ଙ୍କ ସହ ମ୍ୟାଚ ଦେଖିଲେ ଅନେକ ଷ୍ଟାର… ଦେଖନ୍ତୁ ଭାଇରାଲ Video

Bbହଁ ଦର୍ଶକ ବନ୍ଧୁ ଆପଣମାନେ ତ ଜାଣିଥିବେ କରୋନା ର ମହାମାରୀ ସମୟରେ ସମସ୍ତ କ୍ରିକେଟ ଷ୍ଟାଡିୟମ ବନ୍ଦ ରହିଥିଲା ଓ କିଛି ଦିନ ପରେ ଧୀରେ ଧୀରେ BCCI ଙ୍କ ନିର୍ଦେଶ କ୍ରମେ ଲୋକଙ୍କମୋନରଞ୍ଜନ ପାଇଁ ପୁଣି ଥରେ ଷ୍ଟାଡିୟମ ମାନ ପ୍ରଥମେ କମ ଲୋକଙ୍କୁ ନେଇ ଖୋଲା ଯାଉଥିଲା, ଏବେ ଆଗପରି କରୋନା ର ପ୍ରକୋପ କମ ଥିବାରୁ ବାରବାଟୀ ରେ ଏଥର ଖେଳ ଆୟୋଜନ କରାଯାଇଛି, ଓ BCCI ଙ୍କ ମୋତ ଅନୁଯାୟୀ ଏଥର ପୁରା ଦର୍ଶକ ରେ ଖେଳା ହେବ ବୋଲି କହିଥିଲେ|

ଏହା ଜାଣିସାରିବା ପରେ ଲୋକଙ୍କ ମନରେ ଖେଳ ଦେଖିବାର ଯେଉଁ ଭୋକ କିଛି ବର୍ଷ ହେଲା ଥିଲା ତାହା ଲୋକଙ୍କ ମଧ୍ୟରେ ଷ୍ଟାଡିୟମ ବାହାରେ ଦେଖିବାକୁ ମିଳିଥିଲା | ମୁଖ୍ୟମନ୍ତ୍ରୀ ନିଜେ ଓଁ କେତେଜଣ ଫିଲ୍ମ ଷ୍ଟାର ମାନେ ମଧ୍ୟ ବାରବାଟୀ ଷ୍ଟାଡିଅମ ରେ ଉପସ୍ଥିତ ଥିଲେ ଓ ମୁଖ୍ୟମନ୍ତ୍ରୀ ଘଣ୍ଟି ବଜାଇବା ପରେ ଖେଳ ଆରମ୍ଭ ହୋଇଥିଲା |

ଭାରତ ଓ ଦକ୍ଷିଣ ମଧ୍ୟ ଆରମ୍ଭ ହେବାକୁ ଥିବା କ୍ରିକେଟ t20 ଶୃଙ୍ଖଳା ର ଆଜି ପ୍ରଥମ ଦିନ କଟକ ବାରବାଟୀ ଷ୍ଟାଡିୟମ ହୋଇଛି |ଏହା ପାଇଁ ଲୋକଙ୍କ ଭିତରେ ଖେଳ ଦେଖିବାର ଉତ୍ସାହ ଦେଖିବାକୁ ମିଳିଛି, କରୋନା ମହାମାରୀ ପାଇଁ ଗତ କିଛି ବର୍ଷ ହବ ଲୋକେ ଷ୍ଟାଡିୟମ ଯାଇ ଖେଳ ଦେଖିବାର ସୁଯୋଗ ପାଇନଥିଲେ |

ଏହି କିଛି ଦିନ ହେବ ipl ର ମହାଶମର ସରିଥିବା ବେଳେ ଲୋକ ଙ୍କ ମନରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହବାକୁ ପ୍ରଥମ t20 ଏହି ଅନୁଷ୍ଠିତ ହେଇଥିବାରୁ, ଲୋକେ ଖଣ୍ଡିଏ ଟିକେଟ ପାଇଁ ଖରାକୁ ଖାତିର ନ କରି ଧାଡି ଛିଡା ହୋଇ ଟିକେଟ ନେଇଥିଲେ ଓଁ ଖେଳ ଦେଖିବା ପାଇଁ ମଧ୍ୟ ଉତ୍କଣ୍ଠାର ସହିତ ବାରବାଟୀ ଷ୍ଟାଡିଅମ କୁ ଆସିଥିଲେ | ଖେଳ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ସମେତ ବଡ ବଡ ଅଲିଉଡ ଫିଲ୍ମ ଷ୍ଟାର ମାନେ ମଧ୍ୟ ସେଠାରେ ଯୋଗ ଦେଇଥିଲେ |

ମୁଖ୍ୟମନ୍ତ୍ରୀ ଙ୍କ ସହଯୋଗ କ୍ରମେ ବାରବାଟୀ ଷ୍ଟାଡିଅମ ରେ ଖେଳ ପୁଣି ଥରେ ଆରମ୍ଭ ହୋଇଥିଲା ଓ ଲୋକମାନେ ମଧ୍ୟ ବହୁତ ଆନନ୍ଦରେ ଶୃଙ୍ଖଳାର ସହିତ ଖେଳ ଦେଖିବା ପାଇଁ ଷ୍ଟାଡିଅମ କୁ ପ୍ରବେଶ କରିବା ସହିତ , ଖେଳକୁ ମଧ୍ୟ ଏନଜୟ କରିଥିବେ ଆଉ ଖେଳର ମଜା ନେଇଥିଲେ, ତେବେ ଏତେ କଷ୍ଟ କରି ବାହାରେ ଛିଡା ହୋଇ ଟିକେଟ କରି ଷ୍ଟାଡିଅମ ରେ ଖେଳ ଦେଖିପାରିବାରୁ ଖେଳ ପ୍ରେମୀ ମାନେ ମଧ୍ୟ ବହୁତ ଖୁସି ଅଛନ୍ତି, ଯାହା ଏବେ ସେସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment