ଘଡଘଡି ବିଜୁଳି ଆପଣ ଙ୍କର କିଛି ବି କରି ପାରିବନି, ବର୍ଷା ସମୟରେ ଏମିତି କରନ୍ତୁ – Pragyan Tripathi

ତେବେ ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ବିଭିନ୍ନ ପ୍ରକାରର ନିୟମ ମାନ ରହିଛି | ତେବେ ବହୁ ପୁରାତନ କାଳରୁ ଆଜି ପର୍ଯ୍ୟନ୍ତ ସେହି ନିୟମ ଗୁଡିକୁ ଆମେ ମାନେ ମାନିକି ଚଳି ଆସୁଛୁ | ଆଉ ଯାହା ଯୋଗୁ ଆମର ଜୀବନରେ ବହୁତ ଉନ୍ନତି ମଧ୍ୟ ହୋଇଥାଏ | ଆଉ ଜୀବନକୁ ସରଳ, ସୁନ୍ଦର ଆଉ ମଧୁର କରିବା ପାଇଁ ଆମକୁ ସେହି ନିୟମ ଗୁଡିକ ମନିବାର ଆବଶ୍ୟକତା ମଧ୍ୟ ରହିଥାଏ ବୋଲି କୁହାଯାଉଛି | ତେବେ ଆମ ହିନ୍ଦୁ ଶାସ୍ତ୍ର ରେ କଣ ସବୁ ନିୟମ ରହିଛି ଯାହାକୁ ମାନି ଚଳିଲେ ଆମ ଜୀବନରେ ଅନେକ ଅଗ୍ରଗତି ହୋଇଥାଏ ସେ ବିଷୟରେ ଆସନ୍ତୁ ଆଜି ଆମେ ଜାଣିବା |

କେଉଁ ସବୁ କାମ କରିବା ଆମ ପାଇଁ ଭଲ ହୋଇଥାଏ, ଯାହାକୁ ମାନି ଚଳିବ ଆବଶ୍ୟକ ହୋଇଥାଏ :-

ତେବେ ଆପଣ ମାନେ ମନେ ରଖିବା କଥା କି ଆପଣଙ୍କର ଧନ ରହୁଥିବା ସ୍ଥାନ କୁ କେବେବି ଆପଣ ମାନେ ଜୋତା ପିନ୍ଧିକି ଯିବା ଉଚିତ ନୁହଁ | ତାହା ସହିତ ଆପଣ ଙ୍କର ଭଣ୍ଡାର ଘର ବା ରୋଷେଇ ଘରକୁ କେବେ ହେଲେ ଜୋତା ବା ଚପଲ ପିନ୍ଧିକି ଯିବା ଉଚିତ ନୁହଁ | ତାହା ବ୍ୟତୀତ ଆପଣଙ୍କର ଠାକୁର ଙ୍କ ଘରକୁ କେବେ ଜୋତା ପିନ୍ଧିକି ଯାଆନ୍ତୁ ନାହିଁ ଯାହା ଅଶୁଭ ର କାରଣ ହୋଇଥାଏ ବୋଲି କୁହାଯାଏ | ଏହା ବ୍ୟତୀତ ଆପଣ ମାନେ ପ୍ରତେକ ଦିନ ଗୀତା ପାଠ କରିବା ଆବଶ୍ୟକ ହୋଇଥାଏ | ଏହା ବ୍ୟତୀତ ଆମର ଯଦି କୌଣସି ଖରାପ ସମୟ ଆସିବାର ସୂଚନା ମିଳୁଥାଏ ତାହେଲେ ଆମକୁ ଗୁରୁବାର ଦିନ 7 ଜନ ବ୍ରହ୍ମଣ କୁ ଡାକିକି ଗୀତା ଦାନ କରିବା ଆବଶ୍ୟକ ହୋଇଥାଏ |

ତେବେ ଏହା ବ୍ୟତୀତ କୁହାଯାଏ କି ଗର୍ଭବତୀ ସ୍ତ୍ରୀ ମାନେ ସବୁଦିନ ଗୀତ ପଢିବା ଶୁଭ ହୋଇଥାଏ | ଏହା ବ୍ୟତୀତ ଆପଣ ମାନେ କେବେବି ଖାଲି ବେକ ରେ ରହିବା ଉଚିତ ନୁହଁ ତାହା ଅଶୁଭ ହୋଇଥାଏ | ଏହା ବ୍ୟତୀତ ଯଦି ଆପଣ ମାନେ କୌଣସି କାର୍ଯ୍ୟରେ ଯାଉଥିବା ବେଳେ ଗୋ ମାତା ଯଦି ଆପଣଙ୍କୁ ମୁହଁ ଉଠାଇ ଚାହିଁଲେ ତାହେଲେ ତାହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ବୋଲି ମାନିଥାଉ | ଏହା ବ୍ୟତୀତ ଧଳା ମନ୍ଦାର କୁ ଯଦି ଶିବ ଙ୍କ ମଥାରେ ରଖି ପ୍ରଣାମ କରିବା ତାହେଲେ ଆମର ଜୀବନରେ ଉନ୍ନତି ହୋଇଥାଏ |

ଆପଣ ମାନେ ଲୁଣ ଡବା ରେ ଲବଙ୍ଗ ପକାଇ ରଖିବା ଆବଶ୍ୟକ ହୋଇଥାଏ |ପ୍ରତେକ ମାସ ସନ୍ଧ୍ୟା ସମୟରେ ଦ୍ୱିତୀୟ ଚନ୍ଦ୍ର କୁ ଦର୍ଶନ କରନ୍ତି ଯାହା ଶୁଭ ହୋଇଥାଏ | ତେବେ ଏହା ବ୍ୟତୀତ ମାମୁ ଙ୍କୁ ଅଧିକ ଦିନ ଆପଣଙ୍କ ଘରେ ରଖନ୍ତୁ ନାହିଁ କିନ୍ତୁ ଭଣଜା ଙ୍କୁ ଘରେ ରଖନ୍ତୁ |ବର୍ଷା ଦିନେ ଘରେ ବାହାରେ ଥିଲେ ବିଜୁଳି ଘଡଘଡି ମାରିଥିଲେ ଦୋଧୀଚି ଙ୍କ ନାଁ 10 ଥର ନିଅନ୍ତୁ ଆପଣଙ୍କର କିଛି କ୍ଷତି ହେବ ନାହିଁ |

ତେବେ ଏହିଭଳି ନିୟମ କୁ ମାନି ଚଳିଲେ ଆମର କୌଣସି ବି ଅଶୁଭ ହେବ ନାହିଁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment