Odisha News Portal

ଘରେ ଥିଲେ ଏହି ଜିନିଷ ବହୁତ ଶୀଘ୍ର ହିଁ ଥଣ୍ଡା , ଜ୍ୱର , କାଶରୁ ମୁକ୍ତି ପାଇବେ ! ମାତ୍ର 10 ମିନିଟ୍ ରେ ଆପଣ ପାଇ ପାରିବେ ଥଣ୍ଡା କାଶରୁ ମୁକ୍ତି….

0 8

ଋତିର ପରିବର୍ତ୍ତନ ଯୋଗୁଁ ଆମକୁ ପ୍ରାୟ ଥଣ୍ଡା , ଜ୍ୱର , କାଶ ଭଳି ସମସ୍ୟାର ସାମ୍ନା କରିବାକୁ ପଡୁଛି । କେତେବେଳେ ଏହି ସମସ୍ୟା ଶୀଘ୍ର ଠିକ ହୋଇଯାଏ ତ କେବେ କେବେ ଏହା ଆମ ମାନଙ୍କର ପିଛା ଛାଡେ ନାହିଁ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଘରୋଇ ଉପଚାର ବିଷୟରେ କହିବୁ ଯେଉଁଥିରେ ଆପଣ ମାନେ 10 ମିନିଟରେ ଥଣ୍ଡା , ଜ୍ୱର , କାଶ ଭଲି ସମସ୍ୟାରୁ ମୁକ୍ତି ପାଇପାରିବେ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

1–ତୁଳସୀ

ତୁଳସୀର ବ୍ୟବହାର ଆୟୁର୍ବେଦରେ କେତେକ ବେମାରିକୁ ଠିକ କରିବା ପାଇଁ କରାଯାଇଥାଏ । ହାର୍ଟ ଏବଂ ପେଟ ସମ୍ବଦ୍ଧିତ ବେମାରିରୁ ସହିତ ଏହା ଥଣ୍ଡା , ଜ୍ୱର ,କାଶ ବଲି ସମସ୍ୟାକୁ ମଧ୍ୟ ବହୁତ ଭଲ ଫଳ ପ୍ରଦାନ କରିଥାଏ । ଗୋଟିଏ କପ ପାଣିରେ ପାଞ୍ଚରୁ ଛଅଟି ତୁଳସୀ ପତ୍ର ଫୁଟାଇ ଦିଅନ୍ତୁ । ତାହା ପରେ ଏହାକୁ ଥଣ୍ଡା କରି ଦିନରୁ ଦୁଇ ଥର ପିଅନ୍ତୁ । ଏହା ଦ୍ୱାରା ଥଣ୍ଡା , କାଶ ଏବଂ ଗଶାର ସମସ୍ୟାରୁ ଶୀଘ୍ର ହିଁ ମୁକ୍ତି ମିଳିଥାଏ ।

2–ମେଥି ଦାନା

ତୁଳସୀ ପରି ମେଥି ଦାନା ମଧ୍ୟ ଗଳା , କାଶ ଭଲି ସମସ୍ୟାକୁ ଦୂର କରିଥାଏ । ଏହାର ବ୍ୟବହାର ଦ୍ୱାରା ଶରୀରରେ ଗରମ ଆସିଥାଏ । ଗୋଟିଏ ଗ୍ଲାସ ପାଣିରେ ମେଥି ଦାନାକୁ ଭିଜେଇ ଦିଅନ୍ତୁ । ଏହା ପରେ ତାହାକୁ ଥଣ୍ଡା କରି ପୂରା ଦିନରେ ତାହାର ସେବନ କରନ୍ତୁ । ଏହା ଦ୍ୱାରା ଥଣ୍ଡାରୁ ଶୀଘ୍ର ମୁକ୍ତି ମିଳିଥାଏ ।

3–ଗୋଲ ମରିଚ

ଗୋଲ ମରିଚ ଭିତରେ ଆଣ୍ଟି ମିନେରାଲ ପ୍ରପୋଟିଜ ରହିଥାଏ । ଯାହା ଥମ୍ଡା , କାଶ ଜ୍ୱରର ଇନଫେକସନକୁ ଶୀଘ୍ର ଭଲ କରିଥାଏ । ଗୋଟିଏ ଚାମୁଚ ମହୁରେ ଅଳ୍ପ ଟିକିଏ ଗୋଲ ମରିଚ ଗୁଣ୍ଡ ମିସାଇ ତାହାକୁ ଦିନରେ ଦୁଇରୁ ତିନି ଥର ସେବନ କରନ୍ତୁ । ଏହା ଦ୍ୱାରା ଆପଣ ମାନେ ଥଣ୍ଡାରୁ ଶୀଘ୍ର ମୁକ୍ତି ପାଇବେ ।

4–ଅଦା

ଗଳାର ପେନ ଏବଂ କାଶ ଦେବା ଦ୍ୱାରା ଅଦା ବହୁତ ଅଧିକ ପ୍ରଭାବ ପକାଇଥାଏ । ଅଦାକୁ ଛୋଟ ଛୋଟ ଖଣ୍ଡରେ କାଟି ତାହାକୁ ଏକ ଗ୍ଲାସର ପାଣିରେ ଫୁଟାଇ ସେହି ପାଣିକୁ ଦିନରେ ଦୁଇ ରୁ ତିନି ଥର ସେବନ କରନ୍ତୁ । ଏମିତି କରିବା ଦ୍ୱାରା ଏହା ଆପଣଙ୍କୁ ଇନଫେକସନ ଏବଂ ଭାଇରସ ଠାରୁ ଦୂରେଇ ରଖିବ ।

5–ହଳଦୀ

 

ଆୟୁର୍ବେଦରେ ହଳଦୀକୁ ପ୍ରଚୀନ କାଳରୁ ବ୍ୟବହାର କରାଯାଉଛି । ଯେଉଁ ବି ପ୍ରକାରର ଜ୍ୱର ଏବଂ ଶରୀର ପେନକୁ ହଳଦୀ ବହୁତ ଶୀଘ୍ର ଭଲ କରିଥାଏ । ଅଧିକ ଥଣ୍ଡା ଏବଂ କାଶ ହେବା ଦ୍ୱାରା ହଳଦୀ ପାଉଡରକୁ ଏକ ଉଷମ ପାଣିରେ ମିସାଇ ତାହାର ସେବନ କରନ୍ତୁ । ଯଦି ଆପଣ ମାନେ ଚା ପିଉଛନ୍ତି ତେବେ ସେଥିରେ ଟିକେ ହଳଦୀ ମିସି କରି ପିଇଲେ ଆପଣ ମାନଙ୍କ ଗଳା ପେନରୁ ମୁକ୍ତି ମିଳିଥାଏ ।

6–ଗୁଡ

ଯଦି ଥଣ୍ଡା , କାଶ ଅଧିକ ବଢିଯାଇଛି ଏବଂ ଯେତେ ମେଡିସିନ ଖାଇଲେ ମଧ୍ୟ ତାହା କମୁନାହିଁ ତେବେ ଏମିତିରେ ଆପଣ ମାନଙ୍କୁ ଗୁଡର ସେବନ ଅତ୍ୟନ୍ତ ଲାଭ କରେ । ଗୁଡ ଏବଂ ଅଦାର ସମାନ ଭାଗ ନେଇ କରି ତାହାକୁ ଛେଞ୍ଚି ଦିଅନ୍ତୁ ଏଥିରେ ତୁଳସୀର ରସ ମିଶିକରି ତାହାର ସେବନ କରନ୍ତୁ । କାଶ , ଗଳାର ପେନ ଏବଂ ମୁଣ୍ଡ ବ୍ୟଥାରୁ ଏହା ଆପଣ ମାନଙ୍କୁ ସାହାର୍ଯ୍ୟ କରିଥାଏ ।