Odisha News Portal

ଘରେ ଏହି ତିନୋଚଟି ଫୋଟୋ ନଥିଲେ ସେହି ଘରେ ମାତା ଲକ୍ଷ୍ମୀଙ୍କର ବାସ ହୁଏ ନାହିଁ !ଜାଣନ୍ତୁ ସେହି ତିନୋଟି ଫୋଟୋ କଣ କଣ ?

ଆଜି ଆମେ ଜାଣିବା ଯେ ଘରେ ଯଦି ନଥିବ ଏହି ତିନୋଟି ଫୋଟ ସେହି ଘରେ ମାତା ଲକ୍ଷ୍ମୀ କେବେ ପାଦ ରଖିବେ ନାହିଁ । ବାସ୍ତୁଶାସ୍ତ୍ରରେ କିଛି ଏମିତି ଜିନିଷ କୁହାଯାଇଛି ଯାହାକୁ ଘରେ ଉଚିତ ସ୍ଥାନରେ ରଖିବା ଦ୍ବାରା ଘରର ସବୁ ସମସ୍ୟା ଦୂର ହୋଇଥାଏ । ଘର ପରିବାର ଏବଂ ବିଜନେସ୍ ରେ ମଧ୍ୟ ବୃଦ୍ଧି ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ଭଗବାନ ଙ୍କ ର ତିନୋଟି ମୃତ୍ତି ଯାହାକୁ ଘରେ ଉଚିତ ସ୍ଥାନରେ ରଖିବା ଦରକାର । ଯାହାକୁ ଘରେ ରଖିବା ଦ୍ବାରା ଶୁଭ ହୋଇ ଥାଏ ଏବଂ ଆମ ଜୀବନ ର ବହୁତ ସାରା ସମସ୍ୟା ଦୂର ହୋଇଥାଏ ।

1. ଘରର ଦକ୍ଷିଣ-ପଶ୍ଚିମ ଦିଗରେ ପଞ୍ଚମୁଖୀ ହନୁମାନଙ୍କ ଫୋଟ ଲଗେଇବା ଭଲ । ଆପଣ ଦକ୍ଷିଣ – ପଶ୍ଚିମ କୋଣରେ ଫୋଟ ଟି କୁ ଏମିତି ଲଗାନ୍ତୁ ଯେମିତି ହନୁମାନ ଙ୍କ ମୁହଁ ଦକ୍ଷିଣ ଦିଗ ଆଡକୁ ରହିଥିବ । ଏମିତି କରିବା ଦ୍ବାରା ଘରକୁ କୌଣସି ବି ଅଶୁଭ ଶକ୍ତି ପ୍ରବେଶ କରି ପାରିବ ନାହିଁ । ଆଉ ପରିବାର ରେ ସୁଖ ସମୃଦ୍ଧି ବଢି ଚାଲିବ ।

2. ଭଗବାନ ଗଣେଶ ଙ୍କ ଫୋଟ । ଭଗବାନ ଗଣେଶ ସବୁ ରୂପରେ ତ ମଙ୍ଗଳକାରୀ ଅଟନ୍ତି କିନ୍ତୁ ଧନ ଆଉ ସୁଖର ବାଧା କୁ ଦୂର କରିବା ପାଇଁ ନୃତ୍ୟ କରୁଥିବା ଗଣେଶଙ୍କ ମୃର୍ତ୍ତି କିମ୍ବା ଫୋଟ ରଖି୍ବା ଶୁଭ ମାନା ଯାଏ । ଭଗବାନ ଗଣେଶ ଙ୍କ ର ଏହି ପ୍ରତିମା ଏହି ପ୍ରକାର ରେ ରଖନ୍ତୁ କି ଗଣେଶଙ୍କ ମୁହଁ ମୁଖ୍ୟ ଦ୍ବାର ଆଡକୁ ଥିବ ।

3. ଯଦି ଘରେ ମାତା ଲକ୍ଷ୍ମୀଙ୍କ ମୃର୍ତ୍ତି ଅଛି ତେବେ ଆମର ବହୁତ ସାରା ଅସୁବିଧା ଦୂର ହୋଇ ଥାଏ । କିନ୍ତୁ ମାଁ ଲକ୍ଷ୍ମୀଙ୍କ ସହିତ ଭଗବାନ କୁବେର ଙ୍କ ମୂର୍ତ୍ତି ରହିବା ବି ବହୁତ ଜରୁରୀ ଅଟେ । ଏହା ଏଥିପାଇଁ କାରଣ ମାଁ ଲକ୍ଷ୍ମୀ ଧନ ଦେଇଥାନ୍ତି କିନ୍ତୁ ଆୟୁ ବିନା ଧନର ସୁଖ ସମ୍ଭବ ନୁହେଁ ।

କୁବେର ଭଗବାନ ବ୍ୟକ୍ତିକୁ ଆୟୁ ପ୍ରଦାନ କରିଥାନ୍ତି । ସେଥି ପାଇଁ ଘରେ ମାଁ ଲକ୍ଷ୍ମୀଙ୍କ ସହିତ ଭଗବାନ କୁବେରଙ୍କ ଫୋଟ ବି ଲଗାନ୍ତୁ । ଭଗବାନ କୁବେର ଉତ୍ତର ଦିଗ ର ସ୍ବାମୀ ଅଟନ୍ତି । ସେଥି ପାଇଁ ଭଗବାନ କୁବେର ଙ୍କ ଫୋଟ ଏହି ପ୍ରକାର ରେ ଲଗାନ୍ତୁ କି କୁବେର ମହାରାଜ ଙ୍କ ମୁହଁ ଉତ୍ତର ଦିଗ ଆଡକୁ ରହି ଥିବା ଦରକାର ।

ଏହି ତିନୋଟି ମୂର୍ତ୍ତି କୁ ଘରେ ରଖିବା ଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ସେଥି ପାଇଁ ଏହି ତିନୋଟି ମୂର୍ତ୍ତି ଯେଉଁ ଘରେ ଥାଏ, ସେହି ଘରେ ମାତା ଲକ୍ଷ୍ମୀ ଙ୍କ ପାଦ ପଡି ଥାଏ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।